Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, December 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ...

  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର ...

  • ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ...

  • ୬ ରାଜ୍ୟରେ ବଢ଼ିଲା ଏସଆଇଆର ସମୟସୀମା

  • ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ

  • ବକ୍ସ ଅଫିସରେ "ଧୁରନ୍ଧର" ଧମାଲ : ୬ଦିନରେ ...

  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

  • ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ...

  • ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, ...

  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ ...

ରାଜ୍ୟ
Home ›› ରାଜ୍ୟ ››୩ବର୍ଷ ଜେଲ ଗଲେ ଲାଞ୍ଚୁଆ କିରାଣୀ

୩ବର୍ଷ ଜେଲ ଗଲେ ଲାଞ୍ଚୁଆ କିରାଣୀ

2023-04-01 04:48:58
15269
Share:
Facebook
Twitter
E-Mail
WhatsApp
Telegram
୩ବର୍ଷ ଜେଲ ଗଲେ ଲାଞ୍ଚୁଆ କିରାଣୀ

ବାଙ୍ଗିରିପୋଷି:ମୟୂରଭଞ୍ଜ ଜିଲ୍ଲା ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ଏକ ଲାଞ୍ଚ ମାମଲାର ରାୟ ଶୁଣାଣି କରି ଅଭିଯୁକ୍ତ କିରାଣୀଙ୍କୁ ଦଣ୍ଡ ବିଧାନ କରିଛନ୍ତି । ସ୍ବତନ୍ତ୍ର ବିଚାରପତି ଡ଼ ପ୍ରସନ୍ନ କୁମାର ପଣ୍ଡା ଅଭିଯୁକ୍ତକୁ ୩ବର୍ଷର କାରାଦଣ୍ଡ ଆଦେଶ ସହିତ ୧୫ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୫ମାସ  କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ବାଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟର ତତ୍କାଳୀନ କିରାଣୀ(ଆକାଉଣ୍ଟାଣ୍ଟ) ମନୋରଞ୍ଜନ ବେହେରା ।  ବାଙ୍ଗିରିପୋଷି ବ୍ଲକ ଅଧୀନ ହିଜିଳି ୟୁପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବିଶାଣ ମୁର୍ମୁଙ୍କ ଅଫିସ କାଗଜପତ୍ର କରିବା ପାଇଁ  ଅଭିଯୁକ୍ତ ଶ୍ରୀ ବେହେରା କୁଆଡେ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ମୁର୍ମୁ ଏଥିରେ ଅନିଚ୍ଛା ପ୍ରକାଶ କରି ଶେଷରେ ୧୫ହଜାର ଟଙ୍କାରେ ରାଜି କରାଇଥିଲେ । ଏନେଇ ଲକ୍ଷ୍ମଣ ବାରିପଦା ଭିଜିଲାନ୍ସ ବିଭାଗରେ ଅଭିଯୋଗ ଜଣାଇଥିଲେ । ଅଭିଯୋଗ ମୁତାବକ ଏକ ମାମଲା ରୁଜୁ ପରେ ୪/୧/୨୦୧୯ ରେ ପୂର୍ବ ଯୋଜନା ମୁତାବକ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସ ବିଭାଗ ତାଙ୍କ କାର୍ୟ୍ୟାଳୟରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ ।

Powered by Froala Editor

Tags Jail

Related articles Odisha News Lens 4.1

  • ୬ ରାଜ୍ୟରେ ବଢ଼ିଲା ଏସଆଇଆର ସମୟସୀମା
    ଦେଶ-ଦେଶାନ୍ତର

    ୬ ରାଜ୍ୟରେ ବଢ଼ିଲା ଏସଆଇଆର ସମୟସୀମା

    13457
    Dec 11, 2025
  • ବକ୍ସ ଅଫିସରେ
    ମନୋରଞ୍ଜନ

    ବକ୍ସ ଅଫିସରେ "ଧୁରନ୍ଧର" ଧମାଲ : ୬ଦିନରେ ୧୮୦କୋଟି ପାର୍

    14525
    Dec 11, 2025
  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌
    ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    14918
    Dec 11, 2025
  • ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ

    14567
    Dec 11, 2025
  • ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ
    ଦେଶ-ଦେଶାନ୍ତର

    ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ

    14599
    Dec 11, 2025
  • ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....
    ଦେଶ-ଦେଶାନ୍ତର

    ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....

    15172
    Dec 11, 2025
  • ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ଶ୍ରମିକ ମୃତ

    14546
    Dec 11, 2025
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା
    ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15296
    Dec 11, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା
    ଦେଶ-ଦେଶାନ୍ତର

    ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15018
    Dec 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ସ୍ପାଇସ୍ ଜେଟ୍‌

    13654
    Dec 11, 2025
  • ଦେଶ-ଦେଶାନ୍ତର

    ମୋଦି-ରାହୁଲଙ୍କ ମଧ୍ୟରେ ୮୮ ମିନିଟ୍ ବୈଠକ, କଣ ହେଲା ଆଲୋଚନା ଜାଣନ୍ତୁ....

    15172
    Dec 11, 2025
  • ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15296
    Dec 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17144
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17234
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17578
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16052
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16043
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13895
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15953
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15883
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15777
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15135
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14233
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14907
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15142
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ୧୭ ଶ୍ରମିକ ମୃତ

    14546
    Dec 11, 2025
  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    14918
    Dec 11, 2025
  • ବକ୍ସ ଅଫିସରେ "ଧୁରନ୍ଧର" ଧମାଲ : ୬ଦିନରେ ୧୮୦କୋଟି ପାର୍

    14525
    Dec 11, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In