Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, September 23, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ...

  • ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ...

  • ‘ସିଂଘମ୍‌’ ପରି ସିନେମା ସମାଜକୁ ...

  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ...

  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ...

  • ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ...

  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ...

  • ସମ୍ଭାବ୍ୟ ବାତ୍ୟାକୁ ନେଇ କ'ଣ କହିଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ତିବ୍ବତରେ ଭୂକମ୍ପ

ତିବ୍ବତରେ ଭୂକମ୍ପ

2023-09-10 12:27:06
15192
Share:
Facebook
Twitter
E-Mail
WhatsApp
Telegram
ତିବ୍ବତରେ ଭୂକମ୍ପ

ନୂଆଦିଲ୍ଲୀ: ରବିବାର ସକାଳେ ତିବ୍ବତରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜିଜାଙ୍ଗ ପ୍ରଦେଶରେ ଏହି ଭୂକମ୍ପ ଘଟିଛି। ହେଲେ ଏପର୍ୟ୍ୟନ୍ତ ଜୀବନ କିମ୍ବା କୌଣସି ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। ରାଷ୍ଟ୍ରିୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସକାଳ ୫.୪୦ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ୪.୦ ଥିଲା।

ଏହାପୂର୍ବରୁ ଶୁକ୍ରବାର ରାତିରେ ମରୋକୋରେ ହୋଇଥିବା ଭୟଙ୍କର ଭୂକମ୍ପରେ ୨,୦୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨,୦୫୯ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଘଟଣାକୁ ନେଇ ସରକାର ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେ ମାପ କରାଯାଇଥିଲା । 

Powered by Froala Editor

Tags earthquake

Related articles Odisha News Lens 3.2

  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼
    ଦେଶ-ଦେଶାନ୍ତର

    ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼

    14081
    Sep 23, 2023
  • ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା
    ରାଜନୀତି

    ବିଜେଡିରୁ ବହିଷ୍କୃତ ହେଲେ ପୁଣି ୨ ନେତା

    14797
    Sep 23, 2023
  • ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ
    ମନୋରଞ୍ଜନ

    ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

    14792
    Sep 23, 2023
  • ସମ୍ଭାବ୍ୟ ବାତ୍ୟାକୁ ନେଇ କ'ଣ କହିଲେ ଆଇଏମଡି ଡିଜି ଜାଣନ୍ତୁ
    ଦେଶ-ଦେଶାନ୍ତର

    ସମ୍ଭାବ୍ୟ ବାତ୍ୟାକୁ ନେଇ କ'ଣ କହିଲେ ଆଇଏମଡି ଡିଜି ଜାଣନ୍ତୁ

    14416
    Sep 22, 2023
  • ଇସ୍ରୋ ଦେଲା ସୂଚନା  : ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ
    ଦେଶ-ଦେଶାନ୍ତର

    ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ

    14300
    Sep 23, 2023
  •  ପିଅନ୍ତୁ ହଳଦୀ ଓ ଡାଳଚିନି ଚା’,  ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି
    ବିଶେଷ

    ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    14702
    Sep 23, 2023
  • ‘ସିଂଘମ୍‌’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ
    ଦେଶ-ଦେଶାନ୍ତର

    ‘ସିଂଘମ୍‌’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ

    14630
    Sep 23, 2023
  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ
    ଦେଶ-ଦେଶାନ୍ତର

    ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13899
    Sep 23, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ
    ବିଶେଷ

    ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15232
    Sep 23, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13899
    Sep 23, 2023
  • ଦେଶ-ଦେଶାନ୍ତର

    ଇସ୍ରୋ ଦେଲା ସୂଚନା : ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ

    14300
    Sep 23, 2023
  • ବିଶେଷ

    ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15232
    Sep 23, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15225
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15538
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14262
    Apr 03, 2021

ବିଶେଷ

  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15232
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    14702
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15493
    Sep 20, 2023
  • କର୍କଟ ରୋଗର କାରଣ ‘କୋଇ ପ୍ଲା’ ମାଛ

    14755
    Sep 20, 2023
  • ଏମିତି ଏକ ଗାଁ, ଯେଉଁଠି ରୁହେ ଗୋଟିଏ ପରିବାର

    15179
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14312
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15761
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14134
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14515
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜି ବସିବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟି’ ର ପ୍ରଥମ ବୈଠକ

    13899
    Sep 23, 2023
  • ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ଚଣ୍ଡିଗଡ଼, ଅମୃତସରର ସମ୍ପତ୍ତି ଜବତ

    15041
    Sep 23, 2023
  • ଜାତିସଂଘର ମହାସଭାରେ ପାକିସ୍ତାନ କୁ ଭାରତର କଡା ଜବାବ- ପାକ୍‌ ଅଧିକୃତ କଶ୍ମୀର ଛାଡ଼

    14081
    Sep 23, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In