Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 23, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଦିନେ ଇଡ୍‌ଲୀ ବିକିବାକୁ କହିଥିଲେ ପ୍ରଯୋଜକ, ଆଜି ଆଗ ଧାଡିର ଅଭିନେତା

ଦିନେ ଇଡ୍‌ଲୀ ବିକିବାକୁ କହିଥିଲେ ପ୍ରଯୋଜକ, ଆଜି ଆଗ ଧାଡିର ଅଭିନେତା

2023-06-15 17:23:04
15509
Share:
Facebook
Twitter
E-Mail
WhatsApp
Telegram
ଦିନେ ଇଡ୍‌ଲୀ ବିକିବାକୁ କହିଥିଲେ ପ୍ରଯୋଜକ, ଆଜି ଆଗ ଧାଡିର ଅଭିନେତା

ଚେହେରା କି ଅଭିନୟ କାହାକୁ ପସନ୍ଦ ଆସୁନଥିଲା । କଳା ରଙ୍ଗ ଦେଖି ପ୍ରଯୋଜକ ବି ମୁହଁ ଫେରାଇ ନେଉଥିଲେ । ଅଭିନେତୀମାନେ ତ ଦୂରର କଥା । କେହି ବି କାମ ଦେବାକୁ ରାଜି ହେଉନଥିଲେ । ଏମିତି ବି ସମୟ ଆସିଥିଲା ଯେତେବେଳେ ପ୍ରଯୋଜ, ନିର୍ଦ୍ଦେଶକ ମୋତେ ଇଡ୍‌ଲୀ ବିକିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମୁଁ ହାରି ନାହିଁ କି ପଛକୁ ଫେରିନାହିଁ । ସେଥିପାଇଁ ସଫଳତା ମୋ ପାଖରେ । ଏମିତି କିଛି ହୃଦୟକୁ ଛୁଇଁଲା ଭଳି କଥା କହିଛନ୍ତି ସୁନୀଲ ସେଟ୍ଟୀ । 

ସୁନୀଲ ଏକ ସାକ୍ଷାତକାରରେ କହିଛନ୍ତି, 'ମୋର ଚେହେରା ଓ ଅଭିନୟକୁ କେହି ବି ପସନ୍ଦ କରୁ ନଥିଲେ। ଫିଲ୍ମ ଦୁନିଆରୁ ଫେରିଯିବାକୁ କହିଥିଲେ। ଏଥିସହିତ ଅଭିନୟ ଛାଡ଼ି ଇଡ୍‌ଲୀ ବିକ୍ରି କଲେ ମୋ ପାଇଁ ଭଲ ବୋଲି ପ୍ରଯୋଜକ ପରାମର୍ଶ ବି ଦେଇଥିଲେ। କେବଳ ଏତିକି ନୁହେଁ ସିନେମା ପାଇଁ ଆସିଥିବା ଅନେକ ଅଭିନେତ୍ରୀ ମୋ ଚେହେରା ଦେଖି କାମ କରିବ‌େ ନାହିଁ ବୋଲି ମନା କରି ଦେଉଥିଲେ। ଏଥିପାଇଁ ବି ମୋତେ କାମ ମିଳୁ ନଥିଲା। ଅନେକ କଷ୍ଟ ଓ ଯନ୍ତ୍ରଣା ସହିଛି। ତଥାପି ହାରି ନଥିଲି। ମନକୁ ଦୃଢ଼ କରି ଆଗେଇ ଚାଲିଥିଲି। ସେହି କଷ୍ଟ ସହି ଥିବାରୁ ଆଜି ମୁଁ ଏହି ସଫଳତା ପାଇଛି।'

Powered by Froala Editor

Tags sunil

Related articles Odisha News Lens 4.1

  • କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ
    ଦେଶ-ଦେଶାନ୍ତର

    କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

    15625
    May 22, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ
    ମନୋରଞ୍ଜନ

    ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14769
    May 22, 2025
  • ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ
    ଦେଶ-ଦେଶାନ୍ତର

    ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ

    13521
    May 23, 2025
  • ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ
    ମନୋରଞ୍ଜନ

    ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

    14441
    May 22, 2025
  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା
    ବିଶେଷ

    ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13815
    May 23, 2025
  • ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ

    15267
    May 23, 2025
  • ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ
    ଦେଶ-ଦେଶାନ୍ତର

    ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ

    15769
    May 22, 2025
  • କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ
    ମନୋରଞ୍ଜନ

    କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ

    14895
    May 22, 2025
  • ଜୁଆଣି ପାଣି ପିଇଲେ କ
    ବିଶେଷ

    ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15092
    May 23, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13815
    May 23, 2025
  • ମନୋରଞ୍ଜନ

    ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

    14441
    May 22, 2025
  • ବିଶେଷ

    ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15092
    May 23, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16614
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16906
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15449
    Apr 03, 2021

ବିଶେଷ

  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13815
    May 23, 2025
  • ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15092
    May 23, 2025
  • ପତଳା ହେବାର ଉପାୟ ଜାଣନ୍ତୁ....

    14992
    May 22, 2025
  • ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ଆରାମଦାୟକ ନିଦ

    14424
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    15045
    May 21, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16275
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13991
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14787
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15311
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ

    15769
    May 22, 2025
  • ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15092
    May 23, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14769
    May 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In