Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ...

  • ଭାରତରେ ପ୍ରଥମଥର ସ୍ୱଦେଶୀ ଏଚ୍‌-୫ଏନ୍‌-୧ ...

  • ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

  • ସମାରୋହରୁ ଫେରୁଥିଲେ, କେନାଲକୁ ...

  • ହିମାଚଳ ପ୍ରଦେଶରେ ବେଆଇନ ଔଷଧ କାରଖାନା ...

  • ୧୫ କୋଟିର ବ୍ୟବସାୟ ଛାଡ଼ି ଜୈନ ଦୀକ୍ଷା ...

  • ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ

  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ...

  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ...

  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ...

ରାଜ୍ୟ
Home ›› ରାଜ୍ୟ ››ପ୍ରେମିକର ଆକ୍ରମଣରେ ପ୍ରେମିକାର ଭାଇ ମୃତ, ବାପା ଗୁରୁତର

ପ୍ରେମିକର ଆକ୍ରମଣରେ ପ୍ରେମିକାର ଭାଇ ମୃତ, ବାପା ଗୁରୁତର

2022-11-30 06:38:59
15408
Share:
Facebook
Twitter
E-Mail
WhatsApp
Telegram
ପ୍ରେମିକର ଆକ୍ରମଣରେ ପ୍ରେମିକାର ଭାଇ ମୃତ, ବାପା ଗୁରୁତର

ଯାଜପୁର : ପ୍ରେମରେ  ଯୁବତୀଙ୍କ ବାପା ଓ ଭାଇ ବାଟରେ କଣ୍ଟା ହେଉଥିବାରୁ ତାଙ୍କୁ ଟାର୍ଗେଟ କରିଥିଲେ ଯୁବକ । ଆଉ ସୁଯୋଗ ଦେଖି ଯୁବତୀଙ୍କ ଭାଇକୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏପରିକି ପୁଅକୁ ବଞ୍ଚାଇବାକୁ ଆସି ବାପା ବି କଟୁରି ଚୋଟ ଖାଇ ଗୁରୁତର ହୋଇଛନ୍ତି।
ଏପରି ଅଭାବନୀୟ ଘଟଣା ଯାଜପୁର କାଳିଆପାଣି ଥାନା ଅନ୍ତର୍ଗତ ତାରିଣି ଛକରେ ଘଟିଛି। ମୃତ ଯୁବକଜଣକ ହେଲେ ଜିତେନ୍ଦ୍ର ମହାପାତ୍ର  । ଏହି ଆକ୍ରମଣରେ ତାଙ୍କ ବାପା ସନ୍ତୋଷ ମହାପାତ୍ର ଗୁରୁତର ହୋଇ ସୁକିନ୍ଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାକାରୀ ସାନ୍ତନୁକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ମୁତାବକ, ସାନ୍ତନୁ ବିବାହିତ ଥିବା ବେଳେ ସନ୍ତୋଷ ମହାପାତ୍ରଙ୍କ ଝିଅ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଉଭୟ ପରସ୍ପରକୁ ଭଲ ପାଉଥିବା ବେଳେ ୨ ଜଣଙ୍କ ପରିବାର ସଦସ୍ୟ କିନ୍ତୁ ଏହାକୁ ବିରୋଧ କରୁଥିଲେ। ପ୍ରଥମ ପତ୍ନୀକୁ ଛାଡ଼ପତ୍ର ଦେବା ସହ ମୋ’ ଝିଅ ନାଁରେ ୧୦ ଲକ୍ଷ ରଖିଲେ ତାକୁ ତୁମ ସହ ବାହା ଦେବି ବୋଲି ସନ୍ତୋଷ ମହାପାତ୍ର ସାନ୍ତନୁକୁ କହିଥିଲେ।  ହେଲେ  ସାନ୍ତନୁ ଏହି ଘଟଣାକୁ ନେଇ ବାପପୁଅଙ୍କୁ ବିଭିନ୍ନ ସମୟରେ ମାରିଦେବାର ଧମକଚମକ ଦେଉଥିଲେ।
ସନ୍ତୋଷଙ୍କ କାଳିଆପାଣିରେ ଏକ ଦୋକାନ ଥିବା ବେଳେ ସେଠାରେ ବାପପୁଅ ରୁହନ୍ତି। ଗତକାଲି ରାତି ପ୍ରାୟ ୯ଟାରେ ଜିତେନ୍ଦ୍ର ଦୋକାନ ପାଇଁ ଜିନିଷ ଧରି ବାଇକ୍‌ରେ ଫେରୁଥିଲେ । ଏହି ସମୟରେ ଛକି ରହିଥିବା ସାନ୍ତନୁ ତାଙ୍କୁ ଏକ କଟୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଏହା ଦେଖି ପୁଅକୁ ବଞ୍ଚାଇବାକୁ ସନ୍ତୋଷ ଘଟଣାସ୍ଥଳକୁ ଯାଇଥିବା ବେଳେ ସାନ୍ତନୁ ତାଙ୍କୁ ବି ହାଣି ଦେଇଥିଲେ।ଉଭୟ ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିବା ବେଳେ ସନ୍ତୋଷଙ୍କ ଅବସ୍ଥା ଗୁରୁତର ଅଛି।ଉତ୍ତ୍ୟକ୍ତ ଲୋକେ କାଳିଆପାଣିରେ ଥିବା ସାନ୍ତନୁଙ୍କ ଏକ ଟ୍ରକ୍‌କୁ ପୋଡ଼ି ଦେଇଥିବା ବେଳେ ତାଙ୍କର ଏକ ଚାଳିଆରେ ବି ନିଆଁ ଲଗାଇ ଦେଇଛନ୍ତି। ଏପରିକି ଅଭିଯୁକ୍ତ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ସେମାନେ ଆଜି ସକାଳୁ ରାସ୍ତାରୋକ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିବି ବିଫଳ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Powered by Froala Editor

