Odisha News Lens

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
Thursday, April 22, 2021, Login
  • About
  • Contact

logo

Header Banner

Odisha News Lens

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ...

  • ‘ଏକ ପଲ୍ କା ଜିନା’ ଗୀତରେ ଧୁମ୍ ମଚାଇଲେ ...

  • ହସ୍ପିଟାଲ ଷ୍ଟୋର୍ ରୁମ୍‌ରୁ କୋଭିଡ୍ ଟିକା ...

  • ଚାଇନା ରାଜଦୂତ ରହୁଥିବା ହୋଟେଲରେ ...

  • ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ

  • ରୋହିତ ଶର୍ମା କହିଁକି ଦେବେ ଜରିମାନା ...

  • ଟି -ଟ୍ୱେଣ୍ଟି ୨୦ ରେ ରାହୁଲ ଦେଖାଇଲେ ...

  • ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ ...

  • ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ବର୍ଷୀୟାନ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି

ବର୍ଷୀୟାନ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି

2021-04-05 12:56:42
14363
Share:
ବର୍ଷୀୟାନ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି
ବର୍ଷୀଆନ୍ ଅଭିନେତ୍ରୀ ଶଶିକଳା ଓମ୍ ପ୍ରକାଶ ସୈଗଲଙ୍କର ପରଲୋକ ହୋଇଛି। ରବିବାର ୮୮ ବର୍ଷ ବୟସରେ ଶଶିକଳାଙ୍କ ଦେହାନ୍ତ ହୋଇଛି । କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ। ତାଙ୍କ ପରିବାର ଲୋକ ମଧ୍ୟ ଏବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ହେଲେ ବାର୍ଦ୍ଧକ୍ୟ କାରଣରୁ ତାଙ୍କର ବିୟୋଗ ହୋଇଥିବା କୁହାଯାଉଛି। ଶଶିକଳା ମହାରାଷ୍ଟ୍ରର ସୋଲାପୁରରେ ଶଶିକଳା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଶଶିକଳା ଅଭିନୟ ଆରମ୍ଭ କରିଥିଲେ । ସେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ସେ ଫିଲ୍ମ ବ୍ୟତୀତ ଅନେକ ହିନ୍ଦୀ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି। ସୋନ ପରୀ ଏବଂ ଜିନା ଇସି କା ନାମ ହୈ ଭଳି କିଛି ସିରିଏଲରେ ସେ ଅଭିନୟ କରିଥିବା ବେଳେ ଡାକୁ, ଭି. ଶାନ୍ତାରମଙ୍କ ତିନ ବତୀ ଚାର ରାସ୍ତା, ବିମଲ ରୟଙ୍କ ସୁଜାତା, ତାରାଚନ୍ଦ ବରଜାତ୍ୟାଙ୍କ ଆରତୀ, ବାଦଶାହ, କଭି ଖୁସି କଭି ଗମ୍, ମୁଝସେ ସାଦୀ କରୋଗୀ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ଭାରତୀୟ ସିନେମାକୁ ତାଙ୍କ ଅବଦାନ ପାଇଁ ଶଶିକଳା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ୨୦୦୭ ମସିହାରେ ପାଇଥିଲେ । ୨୦୦୯ ମସିହାରେ ଶଶିକଳାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା । ତାଙ୍କ ବିୟୋଗରେ ବଲିଉଡର ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି ।
Tags sashikala no more

Related articles Odisha News Lens

  • ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ : ୪ ମୃତ, ୧୨ ଆହତ
    ଦେଶ-ଦେଶାନ୍ତର

    ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ : ୪ ମୃତ, ୧୨ ଆହତ

    14069
    Apr 22, 2021
  • ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ
    ଖେଳ ଖବର

    ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ

    13270
    Apr 22, 2021
  • ଟି -ଟ୍ୱେଣ୍ଟି ୨୦ ରେ ରାହୁଲ ଦେଖାଇଲେ ତାଙ୍କ କମାଲ
    ଖେଳ ଖବର

    ଟି -ଟ୍ୱେଣ୍ଟି ୨୦ ରେ ରାହୁଲ ଦେଖାଇଲେ ତାଙ୍କ କମାଲ

    13449
    Apr 22, 2021
  • ‘ଏକ ପଲ୍ କା ଜିନା’ ଗୀତରେ ଧୁମ୍ ମଚାଇଲେ ଆଶା ଭୋସଲେ
    ମନୋରଞ୍ଜନ

    ‘ଏକ ପଲ୍ କା ଜିନା’ ଗୀତରେ ଧୁମ୍ ମଚାଇଲେ ଆଶା ଭୋସଲେ

    14225
    Apr 22, 2021
  • ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ମିଳିବ କୋଭିଡ ଟିକା
    ଦେଶ-ଦେଶାନ୍ତର

    ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ମିଳିବ କୋଭିଡ ଟିକା

    15137
    Apr 22, 2021
  • ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ
    ଖେଳ ଖବର

    ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ

    14369
    Apr 22, 2021
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ ...
    ବାଣିଜ୍ୟ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ ...

    14519
    Apr 22, 2021
  • ହସ୍ପିଟାଲ ଷ୍ଟୋର୍ ରୁମ୍‌ରୁ କୋଭିଡ୍ ଟିକା ଚୋରି
    ଦେଶ-ଦେଶାନ୍ତର

    ହସ୍ପିଟାଲ ଷ୍ଟୋର୍ ରୁମ୍‌ରୁ କୋଭିଡ୍ ଟିକା ଚୋରି

    13506
    Apr 22, 2021
  • ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ କୋଭିଡରେ ପରଲୋକ
    ଦେଶ-ଦେଶାନ୍ତର

    ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ କୋଭିଡରେ ପରଲୋକ

    13275
    Apr 22, 2021

ଆପଣ ଆଗ୍ରହୀ ହୋଇପାରନ୍ତି

  • ଖେଳ ଖବର

    ଆଇପିଏଲ ଛାଡି ପଳାଇଲେ ଲିଅମ ଲିଭିଂଷ୍ଟୋନ

    13270
    Apr 22, 2021
  • ଦେଶ-ଦେଶାନ୍ତର

    ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ମିଳିବ କୋଭିଡ ଟିକା

    15137
    Apr 22, 2021
  • ଦେଶ-ଦେଶାନ୍ତର

    ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ କୋଭିଡରେ ପରଲୋକ

    13275
    Apr 22, 2021

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ବିବାହ ବିଳମ୍ବ ହେଉଛି କି? ଜାଣନ୍ତୁ ବାସ୍ତୁ ନିୟମ

    15175
    Apr 22, 2021
  • କିନ୍ନରଙ୍କଠାରୁ ମାଙ୍ଗନ୍ତୁ ଏହି ଜିନିଷ, ବଦଳେଇଦେବ ଆପଣଙ୍କ ଭାଗ୍ୟ

    15358
    Apr 22, 2021
  • ଖାଲି ପେଟରେ ଖାଉଛନ୍ତି କି କଦଳୀ, ହୋଇପାରେ ଏହି ଅସୁବିଧା

    15428
    Apr 22, 2021
  • ନଖ କାମୁଡିବା ହୋଇପାରେ ରୋଗର ଲକ୍ଷଣ

    13431
    Apr 21, 2021
  • ଆପଣାନ୍ତୁ ଏହି ଘରୋଇ ଉପାୟ, ଝାଳ ସମସ୍ୟାରୁ ପାଇବେ ମୁକ୍ତି

    13377
    Apr 21, 2021

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ।

...

  • ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି

    14650
    Apr 16, 2021
  • ‘ଡେଟଲ ବନେଗା ସ୍ୱସ୍ଥ ଇଣ୍ଡିଆ’ ଅଭିଯାନ ଅଧୀନରେ ରେକିଟ ଓ ହ୍ୱାଇଟହ୍ୟାଟ ଜୁନିୟର ମଧ୍ୟରେ ସହଭାଗିତା

    15031
    Apr 16, 2021
  • ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା

    15417
    Apr 13, 2021
  • ପୁଷ୍ଟିସାଧନରେ ବିଶ୍ୱରେ ଅଗ୍ରଣୀ ଆମୱେ ଆୟୁର୍ବେଦ ଉପରେ ବୃହତ୍‍ ଆସ୍ଥା ପ୍ରକଟକଲା

    14375
    Apr 12, 2021

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ : ୪ ମୃତ, ୧୨ ଆହତ

    14069
    Apr 22, 2021
  • ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସୋନିଆ

    13667
    Apr 22, 2021
  • ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ

    14369
    Apr 22, 2021

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens. All rights reserved. in association with Konect.In