Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ...

  • ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ...

  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ...

  • ଏପରି ନିଅନ୍ତୁ ନିଜର ଯତ୍ନ

  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ...

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ...

  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ...

  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ ...

  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ...

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

Home ›› ››ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲ ଆରମ୍ଭ

ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲ ଆରମ୍ଭ

2023-08-04 09:47:38
14933
Share:
Facebook
Twitter
E-Mail
WhatsApp
Telegram
ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ:  ଆରମ୍ଭ ହେଲା ଭାରତରେ  ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲ । ଭାରତରେ ଅନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ନେଇ ଏହି ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲ ଆରମ୍ଭ ହୋଇଛି।  ଏହି ପୋର୍ଟାଲ କେନ୍ଦ୍ର ଶିକ୍ଷା ବିଭାଗ ତରଫରୁ ଲୋକାର୍ପିତ କରାଯାଇଛି। ଲୋକାର୍ପିତ ଉତ୍ସବରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି ଯେ, ଏହି ପୋର୍ଟାଲ ମାଧ୍ୟମରେ ଭାରତରେ ବର୍ତ୍ତମାନ ୨୪୦ରୁ ଅଧିକ  କ୍ୱାଲିଟ୍‌ ଇନଷ୍ଟିଟ୍ୟସନ୍‌ ସ୍ଥାପିତ ଅଛି। ୨୬୦୦ ରୁ ଅଧିକ କୋର୍ସ ଏହା ମଧ୍ୟମରେ ଅଫର କରାଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।  

ବହୁ ପୁରାତନ ସମୟରୁ ଭାରତରେ ଫରେନ୍‌ ଷ୍ଟୁଡେଣ୍ଟ ଏବଂ ଫରେନ୍‌  ଫାକଲଟି ଆସିବାର ପରମ୍ପରା  ରହିଆସିଛି।  ସାରା ବିଶ୍ୱରେ ଶିକ୍ଷା କ୍ଷେତ୍ରରେ ଭାରତ ଯେଉଁ  ଦକ୍ଷତା  ପ୍ରକଟ କରିଛି ଏବଂ  ନଲେଜ ଶିଷ୍ଟମକୁ ଆଗକୁ ନେଉଛି  ଯାହା ନୂଆ ପିଢିଙ୍କୁ ଉପଲବ୍ଧ କରାଇବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ନିର୍ଣ୍ଣୟ ବୋଲି ଧର୍ମେନ୍ଦ୍ର କହିଛନ୍ତି।  ମୋଦିଙ୍କ ଏହି ଲକ୍ଷକୁ ଆଗକୁ ନେଇ ଯିବା ପାଇଁ  ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲର ଲଞ୍ଚ୍‌ କରାଯାଇଛି।  ଭାରତରେ ଅନ୍ତର୍ଜାତୀୟ ଛାତ୍ରଙ୍କ  ଶିକ୍ଷା ପାଇଁ ଏହି ପୋର୍ଟାଲ ସହାୟକ ହେବ। ଭାତରରେ ସ୍ନାତକ UG,  ସ୍ନାତକୋତ୍ତର  PG ,Phd ସହିତ ଆୟୁର୍ବେଦ, ଶାସ୍ତ୍ରୀୟ କଳା ଅଧ୍ୟୟନ କରିବେ ଅନ୍ତର୍ଜାତୀୟ ଛାତ୍ର ଛାତ୍ରୀ। ଏହା ସହିତ ଗବେଷଣା ପାଇଁ ମଧ୍ୟ ଏହି ପୋର୍ଟଲ ସାହାଯ୍ୟ କରିବ। ଯେଉଁମାନେ ଭାରତର ଶିକ୍ଷା ପାଇଁ ଇଚ୍ଛା କରିବେ ସେମାନେ ପ୍ରଥମେ ଏହି ପୋର୍ଟାଲ ରେ ରେଜିଷ୍ଟ୍ରେସନ କରିବେ। 

Powered by Froala Editor

Tags Study in india

Related articles Odisha News Lens 4.1

  • ଏପରି ନିଅନ୍ତୁ ନିଜର ଯତ୍ନ
    ବିଶେଷ

    ଏପରି ନିଅନ୍ତୁ ନିଜର ଯତ୍ନ

    13649
    May 01, 2026
  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି

    14327
    May 01, 2026
  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ
    ଦେଶ-ଦେଶାନ୍ତର

    କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14453
    Apr 30, 2026
  •  ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!
    ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15181
    May 01, 2026
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ
    ଦେଶ-ଦେଶାନ୍ତର

    ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

    13501
    May 01, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15641
    Apr 30, 2026
  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ
    ଦେଶ-ଦେଶାନ୍ତର

    କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ

    13649
    Apr 30, 2026
  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...

    15571
    Apr 30, 2026
  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...
    ଦେଶ-ଦେଶାନ୍ତର

    ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...

    15474
    Apr 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15181
    May 01, 2026
  • ଦେଶ-ଦେଶାନ୍ତର

    ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

    13501
    May 01, 2026
  • ଦେଶ-ଦେଶାନ୍ତର

    ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା: ରାଜନାଥ

    15474
    Apr 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17448
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17500
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17856
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16328
    Apr 03, 2021

ବିଶେଷ

  • ଏପରି ନିଅନ୍ତୁ ନିଜର ଯତ୍ନ

    13649
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13853
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16018
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15964
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14581
    Apr 25, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15366
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15101
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15596
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13906
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15441
    Apr 30, 2026
  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14453
    Apr 30, 2026
  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ଅବଦୁଲ୍ଲା

    15571
    Apr 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In