ପୁତ୍ର ସନ୍ତାନ ଲୋଭରେ ଅନ୍ଧ ହୋଇଗଲେ ସ୍ୱାମୀ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଉଲଗ୍ନ କରିଦେଲେ

ପୁତ୍ର ସନ୍ତାନ ଲୋଭରେ ସ୍ୱାମୀ ଅନ୍ଧ ହୋଇଗଲେ । ଗୁଣିଗାରେଡିର କୂଅରେ ଫସିଗଲେ । ପୁତ୍ର ମୋହ ଏମିତି ଘାରିଥିଲା ଯେ, ସ୍ତ୍ରୀଙ୍କୁ ବିବସ୍ତ୍ର ହୋଇ ସ୍ନାନ କରିବାକୁ ବାଧ୍ୟ କଲେ । ଆଜିକା ଆଧୁନିକ ଯୁଗରେ ଏକଥା ଅଜବ ଲାଗୁଥିଲେ ବି ସତ କଥା । ଏ ଘଟଣା ଘଟିଛି ମହାରାଷ୍ଟ୍ର ପୁଣେରେ ।
ମହିଳା ଜଣକ ୨୦୧୩ରେ ପୁଣେର ଜଣେ ବ୍ୟବସାୟୀଙ୍କୁ ବାହାହୋଇଥିଲେ। ପୁତ୍ର ସନ୍ତାନ ଆଶାରେ ତାଙ୍କ ପରିବାର ଜଣେ ବାବାଙ୍କ ପାଖକୁ ଯାଇଥିଲେ। ବାବା ଯେଉଁଭଳି ଭାବେ ତାଙ୍କୁ କରିବାକୁ କହୁଥିଲେ ସେମାନେ ସବୁ ସେମିତି କରୁଥିଲେ। ବାବାଙ୍କ କହିବା ଅନୁସାରେ ଝରଣା ତଳେ ଉଲଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ଲାଭ ହେବ, ଯାହାପାଇଁ ମହିଳାଙ୍କ ସ୍ବାମୀ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲେ।
ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ତାଙ୍କ ସ୍ବାମୀ ସାଧାରଣ ଲୋକଙ୍କ ସମ୍ମୁଖରେ ଝରଣାରେ ଗାଧୋଇବାକୁ ବାଧ୍ୟ କରିଥିବା ଅଭିଯୋଗ ପରେ ପୋଲିସ ଗିରଫ କରିଛି।

Powered by Froala Editor