Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ...

  • ଏଣିକି ଦ୍ୱିତୀୟ ବିବାହ କଲେ ଭୋଗିବେ ୧୦ ...

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

  • ରାମ ମନ୍ଦିରର ପତାକାରେ କୋବିଦାର ଗଛ, ...

  • ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ

  • ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ...

  • ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ...

  • ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ...

  • ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବିଶ୍ୱର ଦ୍ୱିତୀୟ ଟ୍ରାଫିକ ଜାମ ସହର ର‍୍ୟାକିଂରେ ବେଙ୍ଗାଲୁର

ବିଶ୍ୱର ଦ୍ୱିତୀୟ ଟ୍ରାଫିକ ଜାମ ସହର ର‍୍ୟାକିଂରେ ବେଙ୍ଗାଲୁର

2023-02-16 07:21:52
16054
Share:
Facebook
Twitter
E-Mail
WhatsApp
Telegram
ବିଶ୍ୱର ଦ୍ୱିତୀୟ ଟ୍ରାଫିକ ଜାମ ସହର ର‍୍ୟାକିଂରେ ବେଙ୍ଗାଲୁର

ବେଙ୍ଗାଲୁର : ୨୦୨୨ରେ ବିଶ୍ୱର ଟ୍ରାଫିକ ଜାମ ବା ଭିଡ଼ ସହର ର‍୍ୟାକିଂରେ ବେଙ୍ଗାଲୁର ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିଲା  । ଡଚ ଲୋକେସନ ଟେକ୍ନୋଲୋଜି ବିଶେଷଜ୍ଞ ଟମଟମ ପକ୍ଷରୁ ପ୍ରକାଶିତ ଟ୍ରାଫିକ ସୂଚକାଙ୍କରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି  । ବିଶ୍ୱର ସବୁଠାରୁ ଟ୍ରାଫିକ ଜାମ୍‌ ସହର ଭାବେ ଲଣ୍ଡନ ଏକ ନମ୍ବରରେ ରହିଛି  ।

ବେଙ୍ଗାଲୁରର ପ୍ରମୁଖ ବା ମୁଖ୍ୟ ଅଂଚଳରେ ୧୦ କିଲୋମିଟର ଯିବା ପାଇଁ ହାରହାରି ୨୯ ମିନିଟ ୧୦ ସେକେଣ୍ଡ ଲାଗିଥାଏ  । ଗହଳି ସମୟରେ ବେଙ୍ଗାଲୁରରେ ହାରହାରି ବେଗ ୧୮ କିଲୋମିଟର ରହିଥିଲା  । ଅବଶ୍ୟ ୨୦୨୧ରେ ହାରାହାରି ବେଗ ୧୪ କିଲୋମିଟର ରହିଥିଲା  ।
ଅପରପକ୍ଷରେ ଲଣ୍ଡନ ବିଶ୍ୱର ସବୁଠାରୁ ଟ୍ରାଫିକ ଜାମ ବା ଭିଡ଼ ସହର ଭାବେ ପରିଚିତ  । ସେଠାରେ ୧୦ କିଲୋମିଟର ଯିବା ପାଇଁ ୩୬ ମିନିଟ ୨୦ ସେକେଣ୍ଡ ଲାଗିଥାଏ  ।

ସିଟି ସେଂଟର ବର୍ଗରେ ଆୟାର୍ଲାଣ୍ଡର ଡବଲିନ ତୃତୀୟ ସ୍ଥାନରେ ଥିବାବେଳେ ଜାପାନର ସାପୋରୋ ଚତୁର୍ଥ, ଇଟାଲୀର ମିଲନ ୫ମ ଓ ପୁନେ ଷଷ୍ଠ ସ୍ଥାନରେ ରହିଛି  । ଏହି ତାଲିକାରେ ଦିଲ୍ଲୀ ୩୪ ତମ ସ୍ଥାନରେ ଥିବାବେଳେ ମୁମ୍ବାଇ ୪୭ ତମ ସ୍ଥାନରେ ଅଛି  । ଅପରପକ୍ଷରେ ମେଟ୍ରୋ ଅଂଚଳ ବର୍ଗରେ ବୋଗୋଟା ସବୁଠାରୁ ଭିଡ଼ ସହରରେ ପରିଣତ ହୋଇଛି  । ଏହାପଛକୁ ମାନିଲା, ସାପୋରୋ, ଲିମା ରହିଛି  । ତେବେ ଏହି ବର୍ଗରେ ବି ବେଙ୍ଗାଲୁର ପଂଚମ ସ୍ଥାନରେ ରହିଥିବାବେଳେ ଷଷ୍ଠ ସ୍ଥାନରେ ରହିଛି ମୁମ୍ବାଇ  । ଏହାଛଡ଼ା ତାଲିକାରେ ନାଗୋୟା, ପୁନେ, ଟୋକିଓ ଓ ବୁକାରେଷ୍ଟ ମଧ୍ୟ ଅଛି  । 

