Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, March 21, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ...

  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ...

  • ବଜେଟ ବନ୍ଦ ନକରିବାକୁ ...

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ...

  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର ...

  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ...

  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ...

  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ...

ବିଶେଷ
Home ›› ବିଶେଷ ››ତ୍ୱଚା ପାଇଁ ମଲ୍ଲୀ ଫୁଲ...

ତ୍ୱଚା ପାଇଁ ମଲ୍ଲୀ ଫୁଲ...

2023-03-16 23:27:23
15922
Share:
Facebook
Twitter
E-Mail
WhatsApp
Telegram
ତ୍ୱଚା ପାଇଁ ମଲ୍ଲୀ ଫୁଲ...

ମଲ୍ଲୀ ଫୁଲର ତ୍ୱଚା  ଉପକାରିତା-

 ମଲ୍ଲୀ ଫୁଲ କେବଳ କେଶ କି ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ବଚାର ବି ଶୋଭା ବଢାଇଥାଏ, ତାହେଲେ ଆପଣ ନିଶ୍ଚୟ ଖୁସି ହେବେ। ବାସ୍ତବରେ ଏହି କଥାଟି ସତ। ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି।  

ମଲ୍ଲୀ ଫୁଲକୁ ମୋଗରା, ଚମେଲି, ଅରେବିୟନ୍‌ ଜ୍ୟାସ୍‌ମିନ୍‌, ମଦନବନ, ସୟାଲି, କୁଣ୍ଡା ବା ମଲ୍ଲୀକା ଆଦି ନାମରେ ବି ଜଣାଯାଏ। ତେବେ ସୁଗନ୍ଧରେ ବ୍ୟବହୃତ ଏହି ମଲ୍ଲୀ ଫୁଲରେ ଭରୁପୁର ମାତ୍ରାରେ ମଶ୍ଚରାଇଜିଙ୍ଗ୍ ଗୁଣ ବି ରହିଛି।  ଯାହା ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ। ଏହାକୁ କିପରି ବ୍ୟବହାର କଲେ ଆପଣଙ୍କ ତ୍ବଚା ଏହି ଲାଭ ପାଇପାରିବ, ଆସନ୍ତୁ ଜାଣିବା

• ସ୍ମୁଥ୍ ସ୍କିନ୍ ପାଇଁ ମଲ୍ଲୀ ଫୁଲର ପ୍ୟୁରୀ ବା ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍‌କୁ ଡିପ୍‌ ମଶ୍ଚରାଇଜ୍‌ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ। ମଲ୍ଲୀ ଫୁଲ ବ୍ୟବହୃତ ପ୍ରଡକ୍ଟ ବି ବ୍ୟବହାର କରିପାରିବେ।

• ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରେ- ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ରୋକିବା ପାଇଁ ଘରେ ବନାନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ। ଏଥିପାଇଁ ଜସ୍ମିନ୍‌ ଏସେନ୍ସ ଅଏଲ୍‌ର ବ୍ୟବହାର କରିପାରିବେ। ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ସବୁଠାରୁ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍, ଯାହାର ବ୍ୟବହାର ଆପଣଙ୍କ ତ୍ୱଚାକୁ ଚମକ ଆଣିବାରେ ସାହାଯ୍ୟ କରେ।

• ବ୍ରଣ ସମସ୍ୟା ଦୂର ହେବ- ଏହି ଆକ୍‌ନେ ସମସ୍ୟାକୁ ଦୂର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ।

• ସନ୍‌ ଡ୍ୟାମେଜ୍‌- ସୂର୍ଯ୍ୟ କିରଣ ଦ୍ବାରା ହେଉଥିବା ସ୍କିନ୍ ଡ୍ୟାମେଜ୍‌କୁ ରୋକିବା ପାଇଁ  ମଲ୍ଲୀ ଫୁଲର ରସକୁ ମୁଁହରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କୁ ତୁରନ୍ତ ଫ୍ରେଶ୍‌ ଅନୁଭବ ହେବ। ଆପଣଙ୍କ ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କୁ ସତେଜ ଅନୁଭବ ହେବ।

• ଫେସ୍‌ ପ୍ୟାକ୍‌- ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ବନାନ୍ତୁ। ଏହାକୁ ସିଧା ସ୍କିନ୍‌ରେ ଲଗାନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ୍‌ ପର୍ୟ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

• କେଶ ପାଇଁ ବି ବ୍ୟବହାର କରିପାରିବେ- ମଲ୍ଲୀ ଫୁଲର ହାରରେ ଆପଣ କେଶକୁ ସଜେଇଥିବେ ବା ଦେଖିଥିବେ ନିଶ୍ଚୟ । କିନ୍ତୁ କେଶର ଡିପ୍‌ କଣ୍ଡିସ୍‌ନିଂଙ୍ଗ୍ ପାଇଁ ବି ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ ।

Powered by Froala Editor

Tags Jasmin flower

Related articles Odisha News Lens 3.2

  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌
    ଖେଳ ଖବର

    କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14351
    Mar 20, 2023
  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼
    ଦେଶ-ଦେଶାନ୍ତର

    ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼

    13524
    Mar 20, 2023
  •  ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ
    ଦେଶ-ଦେଶାନ୍ତର

    ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ

    14615
    Mar 21, 2023
  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ
    ଦେଶ-ଦେଶାନ୍ତର

    ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13871
    Mar 20, 2023
  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ
    ଦେଶ-ଦେଶାନ୍ତର

    ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13609
    Mar 20, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....
    ବିଶେଷ

    ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15019
    Mar 21, 2023
  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ
    ଦେଶ-ଦେଶାନ୍ତର

    ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ

    14157
    Mar 20, 2023
  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ

    15491
    Mar 21, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍
    ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15118
    Mar 21, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15019
    Mar 21, 2023
  • ଦେଶ-ଦେଶାନ୍ତର

    ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ

    14157
    Mar 20, 2023
  • ଦେଶ-ଦେଶାନ୍ତର

    ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13871
    Mar 20, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14539
    Mar 21, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15019
    Mar 21, 2023
  • ଶୋଇବା ବେଳେ ପାଣି ପିଉଛନ୍ତି କି, କରନ୍ତୁନି ଏଭଳି ଭୁଲ୍‌...

    13976
    Mar 20, 2023
  • ସ୍ୱାସ୍ଥ୍ୟ ପାଇଁ ରାମବାଣ ଆମ୍ବ ଚୋପା, ଜାଣନ୍ତୁ କ’ଣ ରହିଛି ଉପକାରିତା

    15483
    Mar 20, 2023
  • ପ୍ରତିଟି ଓଡିଆଙ୍କ ମନକଥା ବୁଝେ ପଖାଳ କଂସା

    13904
    Mar 20, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19509
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19791
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19917
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21506
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14351
    Mar 20, 2023
  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13871
    Mar 20, 2023
  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13609
    Mar 20, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In