Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ...

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ...

  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ...

  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ ...

  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ...

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ...

  • ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ...

  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ...

  • ଏକଜିଟ୍ ପୋଲ୍ ରିପୋର୍ଟ : ବେଙ୍ଗଲରେ ...

Home ›› ››ରାଜ୍ୟର ଏହି ଜିଲ୍ଲାରେ ସୁନା ଖଣି, ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

ରାଜ୍ୟର ଏହି ଜିଲ୍ଲାରେ ସୁନା ଖଣି, ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

2023-02-27 09:09:57
14432
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟର ଏହି ଜିଲ୍ଲାରେ ସୁନା ଖଣି, ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ  । ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି ? ଏ ନେଇ ବିଧାନସଭାରେ ସୁଧୀର କୁମାର ସାମଲ ପ୍ରଶ୍ନ କରିଥିଲେ ।  ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଦେବଗଡ ଅଡାସ ଅଞ୍ଚଳରେ ତମ୍ବାବାହି ପଥର ଜିଟୁ ସ୍ତରର ଜିଏସଟିଙ୍କ ଦ୍ୱାରା ଆକଳନ କରାଯାଇ ତମ୍ବାପଥର ସହିତ ୧୬୮୫କିଗ୍ରା ସୁନା ଥିବାର ସୂଚନା ରହିଛି । ଏତତ୍ ବ୍ୟତୀତ ଉକ୍ତ ଅଞ୍ଚଳରେ ତମ୍ବା ବାହି ପଥର ସହିତ ୬.୬୭ ମିଲିୟନ ଟନ୍ କପର, ୦.୬୩୮ ମିଲିୟନ ଟନ୍ ସିଲଭର ଏବଂ ୦.୧୦ ମିଲିୟନ ଟନ୍ ନିକେଲ ଥିବାର ଆକଳନ କରାଯାଇଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ତରଫରୁ ୧୯୭୭-୮୩ ଏବଂ ୧୯୮୯-୯୬ ମସିହାରେ ସୁନା ନିମନ୍ତେ କେନ୍ଦୁଝର ଜିଲ୍ଲାର ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ୨ଟି ସୁନାବାହୀ କ୍ୱାର୍ଟରସ ଭେନର ଅବସ୍ଥିତି ଜଣାଯାଇଥିଲା ଯେଉଁଥିଲେ କି ୧ଗ୍ରାମ ସୁନା ୧ଟନ୍ ପଠରରେ ଥିବାର ବିଶେଷ୍ଳଣରୁ ଜଣାପଡିଛି । ତନ୍ମମଧ୍ୟରୁ ଗୋପରୁ ନିକଟସ୍ଥ ଦକ୍ଷିଣ ପାର୍ଶ୍ୱରେ ୬୦ ମିଟର ଲମ୍ବ ଓ ୧ମି ଓସାର ଅଞ୍ଚଳରେ ଥିବା କ୍ୱାର୍ଟରସ ଭେନର୨.୫ ଗ୍ରାମରୁ ୧୦ଗ୍ରାମ ସୁନା ୧ଟନ୍ ପଥରରୁ ଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି । ଯାହାକି ଭୂପୃଷ୍ଠରୁ ୩୦ମିରୁ ୬୦ମି ତଳେ ଥିବାରୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉକ୍ତ ସମୟରେ ସବିଶେଷ ଆକଳନ ପାଇଁ କାର୍ୟ୍ୟପନ୍ଥା କରାଯାଇନଥିଲା ।
ସେହିପରି ୧୯୭୦-୭୧ ମସିହାରେ କେଲକୋଇ ନିକଟସ୍ଥ ସଲେିକନା ପରିପାଶ୍ୱର୍ରେ ନାଳ ଅବବାହିକା ଓ ଶଯ୍ୟାର ପ୍ଲେସର ହରିଜୋନରେ ୧ଗ୍ରାମ ସୁନା ୧ଟନ୍ ମାଟିରୁ ଥିବାର ପ୍ରାରମ୍ଭିକ ସୂଚନା ମିଳିଛି । ଇଡେଇକୁଚା-ମାରେଡିହି-ବାଦାମପାହାଡ ଇତ୍ୟାଦି ଅଞ୍ଚଳରେ ଥିବା ସୁନାବାହୀ ପଥରରେ ୦.୧ ରୁ ୨.୬ ଗ୍ରାମ ସୁନା ୧ ଟନ୍ ପଥରରୁ ଆକଳନ କରାଯାଇଛି । ଅନ୍ୟପକ୍ଷରେ ୧୯୭୦-୭୧ ମସିହାରେ ଅନୁସନ୍ଧାନ କରାଯାଇ ସୁଲେଇପାଟ ଅଞ୍ଚଳରେ ଧୁସୁରା ପାହାଡରେ ୦.୧ ରୁ ୦.୮ ଗ୍ରାମ ସୁମା ୧ଟନ୍ ପଠରରୁ ଥିବାରୁ ଆକଳନ କରାଯାଇଛି ।

Powered by Froala Editor

Tags Assembly

Related articles Odisha News Lens 4.1

  • ବାଂଲାଦେଶରେ ମିଳିମିଳା ମହାମାରୀ  !୨୫୦ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ

    14478
    Apr 29, 2026
  • ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା
    ଦେଶ-ଦେଶାନ୍ତର

    ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା

    15035
    Apr 29, 2026
  • ଏକଜିଟ୍ ପୋଲ୍ ରିପୋର୍ଟ :  ବେଙ୍ଗଲରେ କ୍ଷମତାକୁ ଆସିପାରେ ବିଜେପି
    ଦେଶ-ଦେଶାନ୍ତର

    ଏକଜିଟ୍ ପୋଲ୍ ରିପୋର୍ଟ : ବେଙ୍ଗଲରେ କ୍ଷମତାକୁ ଆସିପାରେ ବିଜେପି

    15032
    Apr 29, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15397
    Apr 30, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ
    ବିଶେଷ

    ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13609
    Apr 30, 2026
  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...
    ଦେଶ-ଦେଶାନ୍ତର

    ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...

    15232
    Apr 30, 2026
  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ
    ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15202
    Apr 30, 2026
  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ
    ଦେଶ-ଦେଶାନ୍ତର

    କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14220
    Apr 30, 2026
  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...

    15328
    Apr 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ

    14478
    Apr 29, 2026
  • ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15202
    Apr 30, 2026
  • ଦେଶ-ଦେଶାନ୍ତର

    ଏକଜିଟ୍ ପୋଲ୍ ରିପୋର୍ଟ : ବେଙ୍ଗଲରେ କ୍ଷମତାକୁ ଆସିପାରେ ବିଜେପି

    15032
    Apr 29, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17446
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17495
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17854
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16325
    Apr 03, 2021

ବିଶେଷ

  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13609
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15988
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15936
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14554
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14359
    Apr 24, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15364
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15099
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15595
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13905
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13609
    Apr 30, 2026
  • ଏକଜିଟ୍ ପୋଲ୍ ରିପୋର୍ଟ : ବେଙ୍ଗଲରେ କ୍ଷମତାକୁ ଆସିପାରେ ବିଜେପି

    15032
    Apr 29, 2026
  • ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ

    14478
    Apr 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In