ସ୍କୁଲ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?
ଭୁବନେଶ୍ୱର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ସ୍କୁଲ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାହା ହେଲେ ରାଜ୍ୟ ସରକାର ଓଟିଇଟି ବୈଧତା ସୀମାକୁ ବୃଦ୍ଧି କରିଛନ୍ତି । ଥରେ ଓଟିଇଟି ପରୀକ୍ଷା ପାସ କଲେ ଆଉ ପରୀକ୍ଷା ଦେବାକୁ ପଡ଼ିବନ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ ପୂର୍ବରୁ ଥରେ ଓଟିଇଟି ପାସ କଲେ ତାହାର ବୈଧତା ୭ ବର୍ଷ ରହୁଥିଲା ।
Powered by Froala Editor