Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 12, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ...

  • ଭାଇରାଲ ହେବାରେ ଲାଗିଛି ରାଜା ...

  • ଅହମ୍ମଦାବାଦରେ ଏୟାର ଇଣ୍ଡିଆର ...

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

  • ଭାରି ଲାଭକାରୀ ଭୃସଙ୍ଗପତ୍ର

  • ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ...

  • ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା, ଏହି ...

  • ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କୁ ...

  • ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ...

  • ୪ ଘଣ୍ଟା ChatGPT ଡାଉନ୍

ମନୋରଞ୍ଜନ
Home ›› ମନୋରଞ୍ଜନ ››ଅଡ଼ୁଆରେ ରବୀନା ଟଣ୍ଡନ, ପଢ଼ନ୍ତୁ କାହିଁକି...

ଅଡ଼ୁଆରେ ରବୀନା ଟଣ୍ଡନ, ପଢ଼ନ୍ତୁ କାହିଁକି...

2022-11-29 17:06:25
16668
Share:
Facebook
Twitter
E-Mail
WhatsApp
Telegram
ଅଡ଼ୁଆରେ ରବୀନା ଟଣ୍ଡନ, ପଢ଼ନ୍ତୁ କାହିଁକି...

ମୁମ୍ବାଇ: ବଲିଉଡ୍ ସୁନ୍ଦରୀ ରବୀନା ଟଣ୍ଡନ ଖୁବ୍ ପ୍ରକୃତି ପ୍ରେମୀ । ସବୁବେଳେ ସେ ପ୍ରାକୃତିକ ପରିବେଶ ଭିତରେ ରହିବାକୁ ପସନ୍ଦ କରନ୍ତି । ନିଜର ସୋସିଆଲ୍ ମିଡିଆରେ ଅଧିକାଂଶ ସମୟରେ ସେ ଜୀବଜନ୍ତୁ, ଝରଣା ଓ ଜଙ୍ଗଲ ସହିତ ଫଟୋ ଉଠାଇ ପୋଷ୍ଟ କରନ୍ତି । ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏଥିପାଇଁ ତାଙ୍କୁ ଦେଇଛନ୍ତି ଢେର୍ ସାରା ଭଲ ପାଇବା । ରବୀନାଙ୍କ ଫଲୋର୍ସ ମଧ୍ୟ ଏଥିପାଇଁ କ୍ରମାଗତ ଭାବେ ବଢ଼ି ଚାଲିଥିଲା । ହେଲେ ଏବେ ସେ ଅଡ଼ୁଆରେ ପଡ଼ିଛନ୍ତି । ନିକଟରେ ରବୀନା ଏକ ବାଘ ନିକଟରେ ଥାଇ ଫଟୋ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ରବୀନା ପୋଷ୍ଟ କରିଥିବା ଏହି ଭିଡିଓରେ ଅନେକ ପ୍ରାଣୀ ଓ ପକ୍ଷୀଙ୍କ ଫଟୋ ରହିଛି । ଏପରିକି ଏକ ବାଘ ମଧ୍ୟ ଥିବା ଦେଖା ଯାଇଛି । ଯାହାକୁ ନେଇ ଏବେ ରବୀନାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । ଟାଇଗର ରିଜର୍ଭ ନିୟମ ଅନୁଯାୟୀ, ବାଘ ଠାରୁ ପର୍ଯ୍ୟଟକମାନେ ଅତି କମ୍‌ରେ ଦୂରତା ୨୦ ମିଟର ରହିବା କଥା । କିନ୍ତୁ ରବୀନାଙ୍କ ଜିପ୍ ବାଘର ଅତି ନିକଟରେ ଥିବା ଜଣାପଡ଼ିଛି । ଯାହାକି ସମ୍ପୂର୍ଣ୍ଣ ଆଇନ ଉଲ୍ଲଂଘନ କରିଛି । ସବୁଠାରୁ ବଡ଼ କଥା ହେଲା, ଏହି ଭିଡିଓ ଉତ୍ତୋଳନ ବେଳେ କେବଳ ରବୀନା ନଥିଲେ, ତାଙ୍କ ସହିତ ଝିଅ ମଧ୍ୟ ଥିଲେ । ଯାହା ଏବେ ଶୁଣିବାକୁ ମିଳୁଛି ଏଥିପାଇଁ ରବୀନା, ଜିପ୍ ଚାଳକ ଓ ଗାଇଡ୍‌ଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ । କାରଣ ସମସ୍ତେ ବାଘ ନିକଟକୁ ଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି ।



Powered by Froala Editor

Tags rabina

Related articles Odisha News Lens 4.1

  • ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ

    13501
    Jun 12, 2025
  • ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା, ଏହି ତିନି ଜଣଙ୍କୁ ଅଲକାଏଦାର ଧମକ
    ଦେଶ-ଦେଶାନ୍ତର

    ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା, ଏହି ତିନି ଜଣଙ୍କୁ ଅଲକାଏଦାର ଧମକ

    14493
    Jun 11, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...
    ବିଶେଷ

    ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    14890
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର
    ବିଶେଷ

    ଭାରି ଲାଭକାରୀ ଭୃସଙ୍ଗପତ୍ର

    14423
    Jun 11, 2025
  • ୪ ଘଣ୍ଟା  ChatGPT ଡାଉନ୍
    ଦେଶ-ଦେଶାନ୍ତର

    ୪ ଘଣ୍ଟା ChatGPT ଡାଉନ୍

    13832
    Jun 10, 2025
  • ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ଚାପୁଡା ମାରିଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ଚାପୁଡା ମାରିଲେ ଯାତ୍ରୀ

    14020
    Jun 11, 2025
  • ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ
    ଦେଶ-ଦେଶାନ୍ତର

    ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

    14566
    Jun 12, 2025
  • ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

    14258
    Jun 12, 2025
  •  ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କୁ ଦିଦି ଡାକୁଥିଲା ରାଜ
    ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କୁ ଦିଦି ଡାକୁଥିଲା ରାଜ

    13992
    Jun 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ଚାପୁଡା ମାରିଲେ ଯାତ୍ରୀ

    14020
    Jun 11, 2025
  • ଦେଶ-ଦେଶାନ୍ତର

    ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

    14566
    Jun 12, 2025
  • ଦେଶ-ଦେଶାନ୍ତର

    ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

    14258
    Jun 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16656
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16957
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15484
    Apr 03, 2021

ବିଶେଷ

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    14890
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14423
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13950
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15371
    Jun 10, 2025
  • ଆଖି ପାଇଁ ସପୁରୀ ରସ

    16100
    Jun 08, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15699
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16324
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14028
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14822
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା, ଏହି ତିନି ଜଣଙ୍କୁ ଅଲକାଏଦାର ଧମକ

    14493
    Jun 11, 2025
  • ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କୁ ଦିଦି ଡାକୁଥିଲା ରାଜ

    13992
    Jun 11, 2025
  • ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ

    13501
    Jun 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In