Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, February 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ...

  • ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ

  • କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ...

  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ...

  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ...

  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ...

  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

  • ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ...

  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କିନ୍ନରଙ୍କୁ ଯୌନ ନିର୍ଯାତନା ଦେଇ ଡ୍ରାଇଭର ଗିରଫ

କିନ୍ନରଙ୍କୁ ଯୌନ ନିର୍ଯାତନା ଦେଇ ଡ୍ରାଇଭର ଗିରଫ

2022-12-27 17:33:55
14456
Share:
Facebook
Twitter
E-Mail
WhatsApp
Telegram
କିନ୍ନରଙ୍କୁ ଯୌନ ନିର୍ଯାତନା ଦେଇ ଡ୍ରାଇଭର ଗିରଫ

ମୁମ୍ବାଇରେ ଜଣେ ୨୭ ବର୍ଷୀୟ ଟ୍ୟାକ୍ସି ଡ୍ରାଇଭର ଜଣେ କିନ୍ନରଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ବଳ ପୂର୍ବକ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଛି। ଗୋଭାଣ୍ଡିର ରଫିକ ନଗରରେ ଏକ ନିଛାଟିଆ ସ୍ଥାନରେ ଏପରି ଘଟଣା ଘଟିଛି। ନିର୍ଯାତନାର ଶିକାର ହୋଇଥିବା କିନ୍ନରଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିବା ବେଳେ ଆଉ ଜଣେ କିନ୍ନର ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।  ଏହି ଘଟଣାରେ ପୁଲିସ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗିରଫ କରିଛି। ଗିରଫ କରିବା ପରେ ଅଭିଯୁକ୍ତକୁ ପୁଲିସ୍‌ ରିମାଣ୍ତରେ ନେଇଛି।

ଶୁକ୍ରବାର ରାତିରେ ପୀଡ଼ିତ କିନ୍ନର ଜଣଙ୍କ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ଡ୍ରାଇଭର ଓ ତା’ର ଦୁଇ ଜଣ ସହଯୋଗୀ ତାଙ୍କୁ କମେଣ୍ଟ ମାରିଥିଲେ। କିଛି ସମୟ ଏପରି ଚାଲିବା ପରେ ଟ୍ୟାକ୍ସି ଡ୍ରାଇଭର ଜଣଙ୍କ କିନ୍ନରଙ୍କୁ ରାସ୍ତା କଡ଼କୁ ଭିଡ଼ି ନେଇ ଦୁଷ୍କର୍ମ କରିଥିଲା। ସେ ଚିତ୍କାର କରିବାରୁ ଆଉ ଜଣେ କିନ୍ନର ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ। କିନ୍ତୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଫେରାର ହୋଇଯାଇଥିଲା।

Powered by Froala Editor

Tags kinner

Related articles Odisha News Lens 4.1

  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ
    ବିଶେଷ

    ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    13996
    Feb 27, 2026
  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ
    ଦେଶ-ଦେଶାନ୍ତର

    ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ

    13824
    Feb 26, 2026
  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ
    ମନୋରଞ୍ଜନ

    ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

    13853
    Feb 26, 2026
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ
    ଦେଶ-ଦେଶାନ୍ତର

    ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14372
    Feb 26, 2026
  • ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ
    ଦେଶ-ଦେଶାନ୍ତର

    ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ

    15647
    Feb 26, 2026
  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି

    13489
    Feb 27, 2026
  • କୋଲକାତାରେ ଶକ୍ତିଶାଳୀ ଭୂକମ୍ପ
    ଦେଶ-ଦେଶାନ୍ତର

    କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

    14596
    Feb 27, 2026
  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ
    ଦେଶ-ଦେଶାନ୍ତର

    ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

    15784
    Feb 26, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....
    ବିଶେଷ

    ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    14081
    Feb 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

    13853
    Feb 26, 2026
  • ଦେଶ-ଦେଶାନ୍ତର

    ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି

    13489
    Feb 27, 2026
  • ଦେଶ-ଦେଶାନ୍ତର

    କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

    14596
    Feb 27, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17354
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17423
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17769
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16242
    Apr 03, 2021

ବିଶେଷ

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    14081
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    13996
    Feb 27, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    14066
    Feb 26, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    15367
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15901
    Feb 23, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15120
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14971
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14484
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16099
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

    15784
    Feb 26, 2026
  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି

    13489
    Feb 27, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    13996
    Feb 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In