Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ...

ବିଶେଷ
Home ›› ବିଶେଷ ››ଆଳୁରେ ଲୁଚି ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ଆଳୁରେ ଲୁଚି ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

2023-10-08 04:50:57
16087
Share:
Facebook
Twitter
E-Mail
WhatsApp
Telegram
ଆଳୁରେ ଲୁଚି ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ଆଳୁକୁ ସବୁ ପନିପରିବାର ରାଜା କୁହାଯାଏ। କାରଣ ଏହା ଅଧିକାଂଶ ତରକାରୀରେ ବିଶେଷ ଭାବରେ ସାମିଲ ହୋଇଥାଏ। ଅନେକ ଲୋକ ଆଳୁରେ ଥିବା ପୁଷ୍ଟିକର ଉପାଦାନ ବିଷୟରେ ଭଲ ଭାବରେ ଜାଣି ନାହାଁନ୍ତି। ଆଳୁ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଜାଣିବା ଉଚିତ୍। ଆଳୁରେ ଅନେକ ସ୍ୱାସ୍ଥ୍ୟ ଉପକାର ଲୁଚି ରହିଛି। ଆଳୁକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ। ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଆଳୁ ଜୁସ୍ 

କଞ୍ଚା ଆଳୁ ରସକୁ ମୁହଁରେ ଲଗାଇବା ଦ୍ୱାରା କଳା ଦାଗ, ଆଖି ତଳେ ଡାର୍କ ସର୍କଲ ଏବଂ ହାଇପରପିଗମେଣ୍ଟେସନ୍ କମ୍ ହୋଇଥାଏ। ଏହା ବ୍ୟତୀତ ଆଳୁ ସ୍କିନ୍‌କୁ ଗ୍ଲୋଇଂ ଓ ଟାଇଟ୍‌ କରିଥାଏ। ଏକ୍ଜିମା ଓ ସୋରିୟାସିସ୍ ଫ୍ଲେୟାର ଅପ୍ କମ୍ କରେ : ପ୍ରଭାବିତ ସ୍ଥାନରେ କଞ୍ଚା ଆଳୁ ରସ ୧୦-୧୫ ଦିନ ଲଗାଇଲେ ପିଲା ଏବଂ ବୟସ୍କଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ଗଣ୍ଠି ଯନ୍ତ୍ରଣାର ସାଧାରଣ କାରଣ ହେଉଛି ଉଚ୍ଚ ୟୁରିକ୍ ଏସିଡ୍ ସ୍ତର। ବିଶେଷଜ୍ଞଙ୍କ ଅନୁଯାୟୀ, ତାଜା ଆଳୁ ରସ ପିଇବା ଦ୍ୱାରା ଏସିଡ୍ ସ୍ତର କମ୍ ହୋଇଥାଏ। କେବଳ ଏତିକି ନୁହେଁ, ଏହା କିଡନୀକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଭିଟାମିନ୍ ସି ଏବଂ ଆଇରନ୍‌ର ଏକ ଉତ୍ତମ ଉତ୍ସ। ଗୋଟିଏ ମଧ୍ୟମ ଆଳୁରେ ଭିଟାମିନ୍ ସି ର RDA ର ୫୦ ପ୍ରତିଶତରୁ ଅଧିକ ଥାଏ । ମେଟାବୋଲିଜିମ୍ ଏବଂ ଇମ୍ୟୁନ୍ ସିଷ୍ଟମକୁ ବଢାଇବା ପାଇଁ ଏଥିରେ ପ୍ରଚୁର ପରିମାଣରେ ଆଇରନ୍ ଥାଏ। 

Powered by Froala Editor

Tags Patato

Related articles Odisha News Lens 4.1

  • ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ
    ଦେଶ-ଦେଶାନ୍ତର

    ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ

    14340
    Jun 10, 2025
  • ୪ ଘଣ୍ଟା  ChatGPT ଡାଉନ୍
    ଦେଶ-ଦେଶାନ୍ତର

    ୪ ଘଣ୍ଟା ChatGPT ଡାଉନ୍

    13530
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି
    ବିଶେଷ

    ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15071
    Jun 10, 2025
  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ
    ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14328
    Jun 10, 2025
  • ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା
    ମନୋରଞ୍ଜନ

    ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା

    15401
    Jun 10, 2025
  • ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି
    ଦେଶ-ଦେଶାନ୍ତର

    ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି

    14499
    Jun 10, 2025
  • ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ,  ଜାଣନ୍ତୁ ...
    ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ ...

    14369
    Jun 10, 2025
  • ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ
    ଦେଶ-ଦେଶାନ୍ତର

    ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

    14585
    Jun 10, 2025
  • ଚତୁର୍ଥ ଶ୍ରେଣୀର ରାଗ ସୁଝାଇଲା ସାଙ୍ଗ, ପଥରରେ ପିଟି ଦାନ୍ତ ଭାଙ୍ଗିଦେଲା
    ଦେଶ-ଦେଶାନ୍ତର

    ଚତୁର୍ଥ ଶ୍ରେଣୀର ରାଗ ସୁଝାଇଲା ସାଙ୍ଗ, ପଥରରେ ପିଟି ଦାନ୍ତ ଭାଙ୍ଗିଦେଲା

    13643
    Jun 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚତୁର୍ଥ ଶ୍ରେଣୀର ରାଗ ସୁଝାଇଲା ସାଙ୍ଗ, ପଥରରେ ପିଟି ଦାନ୍ତ ଭାଙ୍ଗିଦେଲା

    13643
    Jun 10, 2025
  • ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କ’ଣ ?

    14369
    Jun 10, 2025
  • ଦେଶ-ଦେଶାନ୍ତର

    ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

    14585
    Jun 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16654
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16954
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15483
    Apr 03, 2021

ବିଶେଷ

  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13650
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15071
    Jun 10, 2025
  • ଆଖି ପାଇଁ ସପୁରୀ ରସ

    16054
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    15057
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15140
    Jun 07, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15699
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16321
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14028
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14822
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ

    14340
    Jun 10, 2025
  • ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି

    14499
    Jun 10, 2025
  • ୪ ଘଣ୍ଟା ChatGPT ଡାଉନ୍

    13530
    Jun 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In