Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 22, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ...

ରାଜନୀତି
Home ›› ରାଜନୀତି ››ମାନସ ଚୌଧୁରୀ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC) ର କେନ୍ଦ୍ରୀୟ ସଂପାଦକ ନିଯୁକ୍ତ

ମାନସ ଚୌଧୁରୀ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC) ର କେନ୍ଦ୍ରୀୟ ସଂପାଦକ ନିଯୁକ୍ତ

2023-10-18 18:46:37
14931
Share:
Facebook
Twitter
E-Mail
WhatsApp
Telegram
ମାନସ ଚୌଧୁରୀ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC) ର କେନ୍ଦ୍ରୀୟ ସଂପାଦକ ନିଯୁକ୍ତ

ଭୁବନେଶ୍ବର ତା. ୧୮.୧୦- ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜିବା ରେଡି ଆଜି ଶ୍ରୀ ମାନସ ରଞ୍ଜନ ଚୌଧୁରୀଙ୍କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରୀୟ ସଂପାଦକ ଭାବରେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଚୌଧୁରୀ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶାର ଜଣେ ବରିଷ୍ଠ ନେତା । ସେ ଅଧୁନା କଟକ ଜିଲ୍ଲା କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ଓ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି । ପୂର୍ବରୁ ସେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସର ସଭାପତି ଭାବରେ ମଧ୍ଯ କାର୍ଯ୍ୟ କରିଥିଲେ।

Powered by Froala Editor

Tags INTUC, Manas Choudhary

Related articles Odisha News Lens 4.1

  • ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ
    ଦେଶ-ଦେଶାନ୍ତର

    ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ

    15547
    May 22, 2025
  • ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ

    15630
    May 22, 2025
  • କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ
    ମନୋରଞ୍ଜନ

    କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ

    14657
    May 22, 2025
  • କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ
    ଦେଶ-ଦେଶାନ୍ତର

    କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

    15389
    May 22, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ
    ମନୋରଞ୍ଜନ

    ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14533
    May 22, 2025
  • ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ
    ଦେଶ-ଦେଶାନ୍ତର

    ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ

    15521
    May 22, 2025
  •  ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା
    ଦେଶ-ଦେଶାନ୍ତର

    ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା

    13401
    May 22, 2025
  • ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ
    ମନୋରଞ୍ଜନ

    ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

    14206
    May 22, 2025
  • ୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ
    ଦେଶ-ଦେଶାନ୍ତର

    ୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ

    14090
    May 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

    14206
    May 22, 2025
  • ମନୋରଞ୍ଜନ

    ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14533
    May 22, 2025
  • ଦେଶ-ଦେଶାନ୍ତର

    ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ

    15547
    May 22, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16613
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16903
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15447
    Apr 03, 2021

ବିଶେଷ

  • ପତଳା ହେବାର ଉପାୟ ଜାଣନ୍ତୁ....

    14759
    May 22, 2025
  • ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ ଆରାମଦାୟକ ନିଦ

    14191
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14974
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14527
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    14221
    May 20, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16274
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13989
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14782
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15308
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

    15389
    May 22, 2025
  • ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ

    15547
    May 22, 2025
  • ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା

    13401
    May 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In