Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

  • ଇରାନର ସାତଦିନିଆ ଅସ୍ତ୍ରବିରତି ...

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର ...

ରାଜନୀତି
Home ›› ରାଜନୀତି ››ମେଡ଼ିକାଲ କଲେଜ ଓ ସିଟି ଡାକ୍ତରଖାନା ପାଇଁ ଜେଲଭରା ଆନ୍ଦୋଳନ କରିବାକୁ ଗଣ ଗର୍ଜନ ସମାବେଶରେ ଘୋଷଣା

ମେଡ଼ିକାଲ କଲେଜ ଓ ସିଟି ଡାକ୍ତରଖାନା ପାଇଁ ଜେଲଭରା ଆନ୍ଦୋଳନ କରିବାକୁ ଗଣ ଗର୍ଜନ ସମାବେଶରେ ଘୋଷଣା

2023-10-18 18:52:29
14266
Share:
Facebook
Twitter
E-Mail
WhatsApp
Telegram
ମେଡ଼ିକାଲ କଲେଜ ଓ ସିଟି ଡାକ୍ତରଖାନା ପାଇଁ ଜେଲଭରା ଆନ୍ଦୋଳନ କରିବାକୁ ଗଣ ଗର୍ଜନ ସମାବେଶରେ ଘୋଷଣା

ଭୁବନେଶ୍ୱର, ତା. ୧୮/୧୦ ରିଖ : କେନ୍ଦ୍ରପଡ଼ାରେ ମେଡ଼ିକାଲ କଲେଜ ଓ କେନ୍ଦ୍ରପଡ଼ା ମ୍ୟୁନିସ୍‌ପାଲଟିରେ ଅରର୍ବାନ ସି.ଏଚ୍‌.ସି ପ୍ରତିଷ୍ଠା ଦାବିରେ କେନ୍ଦ୍ରପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଗଣଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ନଗର କଂଗ୍ରେସର ସଭାପତି ରାଜେଶ ମହାନ୍ତି ସଭାପତିତ୍ୱ କରି ରାଜ୍ୟ ସରକାରଙ୍କର କେନ୍ଦ୍ରପଡ଼ା ପ୍ରତି ଅଣଦେଖା ପ୍ରତିବାଦରେ କେନ୍ଦ୍ରପଡ଼ାବାସି ଗର୍ଜି ଉଠିଥିବାରୁ ଉଭୟ ନଗର ଓ ବ୍ଲକ କଂଗ୍ରେସ ତରଫରୁ ସେ କୃତଜ୍ଞତା ଜଣାଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ଜନାସମାବେଶରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ମେଡ଼ିକାଲ କଲେଜ, ସିଟି ଡାକ୍ତରଖାନା ଦାବିକୁ ଉପେକ୍ଷା କରିବା ରାଜ୍ୟ ସରକାରଙ୍କର କେନ୍ଦ୍ରପଡ଼ା ପ୍ରତି ଘୋର ଅବିଚାର । କେନ୍ଦ୍ରପଡ଼ା ଜିଲ୍ଲାକୁ ନଂ-୧ କରିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦୃଷ୍ଟିରୁ କଂଗ୍ରେସର ଉପରୋକ୍ତ ଦୁଇଟି ଦାବିକୁ ଉପେକ୍ଷା କରିବା ଘୋର ଆପତିଜନକ । ଶ୍ରୀ ବେହେରା କେନ୍ଦ୍ରପଡ଼ାବାସୀଙ୍କୁ ଆଶ୍ୱାସନା ଦେଇ ଘୋଷଣା କରିଥିଲେ ଯେ, ଆପଣ ଏକା ନୁହଁନ୍ତ ଆପଣଙ୍କ ସହ କଂଗ୍ରେସ ଅଛି, ଆପଣଙ୍କ ସହ ଆମ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଏବଂ ଆପଣଙ୍କ ସହ ମୁଁ ଅଛି ।  ଦାବି ପୁରଣ ନ ହେଲା ପର୍ଯ୍ୟନ୍ତ ଲଢ଼େଇରୁ ଓହରିବା ପାଇଁ ପ୍ରଶ୍ନ ଉଠୁନାହିଁ । 

ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ବାଇକ ରାଲୀ ତିନି ମୁହାଁଣି, ନୁଆ ବସଷ୍ଟାଣ୍ଡ, ପୁରୁଣା ବସ୍‌ଷ୍ଟାଣ୍ଡ ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୁର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୁର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏହି ରାଲିର ନେତୃତ୍ୱ ନେଇଥିଲେ । କେନ୍ଦ୍ରପଡ଼ା ସହରର ପଥର ବସ୍ତି ସହରର ଠାରୁ ଶହ ଶହ ମହିଳା ରାଲିରେ ସାମିଲ ହୋଇ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଜିଲ୍ଲାପାଳ ଅଫିସ ଘେରାଉ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । 

ଗଣଗର୍ଜନ ସମାବେଶରେ ଶ୍ରୀଯୁକ୍ତ ଚିନ୍ମୟ ପ୍ରସାଦ ବେଉରା, ଦେବେନ୍ଦ୍ର ଶର୍ମା, ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାସ, ପିସିସି ଗଣମାଧ୍ୟମ ସଂଯୋଜକ ଦିପକ ମହାପାତ୍ର, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡ଼ା, ଜିଲ୍ଲା କିସାନ କଂଗ୍ରେସ ସଭାପତି ନାରାୟଣ ପରିଡ଼ା, ପୁର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରବେଜ୍ ଅକ୍ତର, ପୂର୍ବତନ ସରପଂଚ ପ୍ରଭାତ କୁମାର ଉଡ଼ାନସିଂ, ପ୍ରଦ୍ୟୁମ୍ନ ଜେନା, ଜିଲ୍ଲା କଂଗ୍ରେସ ସଭାପତି ବିନତୀ ପ୍ରିୟଦର୍ଶନୀ ରାଉତ, ଜିଲ୍ଲା କଂଗ୍ରେସ ଅନୁସୂଚୀତ ଜାତି ସଭାପତି – ସର୍ବେଶ୍ୱର ସେଠୀ, ଡିସିସି ସାଧାରଣ ସମ୍ପାଦକ - ଅଭିଶେଷ ବିଶ୍ୱାଳ, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପଟାମୁଣ୍ଡାଇ ନଗର ସଭାପତି ଅମୁଲ୍ୟ ପ୍ରଧାନ, ରାଜକନିକା ବ୍ଲକ ସଭାପତି ମଙ୍ଗୁଳୀ ଚରଣ ବେହେରା, ଆଳି ବ୍ଲକ କଂଗ୍ରେସ ସଭାପତି  ରବିନାରାୟଣ ବେହେରା, ପୂର୍ବତନ ସଂଖ୍ୟାଲଘୁ ସଭାପତି ଅବଦୁଲ୍ଲ ସତା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉନ୍‌ସିଲର ହିଜିବୁର ରହେମାନ, ଜିଲ୍ଲା କଂଗ୍ରେସ ବରିଷ୍ଠ ଉପସଭାପତି ସମୁଦ୍ର ପୃଷ୍ଟି ପ୍ରମୁଖ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କର କେନ୍ଦ୍ରାପଡ଼ ବିରୋଧି ମନୋଭାବର କଠୋର ସମାଲୋଚନା କରିଥିଲେ ଓ ମେଡ଼ିକାଲ କଲେଜ ଏବଂ ସିଟି ଡାକ୍ତରଖାନ ଆନ୍ଦୋଳନ ଆହୁରି ଅଧିକ ଜୋରଦାନ କରାଯିବ ବୋଲି ଘୋଷଣା କରିଥିଲେ । 

