Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ...

  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ...

  • ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ...

  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ...

  • ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

ବିଶେଷ
Home ›› ବିଶେଷ ›› ଜନ୍ମ ମାସରୁ ଜାଣନ୍ତୁ ଝିଅମାନଙ୍କ ଗୁଣ....

ଜନ୍ମ ମାସରୁ ଜାଣନ୍ତୁ ଝିଅମାନଙ୍କ ଗୁଣ....

2023-03-25 03:55:01
15457
Share:
Facebook
Twitter
E-Mail
WhatsApp
Telegram
 ଜନ୍ମ ମାସରୁ ଜାଣନ୍ତୁ ଝିଅମାନଙ୍କ ଗୁଣ....

ଝିଅମାନଙ୍କର ସ୍ବଭାବ ବହୁତ ଚଞ୍ଚଳ ହୋଇଥାଏ। ସେମାନଙ୍କୁ ବୁଝିବା ବହୁତ କଷ୍ଟସାଧ୍ୟ। କିନ୍ତୁ ସବୁ ପୁଅମାନଙ୍କର ଇଛ୍ଛା ହୁଏ ଝିଅମାନଙ୍କ ବିଷୟରେ ଜାଣିବା ପାଇଁ। ତେବେ ଆସନ୍ତୁ ଝିଅମାନଙ୍କର ଜନ୍ମ ମାସରୁ ଜାଣିବା ତାଙ୍କ ଗୁଣ ବିଷୟରେ।

ଜାନୁୟାରୀ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ମହତ୍ତ୍ବାକାଂକ୍ଷୀ ହୋଇଥାନ୍ତି ଏବଂ ଗପୁଡ଼ି ସ୍ବଭାବର ହୋଇଥାନ୍ତି। ତେବେ ସେମାନେ ନିଜର ଭାବନା ବିଷୟରେ କଥା ହେବାକୁ ପସନ୍ଦ କରିନଥାନ୍ତି। ସେମାନେ ତାଙ୍କ ସ୍ତରର ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି ଏବଂ ତାଙ୍କ ସହିତ ସବୁ କଥା ସେୟାର କରିଥାନ୍ତି।

ଫେବୃୟାରୀ:  ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ରୋମାଣ୍ଟିକ୍ ସ୍ବଭାବର ହୋଇଥାନ୍ତି।  ଏମାନଙ୍କ ମଧ୍ୟରେ ଅସୀମ ଧୈର୍ୟ୍ୟ ଏବଂ ପ୍ରେମ ରହିଥାଏ। ଏମାନଙ୍କ ମୁଡ୍ ସମୟ ସମୟରେ ପରିବର୍ତ୍ତନ ହୋଇଥାଏ। ଏହି ଝିଅମାନଙ୍କର ସବୁଠୁ ଖାସ୍ କଥା ହେଲା ଯେଉଁମାନେ ଏମାନଙ୍କୁ ଧୋକା ଦିଅନ୍ତି ସେମାନେ କେବେ ତାଙ୍କ ମୁହଁ ଚାହାଁନ୍ତି ନାହିଁ।

ମାର୍ଚ୍ଚ: ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଭିତରେ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ। ଏମାନେ ଯଦି ଆପଣଙ୍କୁ ଭଲ ପାଇଥାନ୍ତି ତାହେଲେ ଆପଣ ସବୁଠାରୁ ଭାଗ୍ୟଶାଳୀ । ଏମାନଙ୍କୁ ପ୍ରେମଜାଲରେ ଫସାଇବା ବହୁତ କଷ୍ଟକର ବ୍ୟାପାର।

