Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ...

  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ...

  • ରାମ ମନ୍ଦିର ଦାନ ବିବାଦ: ତୁରନ୍ତ ଶୁଣାଣି ...

  • ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ...

  • ଅରଣ୍ୟ ସୋସାଇଟିରେ ଏୟାର କଣ୍ଡିସନର ...

  • ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ...

  • ମଲା ସାପକୁ କାମୁଡି ରିଲ୍ସ, ଘଟିଲା ଏମିତି...

  • ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ...

  • ଲଞ୍ଚ ହେବ ଏଆଇ ୟୁପିଆଇ

  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

Home ›› ››ଆତ୍ମସର୍ପଣ ପୂର୍ବରୁ ଟ୍ରମ୍ପଙ୍କୁ ଗିରଫ କଲା ପୁଲିସ, ଘଣ୍ଟାଏ ପରେ ମିଳିଲା ଜାମିନ୍

ଆତ୍ମସର୍ପଣ ପୂର୍ବରୁ ଟ୍ରମ୍ପଙ୍କୁ ଗିରଫ କଲା ପୁଲିସ, ଘଣ୍ଟାଏ ପରେ ମିଳିଲା ଜାମିନ୍

2023-04-05 05:57:06
15101
Share:
Facebook
Twitter
E-Mail
WhatsApp
Telegram
ଆତ୍ମସର୍ପଣ ପୂର୍ବରୁ ଟ୍ରମ୍ପଙ୍କୁ ଗିରଫ କଲା ପୁଲିସ,  ଘଣ୍ଟାଏ ପରେ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ  କୋର୍ଟରେ ଆତ୍ମସର୍ପଣ ପୂର୍ବରୁ ଗିରଫ କଲା ପୁଲିସ । ହେଲେ ଗିରଫର ଘଣ୍ଟାଏ ପରେ ମିଳିଲା ଜାମିନ୍ । ଅପରାଧିକ ମାମଲା ସାମ୍ନା କରିବାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେଉଛି ଡୋନାଲ୍ଡ ଟ୍ରମ୍ପ । ଜାମିନ ପରେ ଫ୍ଲୋରିଡାସ୍ଥିତ ଘରକୁ ଫେରିଛନ୍ତି ଟ୍ରମ୍ପ । ଆମେରିକାର ମେନହାର୍ଟନ୍ କୋର୍ଟକୁ ହାଜର ହେବାକୁ ଯିବା ସମୟରେ ଡୋନାଲ ଡ୍ରମ୍ପ ଆତ୍ମସମର୍ପଣ କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା ।ଗତ ୩୦ ତାରିଖରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଗୁପ୍ତ ଭାବେ ଅର୍ଥ ଦେବା ମାମଲାରେ ଡୋନାଲ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ଏବେ ବଡ଼ କାର୍ୟ୍ୟାନୁଷ୍ଠାନ ହୋଇଛି । ଏବେ ନଜର ପକାନ୍ତୁ କେମିତି ଫଶିଗଲେ ଡୋନାଲ୍ଡ ଟ୍ରମ୍ପ । ୨୦୦୬ ମସିହାର କଥା । ଆମେରିକାରେ ଚାଲିଥିଲା ଗଲ୍ଫ ଟୁର୍ଣ୍ଣାମେଣ୍ଟ । ଗଲ୍ଫ ଟୁର୍ଣ୍ଣାମେଣ୍ଟ ସମୟରୁୁ ଆରମ୍ଭ ହୋଇଥିଲା ବିବାଦ । ଟୁର୍ଣ୍ଣାମେଣ୍ଟ ସରିବା ପରେ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଡାକିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଏପରିକି ଟ୍ରମ୍ପ ପର୍ଣ୍ଣ ଷ୍ଟାରଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଷ୍ଟର୍ମି ଡାନିଏଲ ଦାବି କରିଥିଲେ । କିନ୍ତୁ ଅସଲ ବିବାଦ ଆରମ୍ଭ ହୋଇଥିଲା, ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପୂର୍ବରୁ ୨୦୧୬ରେ । ସେତେବେଳେ ଷ୍ଟର୍ମି ଡାନିଏଲଙ୍କୁ ମୁହଁ ବନ୍ଦ ରଖିବାକୁ ୧.୩୦ ଲକ୍ଷ ଡଲାର ଦେଇଥିଲେ । ଆଉ ତାଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ନେଇ ପ୍ରଚାର ନକରିବାକୁ କହିଥିଲେ । ଏହି ଟଙ୍କା ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଡାନିଏଲଙ୍କୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରମ୍ପ ସେହି ଟଙ୍କାଙ୍କୁ ଆଇନଗତ ଭାବେ ତାଙ୍କ ଓକିଲଙ୍କୁ ଦେଇଥିବା ଦର୍ଶାଇଥିଲେ । ଯାହାକୁ ପରବର୍ତ୍ତୀ ସମୟରେ କୋର୍ଟରେ ମାନି ଯାଇଥିଲେ ଟ୍ରମ୍ପଙ୍କ ଓକିଲ । ଆଉ ସତ ପଦାକୁ ଆସିଥିଲା । ଟ୍ରମ୍ପ ମିଛ କହିଥିବା ଧରାପଡି ଯାଇଥିଲା । ତାପରେ କୋର୍ଟ ଟ୍ରମ୍ପଙ୍କୁ ଅଭିଯୁକ୍ତ କରିଛନ୍ତି । ଆଉ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Powered by Froala Editor

