Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, March 31, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ...

  • ଅଧିକ ଲୁଣ ସାଜିବ ଜହର

  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ ...

  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା ...

  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ...

  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ...

  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ...

  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ...

  • ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ...

  • ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ନ୍ୟୁୟର୍କରେ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ପାଇଲେ ରାଜାମୌଲି

ନ୍ୟୁୟର୍କରେ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ପାଇଲେ ରାଜାମୌଲି

2023-01-06 01:51:08
15922
Share:
Facebook
Twitter
E-Mail
WhatsApp
Telegram
ନ୍ୟୁୟର୍କରେ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ପାଇଲେ ରାଜାମୌଲି

ବାହୁବଲୀ ଫିଲ୍ମର କ୍ରେଜ ପରେ ଆରଆରଆର ଫିଲ୍ମ ଧୁମ୍ ମଚାଇଛି । ତେବେ ଏହି ଫିଲ୍ମର ଶ୍ରେୟ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କୁ ଯାଉଛି । ନିକଟରେ ସେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ-୨୦୨୨ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍ତି। ନିର୍ଦ୍ଦେଶକ ରାଜାମୌଲି ପୁରସ୍କାର ଗ୍ରହଣ କରି କହିଥିଲେ, ପାଶ୍ଚାତ୍ୟ ଦେଶରେ 'ଆର୍‌ଆର୍‌ଆର୍‌'କୁ ସେହି ଭଲପାଇବା ମିଳିଛି, ଯେଭଳି ଭାରତରେ ମିଳିଥିଲା। ଏଥିସହ ଭାରତୀୟଙ୍କ ଭଳି ସମାନ ପ୍ରତିକ୍ରିୟା ମଧ୍ୟ ଏଠାରେ ଦେଖିବାକୁ ପାଇଛି। ଭାରତକୁ ଗୌରବାନ୍ବିତ କରିଥିବାରୁ ନିର୍ଦ୍ଦେଶକଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରୁଛନ୍ତି। ନିର୍ଦ୍ଦେଶକ ତାଙ୍କ ସ୍ତ୍ରୀ ରମା ରାଜାମୌଲି, ପୁଅ ଏସ୍‌ ଏସ୍‌ କାର୍ତ୍ତିକେୟ ଏବଂ ପରିବାରଙ୍କ ସହ ପୁରସ୍କାର ଶୋ'ରେ ଯୋଗ ଦେଇଥିଲେ।

Powered by Froala Editor

Tags rajamouli

Related articles Odisha News Lens 3.2

  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...
    ଦେଶ-ଦେଶାନ୍ତର

    ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...

    13336
    Mar 30, 2023
  • ଅଧିକ ଲୁଣ ସାଜିବ ଜହର
    ବିଶେଷ

    ଅଧିକ ଲୁଣ ସାଜିବ ଜହର

    13233
    Mar 31, 2023
  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା
    ଦେଶ-ଦେଶାନ୍ତର

    ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା

    15365
    Mar 30, 2023
  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ
    ଦେଶ-ଦେଶାନ୍ତର

    ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15043
    Mar 30, 2023
  • ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ
    ଦେଶ-ଦେଶାନ୍ତର

    ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ

    15256
    Mar 30, 2023
  • ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ?

    15603
    Mar 30, 2023
  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ
    ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14467
    Mar 30, 2023
  • ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ
    ଦେଶ-ଦେଶାନ୍ତର

    ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ

    13606
    Mar 30, 2023
  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ

    14359
    Mar 31, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14467
    Mar 30, 2023
  • ଦେଶ-ଦେଶାନ୍ତର

    ଏଣିକି ଜରୁରୀ ଔଷଧରୁ ଛାଡ ହେବ ଆମଦାନୀ ଶୁଳ୍କ

    13606
    Mar 30, 2023
  • ବିଶେଷ

    ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15348
    Mar 31, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଅଧିକ ଲୁଣ ସାଜିବ ଜହର

    13233
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15348
    Mar 31, 2023
  • କୁନି ହାତରେ ଶକ୍ତିଶାଳୀ ଭାର

    15194
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13875
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    15072
    Mar 30, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19517
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19800
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19925
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21514
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14467
    Mar 30, 2023
  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ଟେଣ୍ଟ ଜଳିଗଲା

    13336
    Mar 30, 2023
  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15043
    Mar 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In