Tags murder

Related articles Odisha News Lens 4.1

  • ୧୫ କୋଟିର ବ୍ୟବସାୟ ଛାଡ଼ି ଜୈନ ଦୀକ୍ଷା ଗ୍ରହଣ କରିବେ ପରିବାର
    ଦେଶ-ଦେଶାନ୍ତର

    ୧୫ କୋଟିର ବ୍ୟବସାୟ ଛାଡ଼ି ଜୈନ ଦୀକ୍ଷା ଗ୍ରହଣ କରିବେ ପରିବାର

    14838
    Nov 19, 2026
  • ହିମାଚଳ ପ୍ରଦେଶରେ ବେଆଇନ ଔଷଧ କାରଖାନା ଉପରେ ଚଢ଼ାଉ
    ଦେଶ-ଦେଶାନ୍ତର

    ହିମାଚଳ ପ୍ରଦେଶରେ ବେଆଇନ ଔଷଧ କାରଖାନା ଉପରେ ଚଢ଼ାଉ

    14196
    Nov 19, 2026
  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ...
    ମନୋରଞ୍ଜନ

    ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ...

    14441
    Nov 18, 2026
  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର,  ଲତିଫ ଭଟ୍‌ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଲତିଫ ଭଟ୍‌ ନିହତ

    14241
    Nov 18, 2026
  • ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା  ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14557
    Nov 19, 2026
  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...
    ଦେଶ-ଦେଶାନ୍ତର

    ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...

    13343
    Nov 19, 2026
  • ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

    15113
    Nov 19, 2026
  • ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ
    ଦେଶ-ଦେଶାନ୍ତର

    ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ

    15290
    Nov 19, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...
    ବାଣିଜ୍ୟ

    ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...

    15522
    Nov 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

    15113
    Nov 19, 2026
  • ମନୋରଞ୍ଜନ

    ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ପ୍ରିମିୟର ପାଇଁ ଓଡ଼ିଶାର 'ବାଘୁଣୀ’ (ଏକ ବାଘ ଭଳି ...

    14441
    Nov 18, 2026
  • ଦେଶ-ଦେଶାନ୍ତର

    ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14557
    Nov 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17292
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17997
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17951
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18366
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15256
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14770
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14399
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15741
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14523
    Nov 07, 2026

ବାଣିଜ୍ୟ

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

ପୁରୀ: ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ ଚେଞ୍ଜ ଆଡାପ୍‌ଟେସନ / ଏଲ୍‌ଡିଏସ୍‌ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14147
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15194
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14970
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    14098
    Nov 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ପ୍ରିମିୟର ପାଇଁ ଓଡ଼ିଶାର 'ବାଘୁଣୀ’ (ଏକ ବାଘ ଭଳି ନୃତ୍ୟ) ଚୟନ ହୋଇଛି

    14441
    Nov 18, 2026
  • ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14557
    Nov 19, 2026
  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ: ମୋଦୀ

    13343
    Nov 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In