Tags Donald trump

Related articles Odisha News Lens 4.1

  • ରାମ ମନ୍ଦିର ଦାନ ବିବାଦ: ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଦାନ ବିବାଦ: ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

    14924
    Jun 29, 2026
  • ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ନୋଟ୍ !
    ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ନୋଟ୍ !

    14724
    Jun 29, 2026
  • ଲଞ୍ଚ ହେବ ଏଆଇ ୟୁପିଆଇ
    ଦେଶ-ଦେଶାନ୍ତର

    ଲଞ୍ଚ ହେବ ଏଆଇ ୟୁପିଆଇ

    13872
    Jun 29, 2026
  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା
    ଦେଶ-ଦେଶାନ୍ତର

    ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା

    14125
    Jun 29, 2026
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

    14122
    Jun 28, 2026
  • ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ପ୍ରବେଶ କରିପାରେ ମୌସୁମୀ
    ଦେଶ-ଦେଶାନ୍ତର

    ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ପ୍ରବେଶ କରିପାରେ ମୌସୁମୀ

    14094
    Jun 29, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ ...
    ବିଶେଷ

    ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ ...

    13811
    Jun 30, 2026
  • ମଲା ସାପକୁ କାମୁଡି ରିଲ୍ସ, ଘଟିଲା ଏମିତି...
    ଦେଶ-ଦେଶାନ୍ତର

    ମଲା ସାପକୁ କାମୁଡି ରିଲ୍ସ, ଘଟିଲା ଏମିତି...

    13745
    Jun 29, 2026
  • ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନ
    ଦେଶ-ଦେଶାନ୍ତର

    ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନ

    14315
    Jun 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅରଣ୍ୟ ସୋସାଇଟିରେ ଏୟାର କଣ୍ଡିସନର ବିସ୍ଫୋରଣ

    14207
    Jun 29, 2026
  • ଦେଶ-ଦେଶାନ୍ତର

    ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା

    14125
    Jun 29, 2026
  • ଦେଶ-ଦେଶାନ୍ତର

    ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ପ୍ରବେଶ କରିପାରେ ମୌସୁମୀ

    14094
    Jun 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16958
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17569
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17619
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18016
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    13811
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14155
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15808
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15672
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15321
    Jun 22, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13793
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14891
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15505
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15260
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    13811
    Jun 30, 2026
  • ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ନୋଟ୍ !

    14724
    Jun 29, 2026
  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା

    14125
    Jun 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In