Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ...

  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ...

  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ...

  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ...

  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ...

  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ...

  • ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ...

  • ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ...

  • କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ...

  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବିଦେଶ ରପ୍ତାନୀ ପୂର୍ବରୁ ଯାଞ୍ଚ ହେବ କଫ୍ ସିରପ

ବିଦେଶ ରପ୍ତାନୀ ପୂର୍ବରୁ ଯାଞ୍ଚ ହେବ କଫ୍ ସିରପ

2023-05-23 16:52:13
14376
Share:
Facebook
Twitter
E-Mail
WhatsApp
Telegram
ବିଦେଶ ରପ୍ତାନୀ ପୂର୍ବରୁ ଯାଞ୍ଚ ହେବ କଫ୍ ସିରପ

ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ  ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି।  ବିଦେଶକୁ ରପ୍ତାନୀ ହେଉଥିବା କଫ ସିରପ୍‌ ବ୍ୟବସାୟ ଠପ୍‌ ହୋଇ ପଡ଼ିଥିବା ବେଳେ ଏହାକୁ ଟ୍ରାକ୍‌କୁ ଫେରାଇବାକୁ କଡ଼ାକଡ଼ି ନିୟମ ଆଣିଛନ୍ତି କେନ୍ଦ୍ର ସରକାର। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ, କଫ ସିରପ ରପ୍ତାନିକାରୀମାନଙ୍କୁ ସେମାନଙ୍କ ଉତ୍ପାଦକୁ ବିଦେଶ ପଠାଇବା ପୂର୍ବରୁ ନିର୍ଦ୍ଦିଷ୍ଟ ସରକାରୀ ଲାବୋରେଟୋରୀରେ ପରୀକ୍ଷା କରିବାକୁ ପଡିବ । ଏଥିରେ ପାସ୍‌ କଲେ ହିଁ ତାହା ରପ୍ତାନୀ ଯୋଗ୍ୟ ବୋଲି ବିବେଚନା କରାଯିବ । 

ଆସନ୍ତା ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ ଦର୍ଶାଯାଇଛି ଉତ୍ପାଦର ନମୁନାକୁ ପ୍ରଥମେ ଲାବୋରେଟୋରୀରେ ପରୀକ୍ଷା କରିବାକୁ ପଡିବ। କେବଳ ଏହି ଅନୁମତି ପରେ କଫ ସିରପ ରପ୍ତାନି କରିବାକୁ ଦିଆଯିବ।

ଗତବର୍ଷ ଗାମ୍ବିଆ ଓ ଉଜବେକିସ୍ତାନରେ ଭାରତର କଫ ସିରପ ପିଇ ସମୁଦାୟ ୮୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଭାରତରୁ କଫ ସିରପ ଆମଦାନୀ କରିବାକୁ ବହୁ ଦେଶ ପଛ ଘୁଞ୍ଚା ଦେଉଛନ୍ତି। ଏହି ମଳିନ ଛବିକୁ ସୁଧାରିବାକୁ କେନ୍ଦ୍ର ସରକାର ଏହି ନିୟମ ପ୍ରଣୟନ କରିଛନ୍ତି।

Powered by Froala Editor

Tags cough syrup

Related articles Odisha News Lens 4.1

  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼

    14649
    May 08, 2025
  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'
    ଦେଶ-ଦେଶାନ୍ତର

    'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

    14268
    May 09, 2025
  • ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ
    ଦେଶ-ଦେଶାନ୍ତର

    ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ

    15189
    May 08, 2025
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...
    ଦେଶ-ଦେଶାନ୍ତର

    ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...

    15438
    May 09, 2025
  • କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ ୱେବସିରିଜ ...
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ ୱେବସିରିଜ ...

    13785
    May 08, 2025
  • ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍‌-୪୦୦
    ଦେଶ-ଦେଶାନ୍ତର

    ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍‌-୪୦୦

    14135
    May 08, 2025
  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...
    ଦେଶ-ଦେଶାନ୍ତର

    ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...

    14830
    May 09, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ
    ବିଶେଷ

    ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14578
    May 08, 2025
  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ଟାର୍ଗେଟରେ କରାଚୀ ବନ୍ଦର
    ଦେଶ-ଦେଶାନ୍ତର

    ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ଟାର୍ଗେଟରେ କରାଚୀ ବନ୍ଦର

    13795
    May 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14578
    May 08, 2025
  • ଦେଶ-ଦେଶାନ୍ତର

    ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ପ୍ରବେଶ ଉପରେ କଟକଣା ଜାରି

    14830
    May 09, 2025
  • ଦେଶ-ଦେଶାନ୍ତର

    ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍‌-୪୦୦

    14135
    May 08, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16590
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16875
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15425
    Apr 03, 2021

ବିଶେଷ

  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14578
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14524
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14638
    May 07, 2025
  • ରକ୍ତଚାପ ନିୟନ୍ତ୍ରଣ କରିବାରେ ମେଥି ବେଶ ସହାୟକ

    15086
    May 06, 2025
  • ପ୍ରଚୁର ପରିମାଣର ପାଣି ପିଅନ୍ତୁ କିଡ୍‌ନୀ ରହିବ ସୁସ୍ଥ

    15083
    May 06, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16252
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13967
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14759
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15285
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ଟାର୍ଗେଟରେ କରାଚୀ ବନ୍ଦର

    13795
    May 08, 2025
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ପରାମର୍ଶ

    15438
    May 09, 2025
  • କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ ୱେବସିରିଜ ଏବଂ ସିନେମା

    13785
    May 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In