Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ...

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ...

  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ...

  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ...

  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ...

  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ...

  • ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ...

  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ...

  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ...

  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

ବିଶେଷ
Home ›› ବିଶେଷ ››ସ୍ୱାମୀ ଉପରେ ରାଜ କରିବାକୁ ଚାହୁଁଛନ୍ତି କି, ବିବାହ ପୂର୍ବରୁ କରନ୍ତୁ ଏହା

ସ୍ୱାମୀ ଉପରେ ରାଜ କରିବାକୁ ଚାହୁଁଛନ୍ତି କି, ବିବାହ ପୂର୍ବରୁ କରନ୍ତୁ ଏହା

2023-04-01 04:43:54
14922
Share:
Facebook
Twitter
E-Mail
WhatsApp
Telegram
ସ୍ୱାମୀ ଉପରେ ରାଜ କରିବାକୁ ଚାହୁଁଛନ୍ତି କି, ବିବାହ ପୂର୍ବରୁ କରନ୍ତୁ ଏହା

ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତେବେ ମନରେ ଡ଼ର ଥିବ ନିଶ୍ଚୟ । ନୂଆ ଘର ନୂଆ ଲୋକ କେମିତି ଚଳିବେ । ସମୟକ୍ରମରେ ସବୁକିଛି ଠିକ ହୋଇଯିବାର ଭାବନା ନେଇ ଝିଅ ବାପ ଘର ଛାଡ଼ି ଚାଲିଯାଏ ଶାଶୁଘର । ଉତ୍ସାହିତ ଥାଆନ୍ତି ସ୍ୱାମୀଙ୍କୁ ନେଇକି ଯେ, ସେ ଏବେ ତାଙ୍କ ଜୀବନର ଗୋଟିଏ ଅଂଶ । ଯଦି ଆପଣ ଭାବୁଛନ୍ତି କି ବାହାଘର ପୂର୍ବରୁ ଯେମିତି ସେ ଆପଣଙ୍କ ସହିତ ମିଠା ମିଠା କଥା ହେଉଛନ୍ତି ଏମିତି ବାହାଘର ପରେ ମଧ୍ୟ ଜୀବନ ସାରା ଏମିତି ରହିବେ ତେବେ ଏହା ଭାବିବା ଭୁଲ୍‌ । ବାହାଘର ପୂର୍ବରୁ ପ୍ରେମ ହେଉ କି ନୂଆ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କ ଗପ ବାହାଘର ପରେ କିଛିଦିନ ପରେ ବଦଳିଯାଇଥାଏ । ଯଦିବା ସମ୍ପର୍କଟିକୁ କିପରି ଆଗକୁ ନେଇ ବଢ଼ିବା, ସେ ସବୁର ଅତ୍ୟଧିକ ଦାୟିତ୍ୱ ଗୋଟିଏ ସ୍ତ୍ରୀ ଠାରେ ଥାଏ । ତେଣୁ ଯଦି ଆପଣଙ୍କ ବାହାଘର ଏଇ କିଛି ଦିନ ମଧ୍ୟରେ ହେବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ସମ୍ପର୍କକୁ କିପରି ମଜବୁତ କରିବା ସେ ବିଷୟରେ....

ସମସ୍ୟା ଥିଲେ ଖୋଲିକି କହିବା ଆବଶ୍ୟକ:
ଯଦି ଆପଣ କିଛି କଥାକୁ ନେଇକି ଅତ୍ୟଧିକ ଚିନ୍ତାରେ ଅଛନ୍ତି ତେବେ ଆପଣ ସଙ୍ଗେସଙ୍ଗେ ଏହାକୁ ଆପଣଙ୍କ ଜୀବନସାଥୀଙ୍କୁ କହିବା ଆବଶ୍ୟକ । ଭୁଲ ବୁଝାମଣାକୁ ନିଜ ବୈବାହିକ ଜୀବନ ମଧ୍ୟରେ ଆଣିବା ଠିକ୍‌ ନୁହେଁ । ଏହାର ସଠିକ ସମାଧାନ କରିବା ସହିତ ଆପୋଷ ବୁଝାମଣା କରିବା ଉଚିତ୍‌ । ଯଦି ଆପଣ ଭାବୁଛନ୍ତି କି କିଛି ଶବ୍ଦ ପ୍ରୟୋଗ ଆପଣଙ୍କ ସ୍ୱାମୀ-ସ୍ତ୍ରୀ ଭିତରେ କିଛି ଫାଟ ସୃଷ୍ଟି କରିପାରିବ ତେବେ ଏହାକୁ ସଠିକ ଶବ୍ଦ ବ୍ୟବହାର କରି କୁହନ୍ତୁ ।

