Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ...

  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ...

  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ...

  • ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ...

  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

  • AI ନିୟମ କଠୋର : AI ଭିଡିଓରେ ‘AI Generated’ ଲେବଲ୍ ...

  • ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ...

  • ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

  • ଏକତରଫା ପ୍ରେମରୁ ହତ୍ୟା

  • ଏହି ଜିଲ୍ଲାରେ ୪ଜି ମୋବାଇଲ ନେଟୱର୍କ ସେବା ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଭେଣ୍ଟିଲେଟରରୁ ଥିଏଟର : ‘ଜୱାନ’ ଦେଖିବାକୁ ଆସିଲେ ଦିବ୍ୟାଙ୍ଗ

ଭେଣ୍ଟିଲେଟରରୁ ଥିଏଟର : ‘ଜୱାନ’ ଦେଖିବାକୁ ଆସିଲେ ଦିବ୍ୟାଙ୍ଗ

2023-09-18 19:25:42
16188
Share:
Facebook
Twitter
E-Mail
WhatsApp
Telegram
ଭେଣ୍ଟିଲେଟରରୁ ଥିଏଟର : ‘ଜୱାନ’ ଦେଖିବାକୁ ଆସିଲେ ଦିବ୍ୟାଙ୍ଗ

ଶାହରୁଖ ଖାନ ଫିଲ୍ମ 'ଜବାନ' ରିଲିଜ ହେବାର ୧୧ ଦିନ ବିତିଗଲାଣି। ବର୍ତ୍ତମାନ ଜୱାନ ସାରା ବିଶ୍ୱରେ ୮୦୦ କୋଟି ରୋଜଗାର କରିଥିବାବେଳେ ଦେଶରେ ୫୦୦ କୋଟି ରୋଜଗାର କଲାଣି।

SRKଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉପଭୋଗ କରିବା ପାଇଁ କ୍ରମାଗତ ଭାବରେ ପ୍ରେକ୍ଷାଳୟକୁ ଆସୁଛନ୍ତି। ଏହାରି ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ଭେଣ୍ଟିଲେଟରରେ ଥାଇ ବି ଫିଲ୍ମ ଦେଖିବା ପାଇଁ ସିନେମା ହଲ୍‌ରେ ପହଞ୍ଚିଛନ୍ତି।

ଭିଡିଓରେ ଥିବା ଦିବ୍ୟାଙ୍ଗଙ୍କ ନାମ ଅନିସ୍‌ ଫାରୁଖୀ ବୋଲି ଜଣାପଡିଛି। ଯୁବକ ଜଣକ ଶାହରୁଖ୍‌ଙ୍କ ଜଣେ ବଡ଼ ପ୍ରଶଂସକ। ‘ଜୱାନ’ର ବାହାବା ଶୁଣିବା ପରେ ସେ ଏହି ଫିଲ୍ମ ଥିଏଟରରେ ଦେଖିବାକୁ ଇଚ୍ଛା କରୁଥିବା ପରିବାର ଲୋକଙ୍କୁ କହିଥିଲେ। ଅନିସଙ୍କ ଅବସ୍ଥା ପାଇଁ ପ୍ରଥମେ ଘର ଲୋକେ ଚିନ୍ତାରେ ପଡ଼ିଥିଲେ। ପରେ ସେ ତାଙ୍କ ଅବସ୍ଥାକୁ ଅନୁଧ୍ୟାନ କରି ‘ଜୱାନ’ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଇ ଫିଲ୍ମ ଦେଖିବାକୁ ନେଇଥିଲେ। ଫିଲ୍ମ ଦେଖିବା ପରେ ଅନିସ୍‌ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।


Powered by Froala Editor

Tags jawan

Related articles Odisha News Lens 4.1

  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ  ଯୋଗାଇ ଦିଆଯିବ ଟାବଲେଟ୍
    ଦେଶ-ଦେଶାନ୍ତର

    ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13576
    Feb 11, 2026
  • ଏକତରଫା ପ୍ରେମରୁ ହତ୍ୟା
    ଅପରାଧ

    ଏକତରଫା ପ୍ରେମରୁ ହତ୍ୟା

    13389
    Feb 11, 2026
  • ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ
    ଜିଲ୍ଲା ପରିକ୍ରମା

    ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

    13527
    Feb 11, 2026
  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ
    ଦେଶ-ଦେଶାନ୍ତର

    ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ

    15037
    Feb 11, 2026
  • AI ନିୟମ କଠୋର : AI ଭିଡିଓରେ  ‘AI Generated’ ଲେବଲ୍ ଲଗାଇବାକୁ ହେବ
    ଦେଶ-ଦେଶାନ୍ତର

    AI ନିୟମ କଠୋର : AI ଭିଡିଓରେ ‘AI Generated’ ଲେବଲ୍ ଲଗାଇବାକୁ ହେବ

    15402
    Feb 11, 2026
  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ
    ମନୋରଞ୍ଜନ

    ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15061
    Feb 11, 2026
  • ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’
    ଦେଶ-ଦେଶାନ୍ତର

    ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’

    15542
    Feb 11, 2026
  •  ଏହି ଜିଲ୍ଲାରେ ୪ଜି ମୋବାଇଲ ନେଟୱର୍କ ସେବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି
    ଦେଶ-ଦେଶାନ୍ତର

    ଏହି ଜିଲ୍ଲାରେ ୪ଜି ମୋବାଇଲ ନେଟୱର୍କ ସେବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି

    13998
    Feb 11, 2026
  •  ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ
    ଦେଶ-ଦେଶାନ୍ତର

    ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ

    13909
    Feb 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13576
    Feb 11, 2026
  • ଦେଶ-ଦେଶାନ୍ତର

    ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ

    14059
    Feb 11, 2026
  • ମନୋରଞ୍ଜନ

    ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15061
    Feb 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17332
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17402
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17747
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16222
    Apr 03, 2021

ବିଶେଷ

  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14414
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15381
    Feb 09, 2026
  • ଗୋଲାପ ଦିବସ

    15963
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15833
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16177
    Feb 04, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14937
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14452
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16061
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15337
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ

    13909
    Feb 11, 2026
  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15061
    Feb 11, 2026
  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ

    14059
    Feb 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In