Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

  • ୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର

  • ମଡେଲଙ୍କୁ ମାରିଦେଲା ଜିମ୍ ପ୍ରଶିକ୍ଷକ

  • ନେପାଳ ପାଇଁ ୧୦ ଟନ୍‌ ରିଲିଫ୍ ସାମଗ୍ରୀ ଓ ...

  • ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ...

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ...

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ...

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

ରାଜ୍ୟ
Home ›› ରାଜ୍ୟ ››ସମସ୍ତ ସରକାରୀ ନିୟମକୁ ଫୁ’କରିଛି ଟାଟା ପାଓ୍ୱାର, ଅଭିଯୋଗ କଲେ ବିଜୁଳି ଠିକାଦାର ସଂଘ

ସମସ୍ତ ସରକାରୀ ନିୟମକୁ ଫୁ’କରିଛି ଟାଟା ପାଓ୍ୱାର, ଅଭିଯୋଗ କଲେ ବିଜୁଳି ଠିକାଦାର ସଂଘ

2023-08-31 17:02:21
15675
Share:
Facebook
Twitter
E-Mail
WhatsApp
Telegram
ସମସ୍ତ ସରକାରୀ ନିୟମକୁ ଫୁ’କରିଛି ଟାଟା ପାଓ୍ୱାର, ଅଭିଯୋଗ କଲେ ବିଜୁଳି ଠିକାଦାର ସଂଘ

ଭୁବନେଶ୍ୱର: ବାରମ୍ବାର ଅଘୋଷିତ ପାଓ୍ୱାରକଟ୍‍ ନେଇ ଗ୍ରାହକଙ୍କ ଅସନ୍ତୋଷକୁ ସାମ୍ନା କରିପାରୁ ନଥିବା ଟାଟା ପାଓ୍ୱାରକୁ ଘେରିଛନ୍ତି ଅଲ୍‍ ଓଡ଼ିଶା ଇଲେକ୍ଟ୍ରିକାଲ୍‍ କଣ୍ଟ୍ରାକ୍ଟର ଆସୋସିଏସନ୍‍।  ଏହି କମ୍ପାନୀ ସମସ୍ତ ସରକାରୀ ନିୟମକୁ ବେଖାତିର କରି ରାଜ୍ୟ ବାହାରରର ଠିକାଦାରଙ୍କୁ ନିୟାଜିତ କରୁଛି ବୋଲି ସଂଘ ଅଭିଯୋଗ କରିଛି। ରାଜ୍ୟର କ୍ଷୁଦ୍ର ଠିକାଦାରଙ୍କ ପକ୍ଷେ ସେଠାରୁ ଜିନିଷ ମଗାଇ କାମ କରିବା କଷ୍ଟକର ହୋଇଥିବାରୁ ଏହାର ଫାଇଦା ଟାଟା ପାଓ୍ୱାର ନେଉଛି ବୋଲି  ଠିକାଦାର ସଂଘ କହିଛି। 

ସଂଘର ସଭାପତି ଆଶୀଷ କୁମାର ସୋମ ସାମ୍ବାଦିକମାନଙ୍କୁ କହିଛନ୍ତି, ଓଡ଼ିଶା ପିଡବ୍ଲୁଡିର କାର୍ଯ୍ୟ ସଂହିତାକୁ ଉଲ୍ଲଙ୍ଘନ କରିଛି ଟାଟା ପାଓ୍ୱାର। ପ୍ରାବଧାନ ଅନୁସାରେ ELBO ଲାଇସେନ୍ସ ନଥିବା ଠିକାଦାରଙ୍କୁ ରାଜ୍ୟ  ବାହାରର ଠିକାଦାରଙ୍କୁ ଟେଣ୍ଡରରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେଉଛି। ଏହାଦ୍ୱାରା ଟାଟା ପାଓ୍ୱାର ତା’ର ମନମୁଖୀ ଆଚରଣକୁ ସ୍ପଷ୍ଟ କରିବା ସହ ପ୍ରୀୟାପ୍ରୀତି ତୋଷଣ କରୁଛି। 

 ରାଜ୍ୟର  ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ( MSME)ଙ୍କୁ ଅଣଦେଖା କରିବା ସହ ବାହାର ରାଜ୍ୟର ଠିକାଦାରଙ୍କୁ ପ୍ରଶ୍ରୟ ଦେଇ ଏଠାକାର ସପ୍ଲାୟର, ଠିକାଦାର ଏବଂ ଉଦ୍ୟୋଗୀଙ୍କ ପେଟକୁ ଲାତ ମାରୁଛି ବୋଲି ଶ୍ରୀ ସୋମ ଅଭିଯେଗ କରିଛନ୍ତି। ସେ କହିଛନ୍ତି, ଟାଟା ପାଓ୍ୱାର ଦ୍ୱାରା ଅନୁମୋଦିତ ଠିକାଦାର ଅଥବା ଉଦ୍ୟୋଗୀମାନଙ୍କର ସାଧାରଣତଃ ଯୋଗ୍ୟ ଠିକାଦାରଙ୍କ ଭଳି ଯୋଗ୍ୟତା ଧାରଣ କରୁନାହାନ୍ତି।  

