Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଡି ସତୀଶନ କେରଳର ପରବର୍ତ୍ତୀ ...

  • ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ

  • ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ ...

  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ...

  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ...

  • ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ...

  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

  • ବଢ଼ିପାରେ ତେଲ ଦର

  • ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ...

Home ›› ››ଗର୍ଭନିରୋଧକ ବଟିକା ଖାଉଥିଲେ ସାବଧାନ, ହୋଇପାରେ କର୍କଟ

ଗର୍ଭନିରୋଧକ ବଟିକା ଖାଉଥିଲେ ସାବଧାନ, ହୋଇପାରେ କର୍କଟ

2023-03-25 06:43:00
15946
Share:
Facebook
Twitter
E-Mail
WhatsApp
Telegram
ଗର୍ଭନିରୋଧକ ବଟିକା ଖାଉଥିଲେ ସାବଧାନ, ହୋଇପାରେ କର୍କଟ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମହିଳା ବିଭିନ୍ନ କମ୍ପାନିର ଗର୍ଭନିରୋଧ ବଟିକା ଖାଉଛନ୍ତି । କିଛି ଜଣ ଅଛନ୍ତି ଏହାକୁ ଦୈନନ୍ଦିକ ରୁଟିନ୍‌ରେ ସାମିଲ କରି ଦେଲେଣି । ଅବାଞ୍ଛିତ ଗର୍ଭଧାରଣା ଏଡାଇବାକୁ ସେମାନେ ଏଭଳି କରୁଛନ୍ତି । ହେଲେ ଅନେକଙ୍କୁ ଜଣାନାହିଁ ଏହା ସ୍ୱାସ୍ଥ୍ୟ ପ୍ରତି କେତେ ମାରାତ୍ମକ । ଅତ୍ୟଧିକ ଗର୍ଭନିରୋଧକ ବଟିକା ଖାଇବା ଦ୍ୱାରା କର୍କଟ ଭଳି ରୋଗ ହେବାର ଅଧିକ ଆଶଙ୍କା ରହିଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ବିଶେଷଜ୍ଞମାନେ ଏହା ସ୍ପଷ୍ଟ କରିଛନ୍ତି । 

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ କହିବା ଅନୁଯାୟୀ,  ଜନ୍ମ ନିୟନ୍ତ୍ରଣ ବଟିକା ଖାଇବା ଦ୍ୱାରା ଶରୀରର ହରମୋନାଲ ସନ୍ତୁଳନ ବ୍ୟାହତ ହୋଇପାରେ । ଅନେକ ମହିଳାଙ୍କ ଋତୁସ୍ରାବ ସଠିକ୍ ସମୟରେ ହୋଇନଥାଏ । ଫଳରେ ଅଧିକାଂଶ ସମୟ ଶରୀର ଅସୁସ୍ଥ ରୁହେ । ବୟସ୍କ ମହିଳାଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଗର୍ଭନିରୋଧକ ବଟିକା ଛାଡିବା ଦ୍ୱାରା ଏହି ରୋଗ ହେବାର ଆଶଙ୍କା କମିଯାଏ । 

ରିପୋର୍ଟ ଅନୁଯାୟୀ, ଏହି ଔଷଧ ଗର୍ଭଧାରଣକୁ ରୋକିବାରେ ୯୯.୭ ପ୍ରତିଶତ ପ୍ରଭାବଶାଳୀ । ପ୍ରୋଜେଷ୍ଟୋଜେନ-କେବଳ ବଟିକା କେବଳ ଗୋଟିଏ ହରମୋନ୍ ଧାରଣ କରିଥାଏ, ଯାହା ଗର୍ଭାଶୟ ଆସ୍ତରଣକୁ ମୋଟା କରି ଶୁକ୍ରାଣୁକୁ ଗର୍ଭରେ ପ୍ରବେଶ କରିବାରେ ରୋକିଥାଏ । ଉଭୟ ବଟିକାର ପାଶ୍ୱର୍ ପ୍ରତିକ୍ରିୟା ରହିପାରେ । ତେଣୁ ଯଥା ସମ୍ଭବ ଏହାକୁ ନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

Powered by Froala Editor

Tags contraceptive pills

Related articles Odisha News Lens 4.1

  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

    15319
    May 13, 2026
  • ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    13655
    May 14, 2026
  • ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ
    ଦେଶ-ଦେଶାନ୍ତର

    ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ

    14251
    May 14, 2026
  • ବଢ଼ିପାରେ ତେଲ ଦର
    ଦେଶ-ଦେଶାନ୍ତର

    ବଢ଼ିପାରେ ତେଲ ଦର

    14096
    May 13, 2026
  • ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ “ବନ୍ଦେ ମାତରମ୍” ଗାନ କରିବା ବାଧ୍ୟତାମୂଳକ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ “ବନ୍ଦେ ମାତରମ୍” ଗାନ କରିବା ବାଧ୍ୟତାମୂଳକ

    15247
    May 14, 2026
  • ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ

    14436
    May 13, 2026
  • ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ
    ଦେଶ-ଦେଶାନ୍ତର

    ଚଳନ୍ତା ବସ୍‌ରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

    13377
    May 14, 2026
  • ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଅମୂଲ-ମଦର ଡାଏରୀ କ୍ଷୀର 2ଟଙ୍କାକୁ ବୃଦ୍ଧି

    13688
    May 14, 2026
  • ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ନାଁ ଘୋଷଣା କଲା କଂଗ୍ରେସ: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ

    14718
    May 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରତ୍ୟେକ ସ୍କୁଲର ସକାଳ ସଭାରେ ଏବେ “ବନ୍ଦେ ମାତରମ୍” ଗାନ କରିବା ବାଧ୍ୟତାମୂଳକ

    15247
    May 14, 2026
  • ଦେଶ-ଦେଶାନ୍ତର

    NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

    15319
    May 13, 2026
  • ଦେଶ-ଦେଶାନ୍ତର

    ବଢ଼ିପାରେ ତେଲ ଦର

    14096
    May 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17472
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17523
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17908
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16356
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15793
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16132
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14575
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15544
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15282
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15398
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15138
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15629
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13954
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ଲାଭ

    14251
    May 14, 2026
  • ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    13655
    May 14, 2026
  • ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ

    14563
    May 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In