ଅଗଷ୍ଟ ୧୫ରେ ରିଲିଜ ହେବ ସୂର୍ଯ୍ୟବଂଶୀ ଓ ବେଲ୍ ବଟମ୍

ଅଗଷ୍ଟ ୧୫ରେ ରିଲିଜ ହେବ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ସୂର୍ଯ୍ୟବଂଶୀ ଓ ବେଲ୍ ବଟମ୍ । ଏହି ଫିଲ୍ମ ରିଲିଜ ପୂର୍ବରୁ ଅନେକ ଦ୍ୱନ୍ଦ୍ୱ ଲାଗି ରହିଥିଲା । ତେବେ ସବୁ ଦ୍ୱନ୍ଦ୍ୱ ହଟାଇ ଅକ୍ଷୟ ଫିଲ୍ମର ରିଲିଜ ତାରିଖ କହିିଛନ୍ତି । ସ୍ୱାଧୀନତା ଦିବସରେ ଦୁଇଟି ପ୍ର୍ରତିକ୍ଷୀତ ଫିଲ୍ମ ରିଲିଜ ହେବ ବୋଲି ସେ କହିଛନ୍ତି । ଖୁବ୍ଶୀଘ୍ର ନିର୍ମାତା ଏହାର ରିଲିଜ ତାରିଖ ପ୍ରସ୍ତୁତ କରିବେ ବୋଲି ଅକ୍ଷୟ କହିଛନ୍ତି । ସେ ଖୁବ୍ ଆଶବାଦୀ ଅଛନ୍ତି ଯେ, ଫିଲ୍ମ ଦୁଇଟି ଦର୍ଶକଙ୍କୁ ପସନ୍ଦ ଆସିବ । ଏହାର କାହାଣୀ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ସେ କହିଛନ୍ତି ।
Powered by Froala Editor