Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ...

  • ଏହି କାରଣରୁ କ୍ଷମା ମାଗିଲେ ବିଜେପି ...

  • ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ...

  • ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ...

  • ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା

  • ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ

  • JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ

  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ...

  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଟ୍ରକ ଅଟକାଇବାରୁ ଜିଲ୍ଲାପାଳଙ୍କୁ ମାରିବାକୁ ଉଦ୍ୟମ କଲା ଡ୍ରାଇଭର

ଟ୍ରକ ଅଟକାଇବାରୁ ଜିଲ୍ଲାପାଳଙ୍କୁ ମାରିବାକୁ ଉଦ୍ୟମ କଲା ଡ୍ରାଇଭର

2023-05-28 17:33:20
14691
Share:
Facebook
Twitter
E-Mail
WhatsApp
Telegram
ଟ୍ରକ ଅଟକାଇବାରୁ ଜିଲ୍ଲାପାଳଙ୍କୁ ମାରିବାକୁ ଉଦ୍ୟମ କଲା ଡ୍ରାଇଭର

ମହାରାଷ୍ଟ୍ରର ବୀଡ଼ ଜିଲ୍ଲାର ଗେବରାଇ ତହସିଲ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବାଲି ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତି ଟ୍ରକ୍‌ ଚଢ଼ାଇ ଜଣେ ଜିଲ୍ଲାପାଳ ଓ ଅନ୍ୟ ଦୁଇ ସରକାରୀ କର୍ମଚାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ସହିତ ଟ୍ରକ୍‌ଟିକୁ ଜବତ କରିଛି। 

ସୂଚନାଯୋଗ୍ୟ, ବୀଡ଼ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ଔରାଙ୍ଗାବାଦରୁ ଫେରୁଥିବା ବେଳେ ରାସ୍ତାରେ ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରକ୍‌କୁ ଦେଖିଥିଲେ । ଏହାପରେ ସେ ଟ୍ରକ୍‌ଟିକୁ ଅଟକାଇବାକୁ ନିଜ କାର ଡ୍ରାଇଭରଙ୍କୁ କହିଥିଲେ। ଜିଲ୍ଲାପାଳଙ୍କ ଡ୍ରାଇଭର ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ୍‌ ଡ୍ରାଇଭର କାରକୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା।

ତେଣୁ କାରକୁ ଟ୍ରକ୍‌ ଆଗକୁ ନେବାକୁ ଡ୍ରାଇଭରଙ୍କୁ କହିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ କଥା ମାନି କାର ଡ୍ରାଇଭର ସେୟା କରିଥିଲେ। ତଥାପି ଟ୍ରକ୍‌ଟି ଅଟକି ନଥିଲା। ଓଲଟି ଟ୍ରକ୍‌ ଡ୍ରାଇଭର କାରକୁ ଧକ୍କା ଦେଇ ଚାଲି ଯିବାକୁ ଚେଷ୍ଟା କରିଥିଲା। ସେଥିପାଇଁ ଗାଡ଼ିର ଗତି ବଢ଼ାଇ ଦେଇଥିଲା। ଏହା ଦେଖି ଜିଲ୍ଲାପାଳଙ୍କ ଡ୍ରାଇଭର ସତର୍କ ହୋଇଯାଇଥିଲେ ଓ କାରକୁ ଦ୍ରୁତଗତି ନେଇ ରାସ୍ତାରୁ ତଳକୁ ଓହ୍ଲାଇ ଦେଇଥିଲେ।

ଏହାପରେ ଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭର ଟ୍ରକର ପଛେପଛେ ଯାଇଥିଲେ। ଏହା ଦେଖି ଟ୍ରକ ଚାଳକ ରାସ୍ତା ମଝିରେ ବାଲି ଗଦା କରି ଦେଇଥି‌ଲା। ଫଳରେ ଜିଲ୍ଲାପାଳଙ୍କ ଗାଡ଼ି ଆଗକୁ ବଢ଼ି ପାରି ନଥିଲା।

ଜିଲ୍ଲାପାଳ ସଙ୍ଗେସଙ୍ଗେ ଏସ୍‌ପିଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଟ୍ରକ୍‌ର ଡ୍ରାଇଭରକୁ ଗିରଫ କରି ଟ୍ରକ୍‌ଟିକୁ ସିଜ୍ କରିଥିଲା। ଗିରଫ ଟ୍ରକ୍‌ର ଡ୍ରାଇଭରର ନାମ ପ୍ରକାଶ କୋକରେ ବୋଲି ଜଣାପଡ଼ିଛି।

Powered by Froala Editor

Tags truck

Related articles Odisha News Lens 4.1

  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ
    ଦେଶ-ଦେଶାନ୍ତର

    ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ

    13611
    Apr 21, 2026
  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ...
    ଦେଶ-ଦେଶାନ୍ତର

    ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ...

    14466
    Apr 22, 2026
  • ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା
    ଦେଶ-ଦେଶାନ୍ତର

    ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା

    15302
    Apr 22, 2026
  • ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ

    14285
    Apr 22, 2026
  • ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ଅଧିକାରୀଙ୍କ ଝିଅକୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା
    ଦେଶ-ଦେଶାନ୍ତର

    ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ଅଧିକାରୀଙ୍କ ଝିଅକୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା

    14307
    Apr 22, 2026
  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା
    ଦେଶ-ଦେଶାନ୍ତର

    କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    14170
    Apr 21, 2026
  • JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ
    ଦେଶ-ଦେଶାନ୍ତର

    JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ

    15431
    Apr 21, 2026
  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼
    ଦେଶ-ଦେଶାନ୍ତର

    ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼

    15441
    Apr 21, 2026
  • ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା

    14710
    Apr 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ

    15431
    Apr 21, 2026
  • ଦେଶ-ଦେଶାନ୍ତର

    ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା

    15302
    Apr 22, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ଅର୍ଥନୀତିଜ୍ଞ ଶିବଦତ୍ତ ଦାସଙ୍କୁ ଗ୍ଲୋବାଲ୍‌ ...

    14466
    Apr 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17429
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17483
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17842
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16312
    Apr 03, 2021

ବିଶେଷ

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14430
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13869
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16183
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15878
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16235
    Apr 12, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15348
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15081
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15581
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13879
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ

    13611
    Apr 21, 2026
  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ଅର୍ଥନୀତିଜ୍ଞ ଶିବଦତ୍ତ ଦାସଙ୍କୁ ଗ୍ଲୋବାଲ୍‌ ପ୍ରେସିଡେଣ୍ଟ ଭାବରେ ନିଯୁକ୍ତ କଲା

    14466
    Apr 22, 2026
  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼

    15441
    Apr 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In