ହଳଦିଆ ଶାଢିରେ ରିୟାଙ୍କ ଗ୍ଲାମର ଲୁକ୍
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଗ୍ଲାମର ଦୁନିଆରୁ ଏକ ପ୍ରକାର ଦୂରେଇ ଯାଇଥିଲେ ରିୟା ଚକ୍ରବର୍ତ୍ତୀ । ହେଲେ ଏବେ ପୁଣି ବୋଲ୍ଡ ଲୁକ୍ ଦେଇ ପୁଣି ରିର୍ଟଣ୍ଣ କରିଛନ୍ତି ରିୟା । ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ତାଙ୍କର ଏହି ପାଶ୍ଚାତ୍ୟ ଶାଢୀ ଲୁକ୍ ବର୍ତ୍ତମାନ ଚର୍ଚ୍ଚା ପାଲଟିଛି । ହଳଦିଆ ରଙ୍ଗର ଶାଢୀରେ ରିୟା ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ ଉଚ୍ଚ ସ୍ଲିଟ୍ କଟ୍ ଶାଢୀରେ ନଜର ଭିନ୍ନ ପୋଜ୍ ଦେଇଛନ୍ତି। ଏହା ସହିତ ରିୟା ତାଙ୍କ ଲୁକ୍ ପାଇଁ ନ୍ୟୁଡ୍ ମେକ୍ ଓଭର କରିବା ସହ ହାତରେ ଚୁଡି ଏବଂ କାନରେ ବଡ ବଡ କାନ ଫୁଲ୍ ଲଗାଇଛନ୍ତି ।
Powered by Froala Editor