ସେ କହିଛନ୍ତି ଯେ ସରକାରୀ ନିର୍ଦ୍ଧାରଣ ଅନୁସାରେ କାର୍ଯ୍ୟ କଲେ ରାଜ୍ୟରେ ଥିବା ଓଡ଼ିଆ ଠିକାଦାର, ଉେଦ୍ୟାଗୀ ମାନେ କାମ ପାଆନ୍ତେ। ରାଜ୍ୟରେ କର୍ମ ନିଯୁକ୍ତି ବଢ଼ନ୍ତା ତଥା ବେକାରୀ କମନ୍ତା କିନ୍ତୁ ଟାଟା ଓଡ଼ିଶା ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରୁଛି।  ଖୁବ୍‍ ଶୀଘ୍ର ଟାଟା ପାଓ୍ୱାର ନିୟମକୁ ଆପଣାଇବା ସହ  ବଜାର ଦର ଏବଂ ଟେକ୍ନିକାଲ ବିଶେଷତାକୁ ଲକ୍ଷ୍ୟ କରି ଏଷ୍ଟିମେଟ ପୁନଃନିର୍ଦ୍ଧାରଣ କରୁ ବୋଲି ସେ କହିଛନ୍ତି। ନୂଆ ଦର ତାଲିକା ପ୍ରସ୍ତୁତି ନହୋଇ  ୨୦୧୮-୧୯ ବର୍ଷ ତୁଳନାରେ ବର୍ଷକୁ ୬ ପ୍ରତିଶତ ଦର ବୃଦ୍ଧି ( ପ୍ରାଇସ୍‍ ଏସ୍‍କାଲେସନ୍‍) ହୋଇନାହିଁ ବୋଲି ସେ କହିଛନ୍ତି। ଏଷ୍ଟିମେଟ୍‍ରେ ୧୫ ପ୍ରତିଶତ ଠିକାଦାରଙ୍କ ଲାଭ ସଂଯୋଗ କରାଯିବା ଆବଶ୍ୟକ  ସଂଘ ପକ୍ଷରୁ ଶ୍ରୀ ସୋମ ଦାବି କରିଛନ୍ତି। ଏହାସହ ଅାଭ୍ୟନ୍ତରୀଣ ଇନ୍‍ଷ୍ଟାଲେସନ୍‍ରେ ସିଭିଲ୍‍ ଓ ଇଲେକ୍ଟଅ୍ରିକାଲ୍‍ କାମକୁ ଅଲଗା ଅଲଗା କରିବାକୁ ସେ ଦାବି କରିଛନ୍ତି।

Powered by Froala Editor

Tags Tata power

Related articles Odisha News Lens 4.1

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13838
    Aug 26, 2026
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି
    ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15510
    Aug 26, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14694
    Aug 26, 2026
  • ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ହଜାରେରୁ ଅଧିକ ନିଖୋଜ
    ଦେଶ-ଦେଶାନ୍ତର

    ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ହଜାରେରୁ ଅଧିକ ନିଖୋଜ

    13875
    Aug 27, 2026
  • ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook
    ଦେଶ-ଦେଶାନ୍ତର

    ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

    13993
    Aug 27, 2026
  • ନେପାଳ ପାଇଁ ୧୦ ଟନ୍‌ ରିଲିଫ୍ ସାମଗ୍ରୀ ଓ ଜରୁରୀ ଔଷଧ ପଠାଇଲା ଭାରତ
    ଦେଶ-ଦେଶାନ୍ତର

    ନେପାଳ ପାଇଁ ୧୦ ଟନ୍‌ ରିଲିଫ୍ ସାମଗ୍ରୀ ଓ ଜରୁରୀ ଔଷଧ ପଠାଇଲା ଭାରତ

    15342
    Aug 27, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13528
    Aug 26, 2026
  • ୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର
    ଦେଶ-ଦେଶାନ୍ତର

    ୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର

    15278
    Aug 27, 2026
  • ମଡେଲଙ୍କୁ ମାରିଦେଲା ଜିମ୍ ପ୍ରଶିକ୍ଷକ
    ଦେଶ-ଦେଶାନ୍ତର

    ମଡେଲଙ୍କୁ ମାରିଦେଲା ଜିମ୍ ପ୍ରଶିକ୍ଷକ

    14924
    Aug 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

    13993
    Aug 27, 2026
  • ଦେଶ-ଦେଶାନ୍ତର

    ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ହଜାରେରୁ ଅଧିକ ନିଖୋଜ

    13875
    Aug 27, 2026
  • ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15510
    Aug 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17054
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17686
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17727
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18123
    Sep 06, 2023

ବିଶେଷ

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14109
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13688
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15242
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15601
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16132
    Aug 17, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14449
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15978
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14013
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14277
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଡେଲଙ୍କୁ ମାରିଦେଲା ଜିମ୍ ପ୍ରଶିକ୍ଷକ

    14924
    Aug 27, 2026
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13838
    Aug 26, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14109
    Aug 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In