ହାତୀ ଶିକାର ଘଟଣାରେ ୪ ଗିରଫ
ବାରିପଦା: ଶିମିଳିପାଳ ହାତୀ ଶିକାର ଘଟଣାରେ ବିଳମ୍ବିତ ରାତିରେ ବିଶୋଇ ପୁଲିସ ଦାନ୍ତ ସହିତ ୪ ଶିକାରୀଙ୍କୁ ଗିରଫ କରିଛି।ଗିରଫ ପରେ ଶିକାରୀଙ୍କ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି। ଗତ ୨୧ ତାରିଖରେ ବନ ବିଭାଗ ଏକ ହାତୀର ଗଳିତ ମୃତ ଦେହକୁ ଠାବ କରି ତଦନ୍ତ କରୁଥିବା ବେଳେ ଗିରଫ କରିବାରେ ସଫଳ ହୋଇଛି।
Powered by Froala Editor