Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ ...

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ...

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଚଳିତ ଅକ୍ଷୟ ତୃତୀୟାରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି କାମନା କରୁଛି ରିଲାଏନ୍ସ ଜୁଏଲ୍ସ

ଚଳିତ ଅକ୍ଷୟ ତୃତୀୟାରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି କାମନା କରୁଛି ରିଲାଏନ୍ସ ଜୁଏଲ୍ସ

2021-05-13 10:27:55
16566
Share:
Facebook
Twitter
E-Mail
WhatsApp
Telegram
ଚଳିତ ଅକ୍ଷୟ ତୃତୀୟାରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି କାମନା କରୁଛି ରିଲାଏନ୍ସ ଜୁଏଲ୍ସ

ଭୁବନେଶ୍ୱର: ଘରକୁ ସମୃଦ୍ଧି ଏବଂ ଆଶା ଆଣିବାର ନିରବଚ୍ଛିନ୍ନ ବିଶ୍ୱାସ ସହିତ ରିଲାଏନ୍ସ ଜୁଏଲ୍ସ ଅକ୍ଷୟ ତୃତୀୟା ପାଳନ କରୁଛି । ‘ଅକ୍ଷୟ’ ଅର୍ଥ ଯାହା କ୍ଷୟ ହୁଏନାହିଁ । ଅକ୍ଷୟ ତୃତୀୟା ନୂତନ ଆରମ୍ଭ ଏବଂ ସୁନା ତଥା ଅନ୍ୟାନ୍ୟ ମୂଲ୍ୟବାନ ଧାତୁ କ୍ରୟ କରିବାର ସବୁଠାରୁ ପବିତ୍ର ଦିନ ଭାବରେ ବିବେଚନା କରାଯାଏ ।

କୋଭିଡର ଦ୍ୱିତୀୟ ଲହର କାରଣରୁ ଅନିଶ୍ଚିତ ପରିବେଶ ମଧ୍ୟରେ ରିଲାଏନ୍ସ ଜୁଏଳ୍ସର ମାତ୍ର କିଛି ସୋ’ରୁମ୍ ଦେଶର ସୀମିତ ସହରରେ ସ୍ଥାନୀୟ ସୁରକ୍ଷା ନିୟମାବଳୀ ଅନୁପାଳନ ସହିତ ଖୋଲିବ । ତେବେ ରିଲାଏନ୍ସ ଜୁଏଲ୍ସ ସାରା ଦେଶରେ ଏହାର ଗ୍ରାହକମାନଙ୍କୁ ଘରେ ରହିବା ସହିତ  ସୁରକ୍ଷା ନିୟମାବଳୀ ମାନିବାକୁ ନିବେଦନ କରୁଛି ।

ପ୍ରତ୍ୟେକ ଅକ୍ଷୟ ତୃତୀୟାରେ ସୁନା କ୍ରୟ କରିବା ପରମ୍ପରାକୁ ଆଗେଇନେବା ସକାଶେ ରିଲାଏନ୍ସ୍ ଜୁଏଲ୍ସ ଗ୍ରାହକମାନଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ରହି ଅନ୍‌ଲାଇନ କ୍ରୟ କରିବାର ବ୍ୟବସ୍ଥାକୁ ସୁଗମ କରାଉଛି । ଗ୍ରାହକମାନେ ପରମ୍ପରା ବଜାୟ ରଖିବାକୁ ବିବିଧ ବର୍ଗର ସୁନା ଓ ରୂପା କଏନ, ସୁନା ଗ୍ରାମ୍ ଓଜନର ଭାଉଚର ଏବଂ ହାଲୁକା ଅଳଙ୍କାରଗୁଡିକ ସର୍ବୋତ୍ତମ ମୂଲ୍ୟରେ କ୍ରୟ କରିବା ପାଇଁ https://www.reliancejewels.com/festive-offer/category:83/ ଲିଙ୍କ୍ ରେ କ୍ଲିକ୍ କରି ନିଜ ପସନ୍ଦର କିଣାକିଣି କରିପାରିବେ ।

ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନିଲ ନାୟକ କହିଛନ୍ତି, “ସମଗ୍ର ବିଶ୍ୱରେ ଭାରତୀୟଙ୍କ ପାଇଁ ଅକ୍ଷୟ ତୃତୀୟା ଏକ ପବିତ୍ର ମୁହୂର୍ତ୍ତ ଏବଂ ସାଂପ୍ରତିକ ମହାମାରୀ ଏହି ବିଶ୍ୱାସ ପ୍ରତି ବାଧା ଆଣୁବୋଲି ଆମେ ଚାହୁଁନାହୁଁ । ଉତ୍ତମ ସମୟ ଶୁଭାରମ୍ଭର ପ୍ରତୀକ ଭାବରେ ଗ୍ରାହକମାନେ ସୁନା କିଣିବାକୁ ସେମାନଙ୍କର ଆଗ୍ରହ ପ୍ରକାଶ କରିଛନ୍ତି, ତେଣୁ ରିଲାଏନ୍ସ୍ ଜୁଏଲ୍ସରେ ଆମେ ଆମ ଗ୍ରାହକଙ୍କର ଅନୁରୋଧ ରଖିବା ପାଇଁ ସେମାନଙ୍କୁ ଏକ ବର୍ଦ୍ଧିତ ଅନ୍‌ଲାଇନ କିଣାକିଣି ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ । ଅନ୍‌ଲାଇନରେ ଆମର ଅକ୍ଷୟ ତୃତୀୟା ଅଫରକୁ ନେଇ ନୂତନ ଆରମ୍ଭ, ଉଜ୍ଜ୍ୱଳତର ଭବିଷ୍ୟତ ଏବଂ ଏକ ନିରାପଦ ତଥା ସୁସ୍ଥ ବିଶ୍ୱ ଗଠନ ପରମ୍ପରାର ଆଶା ଓ ବିଶ୍ୱାସ ଆପଣେଇବାକୁ ଆମେ ଚାହିଁବୁ ।”

ଅନ୍‌ଲାଇନରେ କ୍ରୟ କରାଯାଉଥିବା ସୁନା କଏନ୍‌ଗୁଡିକ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ପହଂଚାଇ ଦିଆଯିବ ଏବଂ ସୋ’ରୁମ୍‌ଗୁଡିକ ଖୋଲିଲେ ସୁନା ଗ୍ରାମଓଜନର ଭାଉଚରକୁ ଦାଖଲ କରି ସେହି ଓଜନର ସୁନା କ୍ରୟ କରାଯାଇପାରିବ ଏବଂ ଏହା ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ବୈଧ ରହିବ । ଯଦି କଟକଣା ବଳବତ୍ତର ରହେ, ତେବେ ଗ୍ରାହକଙ୍କୁ ଉଚିତ୍ ସମୟ ପ୍ରଦାନ ସୁନିଶ୍ଚିତ କରିବାକୁ ସୁନା ଗ୍ରାମଓଜନର ଭାଉଚରର ବୈଧତାରେ ବୃଦ୍ଧି କରାଯିବ ।

ଗ୍ରାହକମାନେ ମଧ୍ୟ ୱେବସାଇଟ୍‌ରେ ରିଲାଏନ୍ସ ଜୁଏଲ୍ସର ୱେବ୍‌ସାଇଟ୍‌ରୁ ହାଲୁକା ଓଜନ ବିଶିଷ୍ଟ ଅଳଙ୍କାର ଡିଜାଇନଗୁଡିକ ମଧ୍ୟରୁ କିଣାକିଣି କରିପାରିବେ ।

Powered by Froala Editor

Tags reliance jewels , reliance jio

Related articles Odisha News Lens 4.1

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର
    ଦେଶ-ଦେଶାନ୍ତର

    ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14890
    Aug 01, 2026
  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14566
    Aug 01, 2026
  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15267
    Aug 01, 2026
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13424
    Aug 02, 2026
  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା
    ଦେଶ-ଦେଶାନ୍ତର

    ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    14460
    Jul 31, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...
    ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...

    14181
    Jul 31, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    13915
    Aug 01, 2026
  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15851
    Jul 31, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
    ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14456
    Jul 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13424
    Aug 02, 2026
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14566
    Aug 01, 2026
  • ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15512
    Aug 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17012
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17617
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17670
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18071
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15512
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14456
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14371
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15993
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15879
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14181
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14246
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15032
    Jul 28, 2026
  • ଫିକା ପଡିବ ସୁନାର ଚମକ

    14133
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15851
    Jul 31, 2026
  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14566
    Aug 01, 2026
  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    14460
    Jul 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In