ନିଖୋଜ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ : କେନାଲରୁ ଗୁରୁବାର ନିଖୋଜ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛିା ମୃତକ ହେଲେ ଅବସରପ୍ରାପ୍ତ ପୁଲିସ ହାବିଲଦାର ଓ ତାଙ୍କ ପତ୍ନୀ। ମୃତ ଦମ୍ପତ୍ତିଙ୍କ ଘର ସଦର ଥାନା ପଞ୍ଚୁବଟୀ ଗାଁରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ଠାରୁ ଉଭୟ ନିଖୋଜ ଥିବା ବେଳେ ସେମାନଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor