Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, December 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

  • ଏହି କାରଣରୁ ମମତା ମାଗିଲେ କ୍ଷମା

  • ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ...

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ...

  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ...

  • ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ...

  • କେଶ ଝଡିବା ରୋକିବ ଏହି ମାସ୍କ

  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ...

  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଶ୍ରୀ ମହାକାଳ ଲୋକ କରିଡର ଲୋକାର୍ପିତ

ଶ୍ରୀ ମହାକାଳ ଲୋକ କରିଡର ଲୋକାର୍ପିତ

2022-10-11 18:24:35
15924
Share:
Facebook
Twitter
E-Mail
WhatsApp
Telegram
ଶ୍ରୀ ମହାକାଳ ଲୋକ କରିଡର ଲୋକାର୍ପିତ

ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ହୋଇଛି ଭବ୍ୟ ଉତ୍ସବର ଆୟୋଜନ ହୋଇଛି। ପ୍ରାୟ ୫୦ ହେକ୍ଟର ଜମିରେ ନିର୍ମାଣ ହୋଇଛି ଏହି ସୌନ୍ଦର୍ଯମୟ କରିଡର। ପ୍ରକଳ୍ପ ଅନ୍ତର୍ଗତ ମନ୍ଦିର ପରିସରକୁ ସାତ ଗୁଣା ବିସ୍ତାର କରାଯାଇଛି। ନନ୍ଦି ଦ୍ୱାରରୁ ମୁଖ୍ୟ ମନ୍ଦିରର ଗର୍ଭଗୃହର ଦୂରତା ପ୍ରାୟ ୯ଶହ ମିଟର। କରିଡର ମଧ୍ୟରେ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। କରିଡରର ଠିକ୍ ମଝିରେ ପୌରାଣିକ କଥାବସ୍ତୁ ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି ରହିଛି । ପ୍ରକଳ୍ପରେ ମୋଟ ୮୫୦ କୋଟି ଟଙ୍କା ନିବେଶ କରାଯାଉଛି।

ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ। ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜୈନରେ ପହଞ୍ଚି ପ୍ରଥମେ ନନ୍ଦୀଙ୍କ ଦର୍ଶନ କରିଥିଲେ ଏବଂ ପରେ ମହାକାଳଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଥିବା ମହାକାଳ ମନ୍ଦିରରେ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିବା ଦେଖାଯାଇଥିଲା। ପାରମ୍ପରିକ ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀ ଏହି ସବୁ କାମ କରିଥିବା ‌ଦେଖିବାକୁ ମିଳିଥିଲା। ପ୍ରତିଟି କାର୍ଯ୍ୟକ୍ରମ ପାଇଁ ସେ ଭିନ୍ନ ଭିନ୍ନ ପୋଷାକ ପରିଧାନ କରିଥିଲେ।

ସୂଚନା ମୁତାବକ, ଶ୍ରୀ ମହାକାଳ ଲୋକ କରିଡରରେ ୮୫୬କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୁଇଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩୧୬ କୋଟି। ରାଜସ୍ଥାନର ବଂଶୀ ପାହାଡ଼ପୁରରୁ ଅଣାଯାଇଥିବା ସ୍ୱତନ୍ତ୍ର ପଥରରେ ଏହିସବୁ କଳାକୃତି ନିର୍ମାଣ କରିଛନ୍ତି ରାଜସ୍ଥାନ, ଗୁଜରାଟ ଏବଂ ଓଡ଼ିଶାରୁ ଯାଇଥିବା ଭାସ୍କର୍ଯ୍ୟ ଶିଳ୍ପୀ। କରିଡରରେ ରହିଛି ନନ୍ଦି ଦ୍ୱାର ଓ ପିନାକୀ ଦ୍ୱାର। ନନ୍ଦି ଦ୍ୱାର ଦେଇ କରିଡର ମଧ୍ୟରେ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ।୨.୮ ହେକ୍ଟର ଉପରେ ବିସ୍ତାରିତ ମହାକାଳ ମନ୍ଦିରର ପରିସର ୪୭ହେକ୍ଟର ହେବ। ଏଥିରେ ୯୪୬ମିଟରର ଲମ୍ବା କରିଡର ରହିଛି, ଯାହା ଉପରେ ଚାଲି ଚାଲି ଭକ୍ତମାନେ ଗର୍ଭଗୃହରେ ପହଞ୍ଚିବେ। ମହାକାଳ ଲୋକରେ ଭଗବାନ ଶିବଙ୍କ ଲୀଳା ଉପରେ ଆଧାରିତ ୧୯୦ଟି ପ୍ରତିମା ସ୍ଥାପନ କରାଯାଇଛି। ଏହା ବ୍ୟତୀତ ୧୦୮ଟି ସ୍ତମ୍ଭ ସ୍ଥାପିତ ହୋଇଛି।

Powered by Froala Editor

Tags mahakal

Related articles Odisha News Lens 4.1

  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା
    ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15690
    Dec 11, 2025
  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13570
    Dec 12, 2025
  • କେଶ ଝଡିବା ରୋକିବ ଏହି ମାସ୍କ
    ବିଶେଷ

    କେଶ ଝଡିବା ରୋକିବ ଏହି ମାସ୍କ

    15599
    Dec 12, 2025
  • ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ...
    ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ...

    13691
    Dec 12, 2025
  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌
    ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    15311
    Dec 11, 2025
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

    13813
    Dec 13, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର
    ବିଶେଷ

    ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13800
    Dec 13, 2025
  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?
    ଦେଶ-ଦେଶାନ୍ତର

    ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?

    15737
    Dec 12, 2025
  • ଏହି କାରଣରୁ ମମତା ମାଗିଲେ କ୍ଷମା
    ଦେଶ-ଦେଶାନ୍ତର

    ଏହି କାରଣରୁ ମମତା ମାଗିଲେ କ୍ଷମା

    13664
    Dec 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13570
    Dec 12, 2025
  • ବିଶେଷ

    ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13800
    Dec 13, 2025
  • ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15690
    Dec 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17213
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17303
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17645
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16118
    Apr 03, 2021

ବିଶେଷ

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13800
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    15599
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15423
    Dec 11, 2025
  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16090
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13943
    Dec 09, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15140
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14237
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14973
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15209
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13800
    Dec 13, 2025
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

    13813
    Dec 13, 2025
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15690
    Dec 11, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In