ଅପ୍ରେଲ୍: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଜନ୍ମରୁ ସାହସୀ ହୋଇଥାନ୍ତି। ସେମାନେ କୈାଣସି ବ୍ୟକ୍ତିଙ୍କ ସହିତ କଥା ହେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଯଦି ସେ ପ୍ରେମ କରୁଥିବା ବ୍ୟକ୍ତି ଅନ୍ୟ କାହା ପ୍ରତି ବେଶୀ ଧ୍ୟାନ ଦିଅନ୍ତି ତେବେ ସେମାନେ ଈର୍ଷା ପରାୟଣ ହୋଇପଡ଼ନ୍ତି। ଯେଉଁ ବ୍ୟକ୍ତିମାନେ ଖୁବ୍ ବିଶ୍ବାସୀ ହୋଇଥାନ୍ତି  ଏବଂ କାହାର ଭରସା ଭାଙ୍ଗନ୍ତି ନାହିଁ ସେମାନେ ତାଙ୍କୁ ପସନ୍ଦ କରିଥାନ୍ତି।

ମଇ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ନିଜ ସିଦ୍ଧାନ୍ତରେ ଅଟଳ ରହିଥାନ୍ତି। ଏମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ହୋଇଥାନ୍ତି। ଦ୍ବିତୀୟରେ ଯେଉଁମାନେ ଏମାନଙ୍କୁ ଭଲ ପାଇଥାନ୍ତି ସେମାନେ ତାଙ୍କ ପାଇଁ ଜୀବନ ମଧ୍ୟ ଦେଇ ଦେଇଥାନ୍ତି।

ଜୁନ୍: ଜୁନ୍ ମାସରେ ଜନ୍ମ ହୋଇଥିବା ଝିଅମାନେ ଉତ୍ସୁକ,ରଚନାତ୍ମକ ଏବଂ କଥାବାର୍ତ୍ତା କରିବାରେ ନିପୁଣ ହୋଇଥାନ୍ତି। ଏମାନଙ୍କ ବିଶେଷତା ହେଉଛି ଏମାନେ ଭାବିବା ପୂର୍ବରୁ କହିଥାନ୍ତି। ଏମାନଙ୍କ ମତରେ କାହାର ପିଠି ପଛେ କହିବାଠାରୁ ମୁହଁରେ କହିବା ଠିକ୍ ଅଟେ। ଏମାନେ ପ୍ରେମର ଭୟଙ୍କର ଖେଳାଳୀ।

ଜୁଲାଇ: ଏହି ମାସରେ  ଜନ୍ମ ହୋଇଥିବା ଝିଅମାନେ ସଚ୍ଚୋଟ,ସୁନ୍ଦର, ବୁଦ୍ଧିମତୀ ଏବଂ ରହସ୍ୟମୟୀ ହୋଇଥାନ୍ତି। ଏମାନେ ଝଗଡ଼ାକୁ ବିଲକୁଲ ପସନ୍ଦ କରିନଥାନ୍ତି ଏବଂ ଏହାଠାରୁ ଦୂରରେ ରହିଥାନ୍ତି। ଏମାନେ ସମସ୍ତଙ୍କ ପ୍ରତି ବିନମ୍ର ହୋଇଥାନ୍ତି। ଏମାନେ ଆଉ କାହା ମାମଲାରେ ପଡ଼ନ୍ତି ନାହିଁ।

ଅଗଷ୍ଟ: ଅଗଷ୍ଟ ମାସରେ ଜନ୍ମ ହୋଇଥିବା ଝିଅମାନେ ମହାନ୍ ହୋଇଥାନ୍ତି । ଏମାନଙ୍କ ସେନ୍ସ ଅଫ୍ ହ୍ୟୁମର୍ ବହୁତ ଭଲ ଥାଏ । ଏମାନେ ଥଟ୍ଟା ସହି ପାରନ୍ତି ନାହିଁ। ଏମାନଙ୍କୁ ଆକର୍ଷଣର କେନ୍ଦ୍ର ହେବାକୁ ଭଲ ଲାଗିଥାଏ।

