Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, October 03, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ...

  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ...

  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ...

  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ ...

  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ...

  • ନେପାଳଠୁ ଦିଲ୍ଲୀ ଥରିଲା

  • ବିହାର ଜାତି ସର୍ଭେ ମାମଲା ...

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ...

  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ...

ବାଣିଜ୍ୟ
Home ›› ବାଣିଜ୍ୟ ››୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

2022-07-22 01:14:22
19918
Share:
Facebook
Twitter
E-Mail
WhatsApp
Telegram
୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

ଗୁରୁବାର ଲଗାତାର ଘରୋଇ ବଜାରରେ ସୁନା ଦର ହ୍ରାସ ହୋଇ ୧୬ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଗ୍ଲୋବାଲ ମାର୍କେଟ ହାଜିର ବଜାରରେ ଗୁରୁବାର ସୁନା ମୂଲ୍ୟରେ ୦.୫ ପ୍ରତିଶତ ହ୍ରାସ ସହ ପ୍ରତି ଆଉନ୍ସ ଦର ୧,୬୮୭.୨୯ ଡଲାରକୁ ପହଞ୍ଚିଛି। ୨୦୨୧ ଅଗଷ୍ଟ ଆରମ୍ଭର ସ୍ତରକୁ ପହଞ୍ଚି ଯାଇଛି ସୁନାମୂଲ୍ୟ। ଏଥିରେ ଆମେରିକା ଗୋଲ୍ଡ ଫ୍ୟୁଚରରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୧,୬୮୭. ୩୦ ଡଲାରକୁ ଖସିଛି।

ତେବେ କେବଳ ସୁନା ନୁହେଁ ରୂପା ଦର ମଧ୍ୟ ବଜାରରେ ହ୍ରାସ ହୋଇଛି। ଆମେରିକା ସିଲଭର ସ୍ପଟ ପ୍ରାଇସ୍‌ ରେ ୦.୯ ପ୍ରତିଶତ ହ୍ରାସ ସହ ରୂପା ପ୍ରତି ଆଉନ୍ସ ୧୮.୪୯ ଡଲାରକୁ ପହଞ୍ଚିଛି। ପ୍ଲାଟିନମ ମଧ୍ୟ ୦.୭ ପ୍ରତିଶତ ଶସ୍ତା ହୋଇ ୮୫୨.୧୪ ଡଲାରକୁ ଖସିଛି। ତେବେ ପାଲେଡିୟମରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି। ଏହାର ଦର ୦.୧ ପ୍ରତିଶତ ଚଢି ପ୍ରତି ଆଉନ୍ସ ୧,୮୬୩.୪୭ ଡଲାର ହୋଇଛି।

ତେବେ ଏହି ସମୟରେ ଘରୋଇ ବଜାରରେ ସୁନା ମୂଲ୍ୟ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୩୭୧ ଟଙ୍କା ଶସ୍ତା ହୋଇ ୫୦ହଜାର ୧୮୨ ଟଙ୍କାକୁ ପହଞ୍ଚିଛି। ସେହିପରି ୨୩ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୪୯, ୯୮୧ ଟଙ୍କାକୁ ହ୍ରାସ ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୪୫ହଜାର ୯୬୭ ଟଙ୍କା ଦରରେ କାରବାର ହେଉଛି। ୨୦୨୧ ପ୍ରାରମ୍ଭ କାଳରେ ସୁନା ପାଖାପାଖି ଏହି ଦରରେ କାରବାର କରୁଥିଲା।

ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ସତ୍ତ୍ୱେ ସୁନା ମୂଲ୍ୟରେ ହ୍ରାସ ଜାରି ରହିଛି। ସାଧାରଣତଃ ମାନ୍ଦାବସ୍ଥା ଓ ଯୁଦ୍ଧ ଆଦି ପରିସ୍ଥିତିରେ ସୁନା ଦର ବଢ଼ିଥାଏ। ତେବେ ଏବେର ପରିସ୍ଥିତି ଭିନ୍ନ ରହିଛି । ଆମେରିକାରେ ଟ୍ରେଜରୀ ୟିଲ୍ଡ ବଢିବା ଓ ଡଲାର ମଜଭୁତ ହେବା ଯୋଗୁ ସୁନା ମୂଲ୍ୟରେ ହ୍ରାସ ଆରମ୍ଭ ହୋଇଯାଇଛି।

Powered by Froala Editor

Tags gold

Related articles Odisha News Lens 3.2

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...
    ଦେଶ-ଦେଶାନ୍ତର

    ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...

    14429
    Oct 03, 2023
  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ
    ଦେଶ-ଦେଶାନ୍ତର

    ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ

    13493
    Oct 03, 2023
  • ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ

    13523
    Oct 03, 2023
  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା
    ଦେଶ-ଦେଶାନ୍ତର

    ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା

    13965
    Oct 04, 2023
  • ନେପାଳଠୁ ଦିଲ୍ଲୀ ଥରିଲା
    ଦେଶ-ଦେଶାନ୍ତର

    ନେପାଳଠୁ ଦିଲ୍ଲୀ ଥରିଲା

    13995
    Oct 04, 2023
  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ
    ଖେଳ ଖବର

    ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ

    14674
    Oct 04, 2023
  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ
    ଦେଶ-ଦେଶାନ୍ତର

    ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

    13826
    Oct 04, 2023
  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ
    ଦେଶ-ଦେଶାନ୍ତର

    ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13709
    Oct 04, 2023
  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର
    ଦେଶ-ଦେଶାନ୍ତର

    ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

    14043
    Oct 04, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ

    13493
    Oct 03, 2023
  • ଖେଳ ଖବର

    ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ

    14674
    Oct 04, 2023
  • ଦେଶ-ଦେଶାନ୍ତର

    ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା

    13965
    Oct 04, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15234
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15549
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14270
    Apr 03, 2021

ବିଶେଷ

  • ଖୁବ୍‌ ହାନିକାରକ ଲାଲ୍‌ ଲଙ୍କା

    15307
    Oct 03, 2023
  • ଏହି ଅଭ୍ୟାସ କାରଣରୁ ଦେଖାଯାଏ ହାଡ ଜନିତ ସମସ୍ୟା

    13921
    Oct 03, 2023
  • ନ୍ୟାଚୁରାଲ ଜିନିଷରେ ତିଆରି କରନ୍ତୁ ହର୍ବାଲ ସାମ୍ପୁ

    15388
    Oct 02, 2023
  • ଅଫିସରେ କରନ୍ତୁ ନାହିଁ ଏହି ଭୁଲ୍, ଜବ୍‌ ଉପରେ ପଡ଼ିବାରେ ପ୍ରଭାବ

    13660
    Oct 02, 2023
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14342
    Oct 01, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15007
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14331
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15777
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14147
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ

    14674
    Oct 04, 2023
  • ନେପାଳଠୁ ଦିଲ୍ଲୀ ଥରିଲା

    13995
    Oct 04, 2023
  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13709
    Oct 04, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In