ବଜେଟ: ଏହି ଜିନିଷ ହେଲା ମହଙ୍ଗା, ଏହି ଜିନିଷ ହେଲା ଶସ୍ତା
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ।
ତେବେ ଏହି ବଜେଟରେ କିଛି ଜିନିଷ ମହଙ୍ଗା ହୋଇଥିବା କିଛି ଜିନିଷ ଶସ୍ତା ହୋଇଛି ।
କ’ଣ ମହଙ୍ଗା ହେଲା:
ସିଗାରେଟ
ସୁନା
ରୁପା
ପୋଷାକ
କ’ଣ ଶସ୍ତା ହେଲା:
ମୋବାଇଲ
ଷ୍ଟିଲ
ଟିଭ
ହେଡ ଫୋନ
ଇଲେକ୍ଟି୍ର ଗାଡ଼ି
କ୍ୟାମେରା ଲେନ୍ସ
ସାଇକେଲ
ଅଟୋମୋବାଇଲ
Powered by Froala Editor