Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, February 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର

  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

  • ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ...

  • ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ...

  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ...

  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ...

  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ...

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

  • ସାନ ଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅକୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବିମାନ ଦୁର୍ଘଟଣାରେ ଲୋକଗାୟିକାଙ୍କ ମୃତ୍ୟୁ, ବାତିଲ ହେଲା କାର୍ଯ୍ୟକ୍ରମ

ବିମାନ ଦୁର୍ଘଟଣାରେ ଲୋକଗାୟିକାଙ୍କ ମୃତ୍ୟୁ, ବାତିଲ ହେଲା କାର୍ଯ୍ୟକ୍ରମ

2023-01-16 23:22:50
15107
Share:
Facebook
Twitter
E-Mail
WhatsApp
Telegram
ବିମାନ ଦୁର୍ଘଟଣାରେ ଲୋକଗାୟିକାଙ୍କ ମୃତ୍ୟୁ, ବାତିଲ ହେଲା କାର୍ଯ୍ୟକ୍ରମ

ନେପାଳରେ ହୋଇଥିବା ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ନେପାଳର ନାମୀ ଲୋକ ଗାୟିକା ନିରା ଛନ୍ତୟାଲଙ୍କର ବି ମୃତ୍ୟୁ ହୋଇଛି । ଏ ଖବର ତାଙ୍କ ଭଉଣୀ ହୀରା ଛନ୍ତୟାଲ ଶେରଚନ ଦେଇଛନ୍ତି ।

ହୀରା ସୂଚନା ଦେଇଛନ୍ତି କି, ଗାୟିକା ନୀରା ପୋଖରାରେ ନେପାଳ ଚଂଟୟାଲ ୟୁଥ ଆସୋସିଏଶନର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ।  ସେଠାରେ ସେ ଏକ ମ୍ୟୁଜିକ ଶୋ କରିଥାଆନ୍ତେ । ଏହି ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ନୀରା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିଲେ । ଆଉ କହିଥିଲେ ସେ ମକର ସଂକ୍ରାନ୍ତିରେ ପୋଖରାରେ ଥିବେ । କିନ୍ତୁ ତା ପୂର୍ବରୁ ନୀରାଙ୍କ ପରଲୋକ ହୋଇଛି । ଏ ଖବର ପରେ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଛି ।


Powered by Froala Editor

Tags niraa

Related articles Odisha News Lens 3.2

  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି
    ଦେଶ-ଦେଶାନ୍ତର

    ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

    13789
    Feb 07, 2023
  • ସାନ ଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅକୁ ବାହା କରିଦେଲେ, ଏବେ ବର କହୁଛି ଆତ୍ମହତ୍ୟା କରିବି
    ଦେଶ-ଦେଶାନ୍ତର

    ସାନ ଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅକୁ ବାହା କରିଦେଲେ, ଏବେ ବର କହୁଛି ଆତ୍ମହତ୍ୟା କରିବି

    14044
    Feb 06, 2023
  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ  ଦଳ
    ଦେଶ-ଦେଶାନ୍ତର

    ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ ଦଳ

    13600
    Feb 07, 2023
  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର
    ମନୋରଞ୍ଜନ

    ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14849
    Feb 07, 2023
  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15133
    Feb 07, 2023
  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା
    ବିଶେଷ

    ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14610
    Feb 07, 2023
  •  ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି
    ଦେଶ-ଦେଶାନ୍ତର

    ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

    13854
    Feb 07, 2023
  •  ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ

    13723
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ
    ବିଶେଷ

    ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13388
    Feb 07, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ

    13723
    Feb 07, 2023
  • ମନୋରଞ୍ଜନ

    ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14849
    Feb 07, 2023
  • ଦେଶ-ଦେଶାନ୍ତର

    ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15133
    Feb 07, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14610
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13388
    Feb 07, 2023
  • ବିବାହରେ ବିଳମ୍ବ ହେଉଥିଲେ, ସେବନ କରନ୍ତୁ ଏହି ରଙ୍ଗ ଜିନିଷ

    14558
    Feb 06, 2023
  • ସ୍ୱାସ୍ଥ୍ୟ ପାଇଁ ଜରୁରୀ କଞ୍ଚାଲଙ୍କା

    15561
    Feb 06, 2023
  • ବିଳାସମୟ ଜୀବନ ଅତିବାହିତ କରୁଛି କୁକୁର

    15568
    Feb 05, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18814
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19085
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19219
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20814
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15133
    Feb 07, 2023
  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ ଦଳ

    13600
    Feb 07, 2023
  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14849
    Feb 07, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In