ସମ୍ପର୍କରେ ଜିତିବା ହାରିବା ନଥାଏ:
ବିବାହିତ ଜୀବନରେ ଜିତିବା ହାରିବା ଭଳି କୌଣସି ଜିନିଷ ନଥାଏ । ଏପରି କୌଣସି ଧାରଣା ମନ ଭିତରେ ଆଣିବା ହିଁ ଭୁଲ୍‌ । ଏହା ହେଉଛି ନିଜର ଘର । କୌଣସି ଅଫିସ ନୁହେଁ ଯେ, ସହକର୍ମୀଙ୍କ ସହ କମ୍ପିଟିସନ କରାଯିବ । ଘରେ ନିଜ ଜୀବନସାଥୀଙ୍କର ଓ ପରିବାରର କଥା ବୁଝିବା ନିଜର କର୍ତ୍ତବ୍ୟ ବୋଲି ମନେକରିବା ଆବଶ୍ୟକ ।

ଡେଟରେ ଯିବା
ବାହାଘରର ଅର୍ଥ ନୁହେଁକି କେବଳ ଦୁହେଁ ଘରେ ହିଁ ରହିବ କି ଘର ଲୋକଙ୍କ ସହିତ ଖାଦ୍ୟ ଖାଇବ । ମଝିରେ ମଝିରେ ଦୁହେଁ ବାହାରକୁ ମଧ୍ୟ ଯିବା ଉଚିତ । ନିଜ ସମ୍ପର୍କରେ ଭଲପାଇବାକୁ ବଢ଼ାଇବା ପାଇଁ କର୍ମ ବହୁଳ ଜୀବନରୁ ସମୟ ବାହାର କରି ନିଜ ଜୀବନସାଥୀ ସହ ମଧ୍ୟ ସମୟ ବିତେଇବା ଆବଶ୍ୟକ ।

ଦୁହେଁ ଦୁହିଁଙ୍କୁ ୱିଶ୍‌ କରନ୍ତୁ:
ବିବାହ ପରେ ଦୁହେଁ ଦୁହିଁଙ୍କୁ ୱିଶ କରିବାକୁ ଭୁଲନ୍ତୁ ନାହିଁ । କିଛି ଲୋକଙ୍କର ଧାରଣା ଥାଏ କି ବିବାହ କରିବା ପରେ ତ ଆମେ ସମ୍ପର୍କରେ ବନ୍ଧା ହୋଇଗଲେ କୌଣସି ପର୍ବ ହେଉ କି ଜନ୍ମଦିନ ୱିଶ କରିବା କୌଣସି ଆବଶ୍ୟକ ନଥାଏ । ଏପରି କରିବା ଦ୍ୱାରା ଭଲପାଇବା ଓ ସମ୍ପର୍କଠାରୁ ଆମେ ଦୂରେଇ ଯାଇଥାଉ । ତେଣୁ ସର୍ବଦା ଦୁହେଁ ଦୁହିଁକୁ ୱିଶ୍‌ କରିବା ଆବଶ୍ୟକ ହୋଇଥାଏ ।

ପରସ୍ପରକୁ ସମୟ ଦିଅନ୍ତୁ:
ବ୍ୟସ୍ତବହୁଳ ଜୀବନ ଭିତରେ ସ୍ୱାମୀ-ସ୍ତ୍ରୀ କରନ୍ତି କେବଳ ନିଜର କର୍ତ୍ତବ୍ୟ । ସେମାନେ ପରସ୍ପରକୁ ସମୟ ଦେବାକୁ ଭୁଲି ଯାଆନ୍ତି । ସ୍ୱାମୀ ଅଫିସରେ ଓ ସ୍ତ୍ରୀ ପରିବାରର ଜଞ୍ଜାଳ ଭିତରେ ଫସି ସବୁକିଛି ଭୁଲି ଯାଆନ୍ତି । ତେବେ ପରସ୍ପରକୁ ସମୟ ଦେବା ମଧ୍ୟ ଗୋଟିଏ ସମ୍ପର୍କରେ ଏକାନ୍ତ ଆବଶ୍ୟକ ।

Powered by Froala Editor

Tags Husband and wife

Related articles Odisha News Lens 4.1

  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ
    ଦେଶ-ଦେଶାନ୍ତର

    ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14970
    Jul 15, 2026
  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ

    14704
    Jul 15, 2026
  • ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

    14396
    Jul 15, 2026
  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ

    15452
    Jul 15, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ...

    13700
    Jul 16, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି
    ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    14217
    Jul 14, 2026
  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...
    ଦେଶ-ଦେଶାନ୍ତର

    ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...

    15030
    Jul 15, 2026
  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର

    15276
    Jul 15, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ
    ବିଶେଷ

    ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13814
    Jul 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14970
    Jul 15, 2026
  • ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    14217
    Jul 14, 2026
  • ଦେଶ-ଦେଶାନ୍ତର

    ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

    13889
    Jul 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16979
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17589
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17642
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18043
    Sep 06, 2023

ବିଶେଷ

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13814
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14605
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14890
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15641
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15748
    Jul 06, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15797
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13746
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14662
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15850
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ

    14704
    Jul 15, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    13700
    Jul 16, 2026
  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ

    15452
    Jul 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In