Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, March 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ...

  • ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ...

  • ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ...

  • ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ...

  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ...

  • କୁନି ହାତରେ ଶକ୍ତିଶାଳୀ ଭାର

  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ...

  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ ...

  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

ବିଶେଷ
Home ›› ବିଶେଷ ››ମଧୁମେହ ରୋଗୀଙ୍କ ପାଇଁ କଞ୍ଚା କଦଳୀ, ଜାଣନ୍ତୁ ଏହା ଖାଇଲେ କ’ଣ ମିଳେ ଫାଇଦା

ମଧୁମେହ ରୋଗୀଙ୍କ ପାଇଁ କଞ୍ଚା କଦଳୀ, ଜାଣନ୍ତୁ ଏହା ଖାଇଲେ କ’ଣ ମିଳେ ଫାଇଦା

2023-03-19 12:34:33
14836
Share:
Facebook
Twitter
E-Mail
WhatsApp
Telegram
ମଧୁମେହ ରୋଗୀଙ୍କ ପାଇଁ କଞ୍ଚା କଦଳୀ, ଜାଣନ୍ତୁ ଏହା ଖାଇଲେ କ’ଣ ମିଳେ ଫାଇଦା

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନଶୈଳୀ  ଯୋଗୁ ଘରେ ଘରେ ଏବେ ମଧୁମେହ ରୋଗୀ । ଅଧିକାଂଶ ପରିବାରରେ ଏହି ରୋଗ ଏବେ ଦେଖିବାକୁ ମିଳୁଛି । ଏଥିପାଇଁ ଲୋକେ ଅଧିକ ଚିନ୍ତାଗ୍ରସ୍ତ ହୋଇ ଯାଉଛନ୍ତି । ବିଶେଷକରି ଘରଣୀମାନେ ଚିନ୍ତାରେ ପଡ଼ୁଛନ୍ତି । କ’ଣ ରାନ୍ଧିବେ, ତରକାରୀ କିଭଳି କରିବେ ତାହା ବଡ଼ ସମସ୍ୟା ଦେଖା ଦେଇଛି । ଡାକ୍ତର ଓ ବିଶେଷଜ୍ଞମାନେ ମଧ୍ୟ ଏହାକୁ ନେଇ ବିଭିନ୍ନ ଗବେଷଣା ଜାରି ରଖିଛନ୍ତି । ଇତିମଧ୍ୟରେ ଏବେ ସାମ୍ନାକୁ ଆସିଛି ଏକ ନୂଆ ତଥ୍ୟ । କଞ୍ଚା କଦଳୀ ଖାଇଲେ ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭ ଦାୟକ ବୋଲି ଗବେଷଣାରୁ ଜଣାପଡ଼ିଛି । ଏହା ଖାଇଲେ ମଧୁମେହ ରୋଗୀଙ୍କ ଶରୀରରେ କୌଣସି ନକାରାତ୍ମକ ପ୍ରଭାବ ପକାଇ ନଥାଏ । ବ୍ଲଡ୍ ସୁଗାର ମଧ୍ୟ ନିୟନ୍ତ୍ରିତ ରହିବାରେ ଏହା ସହାୟକ ହୋଇଥାଏ ବୋଲି ଡାକ୍ତରମାନେ ଦାବି କରିଛନ୍ତି । ତେଣୁ ପ୍ରତ୍ୟେକ ଦିନ ଖାଇବା ରୁଟିନ୍‌ରେ ଏହା ସାମିଲ କରାଯାଇ ପାରିବ ବୋଲି କୁହାଯାଇଛି । ଏବେ ଆସନ୍ତୁ ଜାଣିବା ଏହା ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ... 

କଞ୍ଚା କଦଳୀରେ ବହୁମାତ୍ରାରେ ଷ୍ଟାର୍ଚ ରହିଥାଏ । ଯେତେବେଳେ କଦଳୀ ପାଚି ଯାଇଥାଏ ସେତେବେଳେ କଦଳୀରେ ଥିବା ଏହି ଷ୍ଟାର୍ଚ ମିଠାରେ ପରିଣତ ହୋଇଯାଏ । କଞ୍ଚା କଦଳୀରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଏଥିରେ ଅନେକ ଫାଇବର, ପୋଟାସିୟମ୍‌, ଭିଟାମିନ୍‌, ମ୍ୟାଗ୍ନେସିୟମ୍‌, କପର ତତ୍ତ୍ୱ ଥାଏ । ଏହାକୁ ଖାଇବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷୁଧା ଅନୁଭବ ହୁଏ ନାହିଁ । କାରଣ ଏଥିରେ ପ୍ରଚୁର ଫାଇବର ଥାଏ । ଏହାସହିତ ଯଦି କେହି ମେଦବହୁଳତାର ଶିକାର ହେଉଛନ୍ତି, ତେବେ କଞ୍ଚା କଦଳୀ ଖାଇବା ଲାଭଦାୟକ ହୋଇପାରେ ।

କଞ୍ଚା କଦଳୀରେ ଥିବା ପୁଷ୍ଟିକର ଖାଦ୍ୟର ମଧ୍ୟ ପ୍ରାଇବୋଟିକ୍ ପ୍ରଭାବ ରହିଛି ।  ଏହାର ବ୍ୟବହାର ଫୁସଫୁସରେ ଭଲ ଜୀବାଣୁ ବୃଦ୍ଧି କରେ । କେବଳ ସେତିକି ନୁହେଁ, ଏହା ଖାଇବା ଦ୍ୱାରା ସର୍ଟ ଚେନ୍ ଫ୍ୟାଟି ଏସିଡ୍ ଉତ୍ପାଦନ ବୃଦ୍ଧି ପାଇପାରେ । ଯାହା ହଜମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବି ବଢ଼େ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହାକୁ ଖାଇବା ଉଚିତ୍ ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି । ଏପରିକି ପ୍ରତ୍ୟେକ ଦିନ ଏହାକୁ ଖାଇବାକୁ ପରାମର୍ଶ ଦିଆଯାଇଛି ।

Powered by Froala Editor

Tags Green Banana

Related articles Odisha News Lens 3.2

  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ
    ଦେଶ-ଦେଶାନ୍ତର

    ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ

    13426
    Mar 30, 2023
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ
    ଦେଶ-ଦେଶାନ୍ତର

    ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14351
    Mar 30, 2023
  • ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ?

    15419
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ
    ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14894
    Mar 30, 2023
  • ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ
    ଦେଶ-ଦେଶାନ୍ତର

    ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ

    15076
    Mar 30, 2023
  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା
    ଅପରାଧ

    ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

    13695
    Mar 29, 2023
  •  ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି
    ବିଶେଷ

    ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14125
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି
    ବିଶେଷ

    ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13699
    Mar 30, 2023
  • ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍
    ଦେଶ-ଦେଶାନ୍ତର

    ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍

    14804
    Mar 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14894
    Mar 30, 2023
  • ଦେଶ-ଦେଶାନ୍ତର

    ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ

    13426
    Mar 30, 2023
  • ବିଶେଷ

    ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13699
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • କୁନି ହାତରେ ଶକ୍ତିଶାଳୀ ଭାର

    15018
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13699
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14894
    Mar 30, 2023
  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14125
    Mar 30, 2023
  • ଆକ୍ୱାରିୟମ୍‌ରେ ଏହି ମାଛ ରଖନ୍ତୁ, ବଢ଼ିବ ଧନ ସମ୍ପତ୍ତି

    14240
    Mar 29, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19516
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19799
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19924
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21514
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14894
    Mar 30, 2023
  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ

    13426
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13699
    Mar 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In