Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 22, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପତଳା ହେବାର ଉପାୟ ଜାଣନ୍ତୁ....

ମନୋରଞ୍ଜନ
Home ›› ମନୋରଞ୍ଜନ ››ବିକ୍କିଙ୍କ ପ୍ରେମରେ ପଡ଼ିଛନ୍ତି କ୍ୟାଟ୍ରିନା !

ବିକ୍କିଙ୍କ ପ୍ରେମରେ ପଡ଼ିଛନ୍ତି କ୍ୟାଟ୍ରିନା !

2021-06-05 19:57:07
14066
Share:
Facebook
Twitter
E-Mail
WhatsApp
Telegram
ବିକ୍କିଙ୍କ ପ୍ରେମରେ ପଡ଼ିଛନ୍ତି କ୍ୟାଟ୍ରିନା !

ବଲିଉଡର ସୁପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ଅଭିନେତା ବିକ୍କିଙ୍କ ପାଇଁ ଅଧିକ ପୋଜେସିଭ ହୋଇଥିବା ନେଇ ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି । ଏହି ନ୍ୟୁଜ୍ ମଧ୍ୟ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି କ୍ୟାଟ୍ରିନାଙ୍କ ଫ୍ୟାନ୍ସମାନଙ୍କ ପାଇଁ । କିନ୍ତୁ କ୍ୟାଟ୍ରିନା ଏବେ ଯାଏଁ ଅଫିସିଆଲି ନିଜ ସମ୍ପର୍କକୁ ନେଇ କିଛି ଘୋଷଣା କରିନାହାନ୍ତି । ମାତ୍ର ସେ ବିକ୍କିଙ୍କୁ ଅନ୍ୟ କାହା ସହ ଦେଖିପାରୁନାହାନ୍ତି କି କାହା ସହ ଅଧିକ କ୍ଲୋଜ ହୋଇଗଲେ ମଧ୍ୟ ସହିପାରୁନାହାନ୍ତି । ବିକ୍କି ପରଦାରେ କାହା ସହ ଇଣ୍ଟିମେଟ୍ ନ ହୁଅନ୍ତୁ ବୋଲି ସେ ଚାହୁଁଥିବା ମଧ୍ୟ ଶୁଣିବାକୁ ମିଳିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସେପଟେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ , ବିକ୍କିଙ୍କ ବାପା ବିକ୍କିଙ୍କୁ ସତର୍କ କରାଇଛନ୍ତି ଯେ, ଲଭ୍ ରିଲେସନକୁ ନେଇ ତାଙ୍କ ପୁଅ ହେଡ୍‌ଲାଇନ ଖବର ନ ବନନ୍ତୁ । ଏତେ ସବୁ ଚର୍ଚ୍ଚା ପରେ ମଧ୍ୟ ଏବେ ବି ଉଭୟ ବିକ୍କି ଏବଂ କ୍ୟାଟ୍ରିନା ନିଜ ରିଲେସନ୍‌ଙ୍କୁ ନେଇ ମିଡିଆ ମୁହଁ ଖୋଲୁନାହାନ୍ତି।

କ୍ୟାଟ୍ରିନା କୈଫ ବିକ୍କିଙ୍କ ଠାରୁ ୪ ବର୍ଷ ବଡ। କ୍ୟାଟ୍ରିନାଙ୍କ ପୂର୍ବରୁ ବିକ୍କି ‘ବ୍ରୋକନ୍ ବଟ୍ ବ୍ୟୁଟିଫୁଲ୍‌’ ଫେମ୍ ହର୍‌ଲିନ୍ ସେଠ୍‌ଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। ସେପଟେ କ୍ୟାଟ୍ରିନା ମଧ୍ୟ ରଣବୀର କପୁରଙ୍କୁ ଡେଟ୍ କରୁଥିଲେ। ରଣବୀରଙ୍କ ସହ ବ୍ରେକଅନ୍ ପରେ ଦୀର୍ଘ ଦିନ ଧରି କ୍ୟାଟ୍ରିନା ସିଙ୍ଗିଲ୍ ଥିଲେ।  

Powered by Froala Editor

Tags BICKY-KATRINA

Related articles Odisha News Lens 4.1

  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...
    ଦେଶ-ଦେଶାନ୍ତର

    କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...

    13766
    May 21, 2025
  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ
    ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ

    13971
    May 21, 2025
  • ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ ଆରାମଦାୟକ ନିଦ
    ବିଶେଷ

    ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ ଆରାମଦାୟକ ନିଦ

    14009
    May 22, 2025
  • ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ
    ଦେଶ-ଦେଶାନ୍ତର

    ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ

    14300
    May 21, 2025
  • ବିଜୁଳି ଖସିଲା,  ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ
    ଦେଶ-ଦେଶାନ୍ତର

    ବିଜୁଳି ଖସିଲା, ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ

    14324
    May 21, 2025
  • ପତଳା ହେବାର ଉପାୟ ଜାଣନ୍ତୁ....
    ବିଶେଷ

    ପତଳା ହେବାର ଉପାୟ ଜାଣନ୍ତୁ....

    14577
    May 22, 2025
  • କାନ୍ସ ଫେଷ୍ଟିଭାଲରେ ମୋଦୀ !
    ମନୋରଞ୍ଜନ

    କାନ୍ସ ଫେଷ୍ଟିଭାଲରେ ମୋଦୀ !

    14181
    May 21, 2025
  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର
    ଦେଶ-ଦେଶାନ୍ତର

    ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

    14271
    May 21, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ
    ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14794
    May 21, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ

    14300
    May 21, 2025
  • ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14794
    May 21, 2025
  • ଦେଶ-ଦେଶାନ୍ତର

    ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

    14271
    May 21, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16611
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16902
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15446
    Apr 03, 2021

ବିଶେଷ

  • ପତଳା ହେବାର ଉପାୟ ଜାଣନ୍ତୁ....

    14577
    May 22, 2025
  • ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ ଆରାମଦାୟକ ନିଦ

    14009
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14794
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14381
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    14153
    May 20, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16273
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13988
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14781
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15307
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଜୁଳି ଖସିଲା, ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ

    14324
    May 21, 2025
  • ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ

    14300
    May 21, 2025
  • କାନ୍ସ ଫେଷ୍ଟିଭାଲରେ ମୋଦୀ !

    14181
    May 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In