Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ...

  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ...

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ...

  • ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ...

  • ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ...

  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ ...

  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ ...

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ ...

Home ›› ››ବଦଳିବ ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ

ବଦଳିବ ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ

2023-05-29 05:48:56
14584
Share:
Facebook
Twitter
E-Mail
WhatsApp
Telegram
ବଦଳିବ ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଏହି ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସରକାର ପ୍ରକୃତି ଓ ପରିବେଶ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ବାରୋପ କରୁଥିବାରୁ ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଏଥିପାଇଁ ସରକାର ୨୦୨୧-୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅର୍ଥରେ ସୂଚନା କେନ୍ଦ୍ର, ମୁଖ୍ୟ ଫାଟକ, ୱାଚ୍‌ ଟାୱାର୍‌, ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଜେଟି ନିର୍ମାଣ ହେବ।

ଏହି ପର୍ଯ୍ୟଟନଭିତ୍ତିକ ପ୍ରକଳ୍ପଗୁଡିକର ‘ଥ୍ରି ଡି ଚିତ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋସିଆଲ୍‌ ମିଡିଆରେ ଛଡ଼ା ଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଓ ଇକୋ ଟୁରିଜିମ୍‌ର ବିକାଶ ହେଲେ ଅଂଚଳବାସୀ ଲାଭବାନ ହେଉଥିବାରୁ ଏହି ପ୍ରକଳ୍ପ ଭିତରକନିକାକୁ ନୂଆ ଦିଶା ଦେବ ବୋଲି ଚର୍ଚ୍ଚା ଯୋର ଧରିଛି। ବିଶ୍ବ ପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ସରକାର ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। ଗୁପ୍ତି ଜେଟିରେ ‘ଡ୍ରାଏ୍‌ ଡକ୍‌ ସୁବିଧା ପାଇଁ ୩୦ ଲକ୍ଷ ଟଙ୍କା, ଡାଙ୍ଗମାଳ ପ୍ରବେଶ ଦ୍ବାରଠାରେ ପ୍ଲାଜା ଓ ପାର୍କିଂ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର ଟଙ୍କା, ଗୁପ୍ତିଠାରେ ଜେଟି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର ଟଙ୍କା, ଡାଙ୍ଗମାଳଠାରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ୧୪ କୋଟି ୩୮ ଲକ୍ଷ ୪୪ ହଜାର, ଡାଙ୍ଗମାଳ ଜେଟିର ଉନ୍ନତୀକରଣ ପାଇଁ ୭ କୋଟି ୪୭ ଲକ୍ଷ ୮୩ ହଜାର ଟଙ୍କା, ଡାଙ୍ଗମାଳଠାରେ କାରିଗରି କ୍ରାଫ୍ଟ ବଜାର ଓ ଫୁଡ କୋର୍ଟ ନିର୍ମାଣ ପାଇଁ ୭ କୋଟି ୭୯ ଲକ୍ଷ ୪୭ ହଜାର, ଚାନ୍ଦବାଲିଠାରେ ଜେଟି ନିର୍ମାଣ ପାଇଁ ୬ କୋଟି ୮୭ ଲକ୍ଷ ୬୧ ହଜାର, ଖୋଳାଠାରେ ଜେଟି ନିର୍ମାଣ ପାଇଁ ୬ କୋଟି ୬୬ ଲକ୍ଷ ୧ ହଜାର ଟଙ୍କା ସରକାର ଯେଗାଇ ଦେଇଛନ୍ତି। ୨ମାସ ତଳେ ଜିଲ୍ଲା ପ୍ରଶାସନ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପହଁଛି ସ୍ଥାନ ଚିହ୍ନଟ କରିଥିଲେ।

ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ପ୍ରକଳ୍ପର ଚିତ୍ର ଜାରି କରାଯାଇଛି। ଏଥିସହିତ ସୂଚନା କେନ୍ଦ୍ର ନିର୍ମାଣ ହେବ। ଏଥିରେ ଅଲିଭ୍‌ରିଡ୍‌ଲେ, ଲୁଣିପାଣି କୁମ୍ଭୀର, ପକ୍ଷୀ, ମ୍ୟାନଗ୍ରୁଭ୍‌ ସହିତ ୭ଟି ଥିଏଟର୍‌ ଓ ଆକ୍ବାରିୟମ୍‌ ରହିବ। ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗର ଠାରେ ଯେଉଁ ଜେଟି ନିର୍ମାଣ ହେବ ସେଠାରେ ଭାସମାନ ଜେଟି ସଂଯୁକ୍ତ ରହିବ। ଏଥିସହିତ ଜେଟି ନିକଟରେ ଟିକେଟ ଓ ସ୍ନାକ୍ସ କାଉଣ୍ଟର ସହିତ ଶୌଚାଳୟ, ବିଶ୍ରାମକକ୍ଷ ସହିତ ପାର୍କିଂ ସ୍ଥାନ ରହିବ। ଏହାବାଦ୍‌ ୱାଚ୍‌ ଟାୱାର୍‌ ନିର୍ମାଣ କରାଯିବ। ତାହା ଉପରେ ଚଢ଼ି ପର୍ଯ୍ୟଟକମାନେ ଲୁଣା ଜଙ୍ଗଲର ଶୋଭା ଉପଭୋଗ କରିପାରିବେ।

Powered by Froala Editor

Tags bhitarkanika

Related articles Odisha News Lens 4.1

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ
    ଦେଶ-ଦେଶାନ୍ତର

    ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    14059
    Feb 21, 2026
  • ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର
    ଦେଶ-ଦେଶାନ୍ତର

    ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର

    14398
    Feb 22, 2026
  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର
    ମନୋରଞ୍ଜନ

    ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

    13708
    Feb 22, 2026
  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍
    ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13421
    Feb 22, 2026
  • ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୨ଆତଙ୍କୀ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୨ଆତଙ୍କୀ ନିହତ

    14830
    Feb 22, 2026
  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?

    14654
    Feb 21, 2026
  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ
    ଦେଶ-ଦେଶାନ୍ତର

    ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ

    14876
    Feb 21, 2026
  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ
    ଅପରାଧ

    ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14607
    Feb 22, 2026
  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା
    ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14424
    Feb 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ

    14876
    Feb 21, 2026
  • ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14424
    Feb 22, 2026
  • ଦେଶ-ଦେଶାନ୍ତର

    ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    14059
    Feb 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17349
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17418
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17760
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16235
    Apr 03, 2021

ବିଶେଷ

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15850
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14456
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15224
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15938
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15953
    Feb 14, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14961
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14474
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16084
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15369
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର

    14398
    Feb 22, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13480
    Feb 22, 2026
  • ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୨ଆତଙ୍କୀ ନିହତ

    14830
    Feb 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In