Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସୁସ୍ଥ ଶିଶୁକୁ ଜନ୍ମ ଦେଲେ କୋମାରେ ଥିବା ମହିଳା

ସୁସ୍ଥ ଶିଶୁକୁ ଜନ୍ମ ଦେଲେ କୋମାରେ ଥିବା ମହିଳା

2022-10-30 19:00:33
14624
Share:
Facebook
Twitter
E-Mail
WhatsApp
Telegram
ସୁସ୍ଥ ଶିଶୁକୁ ଜନ୍ମ ଦେଲେ କୋମାରେ ଥିବା ମହିଳା

ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌)ରେ କୋମାରେ ରହିଛନ୍ତି ବୁଲନ୍ଦସରର୨୩ ବର୍ଷିୟ ମହିଳା । ସେ ୭ ମାସ ପୂର୍ବେ ୩୧ ମାର୍ଚ୍ଚ ୨୦୨୨ରେ ମୋଟରସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମୁଣ୍ଡରେ ଏଥିପାଇଁ ସର୍ଜରୀ ହୋଇଥିଲେ ମଧ୍ୟ ମହିଳାଙ୍କର ଏପର୍ଯ୍ୟନ୍ତ ଚେତନା ଫେରିନାହିଁ।

ତେବେ ଦୁର୍ଘଟଣାର ଶିକାର ହେବା ବେଳକୁ ମହିଳା ୪୦ ଦିନ ଗର୍ଭବତୀ ଥିଲେ। ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟର ସମୀକ୍ଷା କରିଥିଲେ ଓ ଗର୍ଭସ୍ତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ସେତେବେଳେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ମହିଳାଙ୍କ ଗର୍ଭ ରଖିବା ନ ରଖିବା ତାଙ୍କ ପରିବାରଙ୍କ ଉପରେ ନ୍ୟସ୍ତ କରିଥିଲେ। ଏଥିରେ ମହିଳାଙ୍କ ସ୍ୱାମୀ ଗର୍ଭସ୍ତ ଶିଶୁକୁ ବଞ୍ଚାଇ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ମହିଳାଙ୍କ ଗର୍ଭରେ ଶିଶୁଟି ବଢିଥିବା ବେଳେ ଗତ ସପ୍ତାହରେ ସୁସ୍ଥ ଶିଶୁଟିଏ ଜନ୍ମ ଦେଇଛନ୍ତି । ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏମସ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗ ପକ୍ଷରୁ କୁହାଯାଇଛି।



Powered by Froala Editor

Tags baby birth

Related articles Odisha News Lens 4.1

  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା
    ଦେଶ-ଦେଶାନ୍ତର

    ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14654
    Jun 13, 2025
  • ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13874
    Jun 13, 2025
  • ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ
    ଦେଶ-ଦେଶାନ୍ତର

    ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ

    15813
    Jun 13, 2025
  • କେଶ ଝଡ଼ିବା କମାଇବ ଯୋଗ
    ବିଶେଷ

    କେଶ ଝଡ଼ିବା କମାଇବ ଯୋଗ

    14395
    Jun 13, 2025
  • ଲାରି ଏଲିସନ ବିଶ୍ଵର ୨ୟ ଧନୀ
    ଦେଶ-ଦେଶାନ୍ତର

    ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14184
    Jun 15, 2025
  • ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ

    14240
    Jun 15, 2025
  •  କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…
    ବିଶେଷ

    କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14443
    Jun 13, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ
    ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    14225
    Jun 12, 2025
  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ
    ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    14295
    Jun 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14184
    Jun 15, 2025
  • ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13874
    Jun 13, 2025
  • ବାଣିଜ୍ୟ

    ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15047
    Jun 14, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16660
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16965
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15490
    Apr 03, 2021

ବିଶେଷ

  • କେଶ ଝଡ଼ିବା କମାଇବ ଯୋଗ

    14395
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14443
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15622
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    15152
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14218
    Jun 10, 2025

ବାଣିଜ୍ୟ

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ର ...

  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14480
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15702
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16329
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14032
    Feb 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14184
    Jun 15, 2025
  • କେଶ ଝଡ଼ିବା କମାଇବ ଯୋଗ

    14395
    Jun 13, 2025
  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14654
    Jun 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In