ସେପ୍ଟେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସୁନ୍ଦର,ଅନୁଶାସିତ ଏବଂ ଦୟାଳୁ ସ୍ବଭାବର ହୋଇଥାନ୍ତି। ଧୋକା ଦେବା ଲୋକଙ୍କୁ ଏମାନେ କେବେ କ୍ଷମା କରିନଥାନ୍ତି। ଏଥିପାଇଁ ଧ୍ୟାନ ରଖନ୍ତୁ,ଯଦି ଆପଣ ତାଙ୍କ ହୃଦୟ ଭାଙ୍ଗିଥାନ୍ତି ତେବେ ସେ ଏହାର ପ୍ରତିଶୋଧ ନିଶ୍ଚୟ ନେବେ। ଦ୍ବିତୀୟରେ ଏମାନେ ବହୁତ କ୍ରିଟିକାଲ ହୋଇଥାନ୍ତି ଏବଂ ପିତାମାତାଙ୍କଠାରୁ ଅନେକ କିଛି ଆଶା କରିଥାନ୍ତି।

ଅକ୍ଟୋବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଚରିତ୍ର ଉତ୍ତମ ଧରଣର ହୋଇଥାଏ। ଏମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି। ଏମାନେ କାହା ସମ୍ମୁଖରେ କାନ୍ଦିନଥାନ୍ତି। ଏମାନେ ସ୍ମାର୍ଟ ହୋଇଥାନ୍ତି। ଅଧିକାଂଶ ଥର ଅନ୍ୟ ଝିଅମାନେ ଏମାନଙ୍କୁ ଈର୍ଷା କରିଥାନ୍ତି ଏବଂ ଘୃଣା କରିଥାନ୍ତି।


ନଭେମ୍ବର: ନଭେମ୍ବର ମାସରେ ଜନ୍ମ ହୋଇଥିବା ଝିଅମାନେ ସବୁବେଳେ ଅନ୍ୟମାନଙ୍କଠାରୁ ଗୋଟିଏ ପାଦ ଆଗରେ ଥାଆନ୍ତି।  ଏମାନେ ମିଛକୁ ବହୁତ ଶୀଘ୍ର ଜାଣିଯାଆନ୍ତି। ଏମାନଙ୍କ ସହିତ ଖେଳିବା ଠିକ୍ ନୁହେଁ। ଯଦି ଏପରି କେହି କରନ୍ତି ତାହେଲେ ଏମାନେ ତାଙ୍କୁ ଛାଡ଼ନ୍ତି ନାହିଁ।


ଡିସେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଅଧୀର ହୋଇଥାନ୍ତି। ଏହା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ଏମାନେ ସବୁ ପରିସ୍ଥିତିରେ ଜିତି ଥାଆନ୍ତି । ଏମାନଙ୍କୁ ଭଲଭାବେ ଜଣା ଯଦି ତାଙ୍କର ମୁଡ୍ ଖରାପ ହୋଇଥାଏ ତେବେ ଏହାକୁ ଠିକ୍ କିପରି କରାଯାଇପାରିବ। ଏମାନେ ଦିଲଦାର ହୋଇଥାନ୍ତି। ଏମାନେ ସମସ୍ତଙ୍କର ଯତ୍ନ ନେଇପାରନ୍ତି।

Powered by Froala Editor

Tags girl according to their birth month

Related articles Odisha News Lens 4.1

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14762
    Aug 01, 2026
  • ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଆଗୁଆ
    ଦେଶ-ଦେଶାନ୍ତର

    ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଆଗୁଆ

    14353
    Aug 03, 2026
  •  ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

    13636
    Aug 02, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର
    ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15710
    Aug 02, 2026
  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15460
    Aug 01, 2026
  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ...
    ଦେଶ-ଦେଶାନ୍ତର

    ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ...

    14097
    Aug 03, 2026
  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ

    14910
    Aug 02, 2026
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13629
    Aug 02, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    14089
    Aug 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15460
    Aug 01, 2026
  • ଦେଶ-ଦେଶାନ୍ତର

    ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ବ୍ୟାପିଗଲା

    14097
    Aug 03, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

    13636
    Aug 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17013
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17619
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17671
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18073
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15710
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14646
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14392
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    16021
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15900
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14353
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14247
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15034
    Jul 28, 2026
  • ଫିକା ପଡିବ ସୁନାର ଚମକ

    14134
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14762
    Aug 01, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15710
    Aug 02, 2026
  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ବ୍ୟାପିଗଲା

    14097
    Aug 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In