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାବାଜି ମଲ୍ଲିକ, ଅଜିତ୍ ମହାପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଲକ୍ଷ୍ମୀଧର ପଲ୍ଲାଇ, ଅନନ୍ତ ଚରଣ ସ୍ୱାଇଁ, ବିଚିତ୍ର ଲେଙ୍କା, କାଳନ୍ଦି ଚରଣ ମଲ୍ଲିକ, ସେକ୍  ଅରମାନ୍‌, ମିର୍ ମୁର୍‌ସିଦ୍ଦ୍‌, ସେକ୍ ଚାନ୍ଦବାବୁ, ରମେଶ ଚନ୍ଦ୍ର ଦାସ, ଗଣେଷ ଚନ୍ଦ୍ର ମେକାପ, କମଳାକାନ୍ତ ବେହେରା, ଜ୍ଞାନରଞ୍ଜନ ସାହୁ, ତୋଫାନ କୁମାର ସ୍ୱାଇଁ, ଶାରଦା ପ୍ରସନ୍ନ ରାଉତ (କ) ଶାରଦା ପ୍ରସନ୍ନ ରାଉତ (ଖ), ବସନ୍ତ ରାଉତ, କଳାକାର ମଲ୍ଲିକ, ଶରତ ଚନ୍ଦ୍ର ସ୍ୱାଇଁ, ସେକ୍ ନିସାର, ସେକ୍ ହାତୁନ୍‌, ଏକାମ୍ର ଖାନ୍‌, ପିତାମ୍ବର ଜେନା, କୃଷ୍ଣଚନ୍ଦ୍ର ମଲ୍ଲିକ, ବୃଷଭାନ୍ତ ଦାସ, ବିଶ୍ୱଜିତ୍ ମହାନ୍ତି, ଅରିତ୍ କୁମାର ରାଉତ, ଦିପକ କୁମାର ଭଦ୍ର, ଦୀପକ କୁମାର ନାୟକ, ରାକେଶ ବେହେରା, ଚମନ କୁମାର ସାହୁ, ମହେଶ୍ୱର ବିହାରି, ସେକ୍ ମନାନ, ପ୍ରସନ୍ନ କୁମାର ଜେନା, ଅଭୟ କୁମାର ଦାସ, ନରେଶ ଚନ୍ଦ୍ର ଜେନା, ରଞ୍ଜନ କୁମାର ନାୟକ, ସୁରେନ୍ଦ୍ର କୁମାର ସ୍ୱାଇଁ, ସୁନିଲ କୁମାର ସାହୁ, ଦୟାନିଧି ପରିଡ଼ା, ରାଜନ ଥାଟୋଇ, ଦିଲ୍ଲୀପ କୁମାର ରାଉତ, ହିମାନ୍ସୁ ବେହେରା, ସଂଜୀବ କୁମାର ବିଶ୍ୱାଳ, ବିକାଶ କୁମାର ମଲ୍ଲିକ, ସର୍ବେଶ୍ୱରମଲ୍ଲିକ, ଚିତରଂଜନ ସାମଲ, ସୁବନୀ ସାହୁ, ଗତାନୁଗତ ବିଶ୍ୱାଳ, ରଜନକାନ୍ତ ସ୍ୱାଇଁ, ସେକ୍ ଲାଲ ବାବୁ ପ୍ରମୁଖ ବାଇକ୍ ଶୋଭାଯାତ୍ରା ପରିଚାଳନ କରିଥିଲେ । 

    ଜିଲ୍ଲାପାଳ କାର୍ଯ୍ୟ ଘେରାଉ ପର୍ବ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର କୁମାରପ୍ରଧାନଙ୍କ ମାଧ୍ୟରେ ପ୍ରଦାନ କରାଯାଇଥିଲା ।

Powered by Froala Editor

Tags OPCC , ODISHA CONGRESS

Related articles Odisha News Lens 4.1

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା
    ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    14065
    Sep 27, 2026
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14554
    Sep 28, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...
    ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...

    13671
    Sep 27, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13764
    Sep 28, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15645
    Sep 27, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14569
    Sep 28, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15385
    Sep 27, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
    ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    13925
    Sep 28, 2026
  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    13866
    Sep 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    13925
    Sep 28, 2026
  • ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15645
    Sep 27, 2026
  • ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଚୋର

    13671
    Sep 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17135
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17822
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17790
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18204
    Sep 06, 2023

ବିଶେଷ

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13701
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15688
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15253
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14628
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14866
    Sep 11, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14095
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15943
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14432
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15624
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଚୋର

    13671
    Sep 27, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14569
    Sep 28, 2026
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    14065
    Sep 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In