Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››'ଭେଡିଆ'ର ଡାକ୍ତର ଅନିକା

'ଭେଡିଆ'ର ଡାକ୍ତର ଅନିକା

2022-10-19 06:06:15
15516
Share:
Facebook
Twitter
E-Mail
WhatsApp
Telegram
'ଭେଡିଆ'ର ଡାକ୍ତର ଅନିକା

ବଲିଉଡ ଅଭିନେତା ବରୁଣ ଧାଓ୍ବନ ଏବଂ ଅଭିନେତ୍ର କ୍ରିତି ସାନନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ' ଭେଡିଆ' କୁ ନେଇ  ଖୁବ୍‌ ଆଲୋଚନା ଚାଲିଛି । ଦୁହିଁଙ୍କୁ ଦ୍ୱିତୀୟ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ନିକଟରେ ବରୁଣଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ କ୍ରିତିଙ୍କ ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ରିତିଙ୍କୁ ଭେଡ଼ିଆରେ ଡାକ୍ତର ଅନିକା ଭୂମିକାରେ ନଜର ଆସିବେ। କ୍ରିତି ତାଙ୍କର ଫାଷ୍ଟ ଲୁକ୍ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଡାକ୍ତର ଅନିକାଙ୍କୁ ଦେଖା କରନ୍ତୁ, ଭେଡିଆର ଡାକ୍ତର, ମଣିଷମାନେ ନିଜ ରିକ୍ସରେ ଦୟା କରି ଆସନ୍ତୁ। ଏହା ସହିତ ପୋଷ୍ଟରରେ ମଧ୍ୟ ଲେଖାଯାଇଛି ଯେ ଫିଲ୍ମର ଟ୍ରେଲର ଆଜି ଅର୍ଥାତ୍ ଅକ୍ଟୋବର ୧୯ରେ ମୁକ୍ତିଲାଭ କରିବ।

ଫିଲ୍ମଟି ହରର ଏବଂ କମେଡି ଅଟେ । ଫିଲ୍ମର ଘୋଷଣା ପରଠାରୁ ଦର୍ଶକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ନିକଟରେ ଏହି ଚଳଚ୍ଚିତ୍ରର ପୋଷ୍ଟର ରିଲିଜ ହୋଇଥିଲା। ଯେଉଁଥିରେ ବରୁଣଙ୍କୁ ବହୁତ ବିପଦପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରରୁ କ୍ରିତି ସାନନଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରିତି ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଛନ୍ତି।

Powered by Froala Editor

Tags bhediaa

Related articles Odisha News Lens 4.1

  • ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ

    15326
    May 23, 2025
  • ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ
    ମନୋରଞ୍ଜନ

    ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

    14500
    May 22, 2025
  • ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ
    ଦେଶ-ଦେଶାନ୍ତର

    ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ

    15828
    May 22, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ
    ମନୋରଞ୍ଜନ

    ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14828
    May 22, 2025
  • କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ
    ଦେଶ-ଦେଶାନ୍ତର

    କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

    15684
    May 22, 2025
  • ଜୁଆଣି ପାଣି ପିଇଲେ କ
    ବିଶେଷ

    ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15150
    May 23, 2025
  • ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ
    ଦେଶ-ଦେଶାନ୍ତର

    ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ

    13579
    May 23, 2025
  • କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ
    ମନୋରଞ୍ଜନ

    କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ

    14954
    May 22, 2025
  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା
    ବିଶେଷ

    ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13873
    May 23, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

    14500
    May 22, 2025
  • ବିଶେଷ

    ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13873
    May 23, 2025
  • ଦେଶ-ଦେଶାନ୍ତର

    ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ

    13579
    May 23, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16615
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16906
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15449
    Apr 03, 2021

ବିଶେଷ

  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13873
    May 23, 2025
  • ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15150
    May 23, 2025
  • ପତଳା ହେବାର ଉପାୟ ଜାଣନ୍ତୁ....

    15050
    May 22, 2025
  • ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ଆରାମଦାୟକ ନିଦ

    14482
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    15052
    May 21, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16276
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13992
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14788
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15312
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ

    15326
    May 23, 2025
  • ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ

    13579
    May 23, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14828
    May 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In