Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, March 31, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଧିକ ଲୁଣ ସାଜିବ ଜହର

  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ ...

  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା ...

  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ...

  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ...

  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ...

  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ...

  • ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ...

  • ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ...

  • ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ପ୍ରଥମ ଦିନରେ କେତେ ରୋଜଗାର କଲା ଜାଣନ୍ତୁ

ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ପ୍ରଥମ ଦିନରେ କେତେ ରୋଜଗାର କଲା ଜାଣନ୍ତୁ

2023-01-26 23:32:25
15685
Share:
Facebook
Twitter
E-Mail
WhatsApp
Telegram
ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ପ୍ରଥମ ଦିନରେ କେତେ ରୋଜଗାର କଲା ଜାଣନ୍ତୁ

ମୁମ୍ବାଇ; ବହୁ ବାଦବିବାଦ ପରେ ପରଦାକୁ ଆସିଛି ବଲିଉଡ୍ ଫିଲ୍ମ ପଠାନ୍ । ବୁଧବାର ଏହାକୁ ରିଲିଜ୍ କରାଯାଇଛି । ଆଉ ଏହା ହଲ୍‌କୁ ଆସିବା ପରେ ଏବେ ବକ୍ସ ଅଫିସରେ ରାଜ କରୁଛି । ବୁଧବାର କୌଣସି ଛୁଟିଦିନ ନଥାଇ ମଧ୍ୟ ଏହା ଭଲ ରୋଜଗାର କରିଛି । ପ୍ରଥମ ଦିନରେ ୫୫ କୋଟି କମାଇଛି । ଯାହାକି ରେକର୍ଡ ସୃଷ୍ଟି କରିଛି ବୋଲି କୁହାଯାଉଛି । ଏହା କେଜିଏଫ୍‌-୨ ଫିଲ୍ମର ରେକର୍ଡ ଭାଙ୍ଗିଛି ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଏହା ନିଶ୍ଚିତ ଭାବେ ଭଲ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି ।  

ୟଶ ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ଜବରଦସ୍ତ ଆକ୍ସନକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି । ଏଥିସହିତ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ଫିଲ୍ମ ପାଇଁ କାଷ୍ଟ୍‌ମାନେ କଠିନ ପରିଶ୍ରମ କରିଛନ୍ତି । ଯାହା ପରଦାରେ ସ୍ପଷ୍ଟ ଦେଖାଯାଉଛି । ଏହି ଫିଲ୍ମ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ଶାହାରୁଖ ପରଦାକୁ ଫେରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଜିରୋ, ଯାହା ୨୦୧୮ରେ ମୁକ୍ତିଲାଭ କରିଥିଲା । ଫିଲ୍ମରେ ଜନ୍‌ ଆବ୍ରାହମ୍‌ଙ୍କୁ ନକାରାତ୍ମକ ଚରିତ୍ରରେ ଅଭିନୟ କରିଛନ୍ତି । ଦୀପିକା ଲିଡ୍‌ ରୋଲରେ ନଜର ଆସିଛନ୍ତି । ଫିଲ୍ମର ଗୀତ 'ବେସରମ ରଙ୍ଗ' ସହିତ ପରଦାରେ ନିଆଁ ଲଗାଇ ଦେଇଛନ୍ତି ।

Powered by Froala Editor

Tags pathaan

Related articles Odisha News Lens 3.2

  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ
    ଦେଶ-ଦେଶାନ୍ତର

    ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15033
    Mar 30, 2023
  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା
    ଦେଶ-ଦେଶାନ୍ତର

    ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା

    15355
    Mar 30, 2023
  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...
    ଦେଶ-ଦେଶାନ୍ତର

    ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...

    13326
    Mar 30, 2023
  • ଅଧିକ ଲୁଣ ସାଜିବ ଜହର
    ବିଶେଷ

    ଅଧିକ ଲୁଣ ସାଜିବ ଜହର

    13223
    Mar 31, 2023
  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ
    ଦେଶ-ଦେଶାନ୍ତର

    ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ

    13596
    Mar 30, 2023
  • ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ
    ଦେଶ-ଦେଶାନ୍ତର

    ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ

    15246
    Mar 30, 2023
  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ
    ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14457
    Mar 30, 2023
  • ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ?

    15593
    Mar 30, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ
    ବିଶେଷ

    ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15338
    Mar 31, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14457
    Mar 30, 2023
  • ବିଶେଷ

    ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15338
    Mar 31, 2023
  • ଦେଶ-ଦେଶାନ୍ତର

    ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍

    14974
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଅଧିକ ଲୁଣ ସାଜିବ ଜହର

    13223
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15338
    Mar 31, 2023
  • କୁନି ହାତରେ ଶକ୍ତିଶାଳୀ ଭାର

    15184
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13865
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    15062
    Mar 30, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19516
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19799
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19924
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21514
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15033
    Mar 30, 2023
  • ଅଧିକ ଲୁଣ ସାଜିବ ଜହର

    13223
    Mar 31, 2023
  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ

    13596
    Mar 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In