Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Wednesday, June 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ...

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ...

  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ...

  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ...

  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ...

  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ ...

  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ...

  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

  • ରକ୍ତଚାପ ଦୂର କରେ ଲିଚୁ

  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ...

ବିଶେଷ
Home ›› ବିଶେଷ ›› ଏହି ସବୁ ଲକ୍ଷଣ ମାନସିକ ଅବସାଦର କରଣ

ଏହି ସବୁ ଲକ୍ଷଣ ମାନସିକ ଅବସାଦର କରଣ

2023-04-28 08:21:23
15788
Share:
Facebook
Twitter
E-Mail
WhatsApp
Telegram
  ଏହି ସବୁ ଲକ୍ଷଣ ମାନସିକ ଅବସାଦର କରଣ

ଡି଼ପ୍ରେସନ ବା ମାନସିକ ଅବସାଦ । ଏପରି ଏକ ରୋଗ ଯାହା ଆଜିର ଦୁନିଆରେ ଏକ ସାଧାରଣ ରୋଗରେ ପରିଣତ ହୋଇଛି । ଯେଉଁଥିପାଇଁ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଭାରତ ନୁହେଁ ସାରା ବିଶ୍ୱ ଏବେ ରୋଗରେ ଆକ୍ରାନ୍ତ। ଆଉ ଜାଣନ୍ତୁ ଏହାର ଲକ୍ଷଣ ଏବଂ ନିରାକରଣ ।

– ୨୦୨୨ରେ ଦେଶରେ ୫ କୋଟିରୁ ଅଧିକ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ
– ବିଶ୍ୱରେ ୨୮୦ ମିଲିଅନ୍ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ
– ମୋଟ ଜନସଂଖ୍ୟାର ୩.୮ ପ୍ରତିଶତ ମାନସିକ ଅବସାଦରେ ଆକ୍ରାନ୍ତ
– ଭାରତରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରହିଛନ୍ତି
– ଦେଶରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରାଜ୍ୟ ମଧ୍ୟରେ ଓଡି଼ଶା ରହିଛି
– ତାମିଲନାଡୁ, କେରଳ, ଗୋଆ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡି଼ଶାରେ ଆକ୍ରାନ୍ତ
– ଛୋଟ ପିଲାମାନେ ମଧ୍ୟ ମାନସିକ ଅବସାଦ ରୋଗରେ ଆକ୍ରାନ୍ତ
– ୧୫ରୁ ୨୯ ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ
– ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୩ ଜଣ ସାଇକାଟ୍ରିକ ଡାକ୍ତର ରହିଛନ୍ତି

ମାନସିକ ଅବସାଦର ଲକ୍ଷଣ

ଭଲ ନିଦ ନହେବା
ଭୋକ ନଲାଗିବା
ନିଜକୁ ଦୋଷୀ ଅନୁଭବ କରିବା
ସବୁବେଳେ ଦୁଃଖୀ ଅନୁଭବ କରିବା
ଆତ୍ମବିଶ୍ୱାସ ହରାଇବା
ଥକାପଣ ଓ ଚାପରେ ରହିଥିବା ଅନୁଭବ ହେବା
ଉତ୍ସାହ କମିଯିବା କିମ୍ବା ଶାରୀରିକ ଅସ୍ଥିରତା ଦେଖାଦେବା
ଏକାଗ୍ରତା ହ୍ରାସ ପାଇବା
ଆତ୍ମହତ୍ୟା ବିଷୟରେ ଚିନ୍ତା କରିବା
କୌଣସି କାର୍ୟ୍ୟରେ ଆଗ୍ରହ ନଦେଖାଇବା

କେମିତି କରିବେ ମୁକାବିଲା ?
ବିଭିନ୍ନ ଲୋକଙ୍କ ସହ କଥା ହୁଅନ୍ତୁ
ସାଙ୍ଗମାନଙ୍କ ସହିତ ମିଶନ୍ତୁ
ସୁଆଦିଆ ଖାଦ୍ୟ ଖାଆନ୍ତୁ
ପ୍ରତିଦିନ ବ୍ୟାୟାମ କରନ୍ତୁ
ଅନ୍ତର୍ନିହତ ଗୁଣକୁ ପରିପ୍ରକାର କରନ୍ତୁ
ନକାରାତ୍ମକ ଲୋକଙ୍କଠୁ ଦୂରେଇ ରୁହନ୍ତୁ
ନିଜ କାମର ସମୀକ୍ଷା କରନ୍ତୁ
ନିୟମିତ ଛୁଟି ନିଅନ୍ତୁ
ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ
ନିଜ ପସନ୍ଦର ଗୀତ ଶୁଣନ୍ତୁ
ପୁରୁଣା କଥା ଭାବନ୍ତୁ ନାହିଁ

Powered by Froala Editor

Tags Depression

Related articles Odisha News Lens 3.2

  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ'
    ଦେଶ-ଦେଶାନ୍ତର

    'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ'

    14458
    Jun 07, 2023
  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି
    ବିଶେଷ

    ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13886
    Jun 07, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର
    ବିଶେଷ

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15616
    Jun 06, 2023
  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା
    ଅପରାଧ

    କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

    14105
    Jun 06, 2023
  • ଭୟଙ୍କର ସଡ଼କ ଦୁର୍ଘଟଣା:  ୫ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15504
    Jun 06, 2023
  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ
    ଦେଶ-ଦେଶାନ୍ତର

    ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ

    15533
    Jun 06, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ
    ବିଶେଷ

    ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14884
    Jun 07, 2023
  • ରକ୍ତଚାପ ଦୂର କରେ ଲିଚୁ
    ବିଶେଷ

    ରକ୍ତଚାପ ଦୂର କରେ ଲିଚୁ

    14256
    Jun 06, 2023
  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?
    ମନୋରଞ୍ଜନ

    ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14219
    Jun 06, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

    14105
    Jun 06, 2023
  • ବିଶେଷ

    ରକ୍ତଚାପ ଦୂର କରେ ଲିଚୁ

    14256
    Jun 06, 2023
  • ବିଶେଷ

    ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13886
    Jun 07, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13886
    Jun 07, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14884
    Jun 07, 2023
  • ରକ୍ତଚାପ ଦୂର କରେ ଲିଚୁ

    14256
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15616
    Jun 06, 2023
  • ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ବି ଦେଖାଯିବେ ଆକର୍ଷଣୀୟ

    14822
    Jun 04, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18395
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19560
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19853
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19972
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରକ୍ତଚାପ ଦୂର କରେ ଲିଚୁ

    14256
    Jun 06, 2023
  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ'

    14458
    Jun 07, 2023
  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13886
    Jun 07, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In