ମେଟ୍ରୋ ପଲିଟାନ ଅଂଚଳରେ ବାଙ୍ଗୋଲୋରବାସୀ ୧୦ କିମି ବାଟ ଯିବା ପାଇଁ ୨୩ ମିନିଟ ୪୦ ସେକେଣ୍ଡ ନେଇଥା’ନ୍ତି  । ଯେତେବେଳେକି ହାରାହାରି ବେଗ ୨୨କିମି ରହିଥାଏ  । ୨୦୨୧ରେ ବେଙ୍ଗାଲୁର ଏହି ତାଲିକାର ଦଶମ ସ୍ଥାନରେ ଥିବାବେଳେ ୨୦୨୦ରେ ତାହା ଷଷ୍ଠ ସ୍ଥାନରେ ରହିଥିଲା  । ବେଙ୍ଗାଲୁରବାସୀ ୨୬୦ ଘଂଟା ଗାଡ଼ି ଚଳାଇବାରେ ବ୍ୟବହାର କରୁଥିବାବେଳେ କେବଳ ଗହଳି ପାଇଁ ୧୩୪ ଘଂଟା ଯାଇଥାଏ  । ଟ୍ରାଫିକ ଗହଳି ଯୋଗୁଁ ବାର୍ଷିକ ୨୭୫ କେଜି ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ । ବାଙ୍ଗୋଲୋରରେ ଶୁକ୍ରବାର ସଂଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ସର୍ବାଧିକ ଗହଳି ଥାଏ  ।

Powered by Froala Editor

Tags Traffic

Related articles Odisha News Lens 4.1

  • ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ
    ଦେଶ-ଦେଶାନ୍ତର

    ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ

    15721
    Nov 25, 2025
  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି

    14997
    Nov 26, 2025
  • ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    15277
    Nov 25, 2025
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14500
    Nov 26, 2025
  • ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ
    ଦେଶ-ଦେଶାନ୍ତର

    ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ

    15644
    Nov 25, 2025
  • ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ଉଡ଼ାଣ ବାତିଲ
    ଦେଶ-ଦେଶାନ୍ତର

    ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ଉଡ଼ାଣ ବାତିଲ

    15450
    Nov 25, 2025
  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ
    ବିଶେଷ

    ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13602
    Nov 26, 2025
  • ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ
    ଦେଶ-ଦେଶାନ୍ତର

    ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ

    14125
    Nov 25, 2025
  • ଏଣିକି ଦ୍ୱିତୀୟ ବିବାହ କଲେ ଭୋଗିବେ ୧୦ ବର୍ଷ କାରାଦଣ୍ଡ
    ଦେଶ-ଦେଶାନ୍ତର

    ଏଣିକି ଦ୍ୱିତୀୟ ବିବାହ କଲେ ଭୋଗିବେ ୧୦ ବର୍ଷ କାରାଦଣ୍ଡ

    13552
    Nov 26, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ

    14688
    Nov 25, 2025
  • ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14500
    Nov 26, 2025
  • ଦେଶ-ଦେଶାନ୍ତର

    ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ

    15721
    Nov 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16864
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16960
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17305
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15777
    Apr 03, 2021

ବିଶେଷ

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13602
    Nov 26, 2025
  • ଘରେ ପ୍ରବଳ ମଶା ହେଉଥିଲେ, ଏହି ଉପାୟ ନିଶ୍ଚିନ୍ତ କରନ୍ତୁ.....

    15484
    Nov 25, 2025
  • ଏହି ବାସ୍ତୁ ନିୟମକୁ ଆପଣେଇ ପଢ଼ନ୍ତୁ ପାଠ

    14884
    Nov 24, 2025
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ, ହୋଇଥାଏ ଏହି ଅସୁବିଧା

    15188
    Nov 23, 2025
  • ଶୀତଦିନେ ବରମ୍ବାର ପିଅନ୍ତୁନି ଚା ଓ କଫି

    15241
    Nov 23, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14854
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14735
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14324
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13972
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13602
    Nov 26, 2025
  • ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    15277
    Nov 25, 2025
  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି

    14997
    Nov 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In