Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ...

  • ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ...

  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ...

  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ...

  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ...

  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

2023-02-01 05:32:35
15510
Share:
Facebook
Twitter
E-Mail
WhatsApp
Telegram
ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:କିଛି ସମୟର ପ୍ରତୀକ୍ଷା । ଆସିବ କେନ୍ଦ୍ରୀୟ ବଜେଟ ୨୦୨୩ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଆସିବ ।  ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ । ତେବେ ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ।  ସେଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ବଜେଟକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି । ଆଉ ତା’ପରେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପହଞ୍ଚିଥିବା ଜଣାଯାଇଛି ।   ଦିନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ସାଧାରଣ ବଜେଟ ଉପସ୍ଥାପନ କରିବେ । 

ଏହି ବଜେଟରେ କେନ୍ଦ୍ର ସରକାର ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି ।  ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଟିକସ ରିହାତି ସମ୍ଭାବନା ରହିଛି ।  ଗ୍ରାମୀଣ ନିଯୁକ୍ତି ଓ ଗୃହ ନିର୍ମାଣ ଆଦିକୁ ପ୍ରାଧାନ୍ୟ ମିଳିପାରେ ବୋଲି କୁହାଯାଉଛି । 

ଅନ୍ୟପକ୍ଷରେ ବଜେଟ ପୂର୍ବରୁ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସ ୪୦୦ ପଏଣ୍ଟରୁ ଅଧିକ ବଢିଛି ।  ସେହିପରି ଏନଏସଇ ନିଫ୍ଟି ୧୦୬ ପଏଣ୍ଟ ବଡି ୧୭, ୭୬୮ରେ ପହଞ୍ଚିଛି । 

ଚଳିତ ବର୍ଷର ବଜେଟ୍ ଅଧିବେଶନ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୬ ପର୍ୟ୍ୟନ୍ତ ୨୭ଟି ବୈଠକ ଅନୁଷ୍ଠିତ ହେବ । । ଯେଉଁଥିରେ ବଜେଟ୍ କାଗଜପତ୍ର ଯାଞ୍ଚ ପାଇଁ ଏକ ମାସର ବିରତି ରହିବ। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ ରେ ଶେଷ ହେବ । ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ୍ ୬ରେ ଶେଷ ହେବ।

Powered by Froala Editor

Tags Budget

Related articles Odisha News Lens 4.1

  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି
    ଦେଶ-ଦେଶାନ୍ତର

    ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି

    14940
    Jul 14, 2026
  •  ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ
    ଦେଶ-ଦେଶାନ୍ତର

    ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14853
    Jul 14, 2026
  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’
    ଦେଶ-ଦେଶାନ୍ତର

    ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14609
    Jul 14, 2026
  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...

    15164
    Jul 14, 2026
  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ
    ଦେଶ-ଦେଶାନ୍ତର

    ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

    15205
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...
    ବାଣିଜ୍ୟ

    ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...

    13498
    Jul 14, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି
    ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    13952
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...

    15561
    Jul 14, 2026
  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ
    ଦେଶ-ଦେଶାନ୍ତର

    କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14605
    Jul 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି

    14940
    Jul 14, 2026
  • ଦେଶ-ଦେଶାନ୍ତର

    ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14609
    Jul 14, 2026
  • ଦେଶ-ଦେଶାନ୍ତର

    ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

    15205
    Jul 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16976
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17586
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17640
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18041
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14573
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14857
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15607
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15714
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15526
    Jul 05, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13498
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14656
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15845
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15713
    Jun 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି

    15164
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15561
    Jul 14, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    13952
    Jul 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In