Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ...

  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ...

  • ଜନ୍ମଦିନରେ ପତ୍ନୀଙ୍କ ସହ କେକ୍ କାଟିଲେ ...

  • ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ...

  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

  • ମାତୃତ୍ବକାଳୀନ ଛୁଟିକୁ ନେଇ ...

  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ...

  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ...

  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ...

Home ›› ››ହୀରାରେ ଚମକୁଛି ‘ମନ୍ନତ’ ନେମ୍ ପ୍ଲେଟ

ହୀରାରେ ଚମକୁଛି ‘ମନ୍ନତ’ ନେମ୍ ପ୍ଲେଟ

2022-11-22 20:02:51
16135
Share:
Facebook
Twitter
E-Mail
WhatsApp
Telegram
ହୀରାରେ ଚମକୁଛି ‘ମନ୍ନତ’ ନେମ୍ ପ୍ଲେଟ

ବଲିଉଡ ସୁପରଷ୍ଟାର ଶାହରୁଖ ଫ୍ୟାନ ଫଟୋଅର୍ସ ସବୁଠୁ ଅଧିକ । ତେବେ ତାଙ୍କ ଘର ମନ୍ନତର ବି ଫ୍ୟାନ କିଛି କମ୍ ନୁହଁନ୍ତି । ମୁମ୍ବାଇରେ ମନ୍ନତ ଚର୍ଚ୍ଚାରେ ଥାଏ । ଏବେ ପୁଣି ମନ୍ନତକୁ ନେଇ ନୂଆ କଥା ସାମନାକୁ ଆସିଛି । ଜାଣିଛନ୍ତି କ’ଣ? ତାହା ହେଉଛି ମନ୍ନତ ନେମ୍ ପ୍ଲେଟ ।

ଯାହାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଛି । ମନ୍ନତ ଫାଟକର ଦୁଇ ପାଶ୍ୱର୍ରେ ନୂଆ ନେମ୍‍ ପ୍ଲେଟ୍‍ ଲାଗିଛି, ଯେଉଁଥିରେ ହୀରା ଖଚିତ ହୋଇଥିବା କୁହାଯାଉଛି । ନେମ୍‍ ପ୍ଲେଟ୍‍ ସହ ମନ୍ନତର ବାହାର ଗେଟ୍‍ ମଧ୍ୟ ବଦଳିଯାଇଛି । ଶାହରୁଖ ଖାନଙ୍କ ଫ୍ୟାନ୍‍ କ୍ଲବରେ ମନ୍ନତର ନୂଆ ନେମ୍‍ ପ୍ଲେଟ୍‍ ଓ ଗେଟ୍‍ ଫଟୋ ଶେୟାର କରାଯାଇଛି । ଫଟୋ ସହ କ୍ୟାପ୍ସନରେ ଲେଖାହୋଇଛି, ୨ ମାସ ପରେ ମନ୍ନତ ଗେଟ୍‍ର ନୂଆ ଡିଜାଇନ୍‍ ସାମ୍ନାକୁ ଆସିଛି । ରାତିର ଅନ୍ଧାରରେ ମନ୍ନତର ନେମ୍‍ ପ୍ଲେଟ୍‍ ତାରା ଭଳି ଚମକୁଛି ।

Powered by Froala Editor

Tags manat

Related articles Odisha News Lens 4.1

  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି
    ଦେଶ-ଦେଶାନ୍ତର

    ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି

    13999
    Apr 23, 2026
  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ
    ଦେଶ-ଦେଶାନ୍ତର

    ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ

    14588
    Apr 23, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା
    ବିଶେଷ

    କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13492
    Apr 23, 2026
  • ଜନ୍ମଦିନରେ ପତ୍ନୀଙ୍କ ସହ କେକ୍ କାଟିଲେ ସଚିନ
    ଦେଶ-ଦେଶାନ୍ତର

    ଜନ୍ମଦିନରେ ପତ୍ନୀଙ୍କ ସହ କେକ୍ କାଟିଲେ ସଚିନ

    14806
    Apr 24, 2026
  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ
    ଦେଶ-ଦେଶାନ୍ତର

    ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ

    15473
    Apr 24, 2026
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ

    13947
    Apr 24, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ
    ବିଶେଷ

    ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    13829
    Apr 24, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ

    13941
    Apr 23, 2026
  •  ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଛାଡିଲେ ଆପ୍
    ଦେଶ-ଦେଶାନ୍ତର

    ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଛାଡିଲେ ଆପ୍

    13611
    Apr 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13492
    Apr 23, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ

    13941
    Apr 23, 2026
  • ଦେଶ-ଦେଶାନ୍ତର

    ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ

    14588
    Apr 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17431
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17485
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17844
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16314
    Apr 03, 2021

ବିଶେଷ

  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    13829
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13492
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14549
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13909
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16222
    Apr 16, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15351
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15084
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15584
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13882
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ

    13941
    Apr 23, 2026
  • ଜନ୍ମଦିନରେ ପତ୍ନୀଙ୍କ ସହ କେକ୍ କାଟିଲେ ସଚିନ

    14806
    Apr 24, 2026
  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ

    14588
    Apr 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In