Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Sunday, October 01, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ...

  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ...

  • ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ...

  • ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

  • ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ...

  • ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ...

  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ...

  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ...

  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ...

  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅପମାନ ସହି ନପାରି ନିଜକୁ ଗୁଳି ମାରିଲେ ଏଏସଆଇ

ଅପମାନ ସହି ନପାରି ନିଜକୁ ଗୁଳି ମାରିଲେ ଏଏସଆଇ

2022-09-11 01:00:00
15448
Share:
Facebook
Twitter
E-Mail
WhatsApp
Telegram
ଅପମାନ ସହି ନପାରି ନିଜକୁ ଗୁଳି ମାରିଲେ ଏଏସଆଇ

ଅପମାନ ଓ ନିର୍ଯାତନା ସହି ନପାରି ଥାନା ଭିତରେ ଜୀବନ ହାରିଲେ ଏଏସଆଇ। ପଞ୍ଜାବର ହୋଶିଆରପୁରରେ ଜଣେ ବରିଷ୍ଠ ଅଧିକାରୀ ଅପମାନିତ କରିବା ସହ ନିର୍ଯ୍ୟାତନା ଦେଉଥିବାରୁ ଶନିବାର ସକାଳେ ଜଣେ ଏଏସ୍ଆଇ ପୁଲିସ୍ ଷ୍ଟେସନ ଭିତରେ ଜୀବନ ହାରିଥିବା ଜଣାପଡ଼ିଛି। ସେ ନିଜର ସେବା ରିଭଲଭରରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ ଯେଉଁଥିରେ ସେ ଏତେ ବଡ ପଦକ୍ଷେପ ନେବା ପାଇଁ ପଛର କାରଣ ଦର୍ଶାଇଛନ୍ତି।

ପଞ୍ଜାବର ହୋଶିଆରପୁରରେ ଥିବା ହରିୟାଣା ପୁଲିସ୍‌ ଷ୍ଟେସନରେ ସତୀଶ କୁମାର ଏଏସ୍‌ଆଇ ଭାବେ କାମ କରୁଥିଲେ। ତଣ୍ଡା ପୁଲିସ୍‌ ଷ୍ଟେସନର ଏସ୍‌ଏଚ୍‌ଓ ଓନକାର ସିଂହ ଗୁରୁବାର ହରିଆନା ପୁଲିସ୍‌ ଷ୍ଟେସନରା କାମର ସମୀକ୍ଷା କରିବାକୁ ଯାଇଥିଲେ। ଏହି ସମୟରେ ସେ ଏଏସ୍‌ଆଇ ସତୀଶଙ୍କୁ ଅପମାନିତ କରିବା ସହ ଅଭଦ୍ର ଟିପ୍ପଣୀ କରିଥିଲେ।

ଏ ସମ୍ପର୍କରେ ସତୀଶ ଜୀବନ ହାରିବା ପୂର୍ବରୁ ପ୍ରସ୍ତୁତ କରିଥିବା ଭିଡିଓରେ କହିଛନ୍ତି। ଭିଡିଓରେ ସେ କହିଛନ୍ତି, ମୁଁ ତାଙ୍କୁ କହିଥିଲି ଯେ ମୋତେ ଏହିପରି ଅପମାନିତ କରିବା ପରିବର୍ତ୍ତେ ମୋତେ ଗୁଳି ମାରିଦେବା ଭଲ ହେବ। ପରଦିନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ମାମଲାଗୁଡ଼ିକ ବିଷୟରେ ସେ ମୋତେ ପଚାରିଥିଲେ। ମୁଁ ତାଙ୍କୁ କହିଥିଲି ଯେ କେବଳ ଗୋଟିଏ ମାମଲା ଅଛି ଯାହା ଉପରେ ମୁଁ କାର୍ଯ୍ୟ କରୁଛି ଏବଂ ଅନ୍ୟ ମାମଲାର ବିବରଣୀ ସମ୍ପୃକ୍ତ ଅନୁସନ୍ଧାନକାରୀଙ୍କଠାରୁ ମିଳିପାରିବ। ଏହା ଶୁଣି ସେ ମୋତେ ଅପମାନିତ କରିଥିଲେ। ଏହା ସହ ରେକର୍ଡ ବୁକରେ ମୋ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ଘଟଣା ପରେ ମୁଁ ମୋ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଛି।

ଭିଡିଓ ସାମ୍ନାକୁ ଆସିବା ପରେ ଏସଏଚଓ ଓନକାର ସିଂହଙ୍କୁ ପୁଲିସ୍‌ ଲାଇନକୁ ବଦଳି କରାଯାଇଛି ଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Powered by Froala Editor

Tags punjab

Related articles Odisha News Lens 3.2

  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....
    ବିଶେଷ

    କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14064
    Oct 01, 2023
  •  ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ
    ଦେଶ-ଦେଶାନ୍ତର

    ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13946
    Sep 30, 2023
  • ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି
    ଦେଶ-ଦେଶାନ୍ତର

    ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

    15010
    Oct 01, 2023
  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...
    ଦେଶ-ଦେଶାନ୍ତର

    ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...

    15130
    Sep 30, 2023
  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ସ୍ବାମୀଙ୍କର ହୋଇଥାନ୍ତି ରାଣୀ
    ବିଶେଷ

    ଏହି ୪ ଅକ୍ଷରର ନାମଧାରୀ ଯୁବତୀ ସ୍ବାମୀଙ୍କର ହୋଇଥାନ୍ତି ରାଣୀ

    14523
    Oct 01, 2023
  • ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ
    ଦେଶ-ଦେଶାନ୍ତର

    ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

    14007
    Oct 01, 2023
  • ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...
    ଦେଶ-ଦେଶାନ୍ତର

    ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...

    13639
    Oct 01, 2023
  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ
    ଦେଶ-ଦେଶାନ୍ତର

    ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

    13400
    Sep 30, 2023
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ,  ୨ ଅନୁପ୍ରବେଶକାରୀ ନିହତ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14220
    Sep 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

    15010
    Oct 01, 2023
  • ଦେଶ-ଦେଶାନ୍ତର

    ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13946
    Sep 30, 2023
  • ଦେଶ-ଦେଶାନ୍ତର

    ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ନିର୍ଦ୍ଦେଶ ଜାରି

    15130
    Sep 30, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15230
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15545
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14267
    Apr 03, 2021

ବିଶେଷ

  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14064
    Oct 01, 2023
  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ସ୍ବାମୀଙ୍କର ହୋଇଥାନ୍ତି ରାଣୀ

    14523
    Oct 01, 2023
  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14979
    Sep 30, 2023
  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ

    15252
    Sep 30, 2023
  • ମଣିଷକୁ ରୋଗମୁକ୍ତ କରାଏ ଧନିଆ ପତ୍ର

    14514
    Sep 29, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15004
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14329
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15773
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14143
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ନିର୍ଦ୍ଦେଶ ଜାରି

    15130
    Sep 30, 2023
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14220
    Sep 30, 2023
  • ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

    14007
    Oct 01, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In