Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

  • NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

  • ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

  • ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !

  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

  • ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ...

  • ଆମେରିକାରେ ବଡ଼ ସାମରିକ ଅଦଳବଦଳ, ...

  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ...

  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ...

  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଇନ୍ଦ୍ର ଦେବଙ୍କ ବିରୋଧରେ ମାମଲା ରୁଜୁ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଇନ୍ଦ୍ର ଦେବଙ୍କ ବିରୋଧରେ ମାମଲା ରୁଜୁ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

2022-07-17 19:38:27
15428
Share:
Facebook
Twitter
E-Mail
WhatsApp
Telegram
ଇନ୍ଦ୍ର ଦେବଙ୍କ ବିରୋଧରେ ମାମଲା ରୁଜୁ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି
ବର୍ଷା ନାହିଁ। ଚାଷ କାମ ଠପ୍। କେମିତି କାମ ଚାଲିବ ଇନ୍ଦ୍ର ଦେବ। ଏମିତି ଅଭିଯୋଗ କରି ଭଗବାନ ଇନ୍ଦ୍ର ଦେବଙ୍କ ନାଁରେ କେସ୍ ରୁଜୁ କରିଛନ୍ତି ଜଣେ ବ୍ୟକ୍ତି। ଏମିତି ଅଜବ ଘଟଣା ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲା କରନେଲଗଞ୍ଜରେ ଦେଖିବାକୁ ମିଳିଛି। ଏପରିକି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ତହସିଲଦାର।

ଗୋଣ୍ଡା ଜିଲ୍ଲାର କୋଡିଆ ଥାନା ଅନ୍ତର୍ଗତ ଝାଲା ଗାଁର ସୁମିତ କୁମାର ଯାଦବ ଏସଡିଏମ ହୀରାଲାଲଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, ଅନେକ ମାସ ହେବ ବର୍ଷା ହୋଇ ନାହିଁ। ଚାଷ କାମ ଠପ୍ ପଡିବା ସହ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଜୀବଜନ୍ତୁ ପାଣି ପାଇଁ କଲବଲ୍ ହେଲେଣି। ତେଣୁ ନିବେଦନ କରୁଛି ଇନ୍ଦ୍ର ଦେବଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସୁମିତଙ୍କ ଏହି ଅଭିଯୋଗ ପତ୍ରକୁ ତହସିଲଦାର କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ବଢାଇଛନ୍ତି। ଅଭିଯୋଗ ପତ୍ର ଭାଇରାଲ୍ ହେବା ପରେ ଜିଲ୍ଲାପାଳ ଡ. ଉଜ୍ଜ୍ଵଳ କୁମାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଲୋକେ ପ୍ରଶ୍ନ କରିଛନ୍ତି ଯେ, ଏହି ଧରଣର ଅଭିଯୋଗ ପତ୍ରକୁ ନପଢି ତହସିଲଦାର କେମିତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ।

Powered by Froala Editor

Tags indra

Related articles Odisha News Lens 4.1

  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ
    ଦେଶ-ଦେଶାନ୍ତର

    ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

    15313
    Apr 03, 2026
  • ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ...
    ଦେଶ-ଦେଶାନ୍ତର

    ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ...

    14627
    Apr 03, 2026
  • ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର
    ଦେଶ-ଦେଶାନ୍ତର

    ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

    13668
    Apr 03, 2026
  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...
    ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...

    13920
    Apr 02, 2026
  • ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !

    14730
    Apr 03, 2026
  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ

    14515
    Apr 03, 2026
  • ଆମେରିକାରେ ବଡ଼ ସାମରିକ ଅଦଳବଦଳ, ସେନାମୁଖ୍ୟଙ୍କୁ ତୁରନ୍ତ ଅବସର
    ଦେଶ-ଦେଶାନ୍ତର

    ଆମେରିକାରେ ବଡ଼ ସାମରିକ ଅଦଳବଦଳ, ସେନାମୁଖ୍ୟଙ୍କୁ ତୁରନ୍ତ ଅବସର

    13521
    Apr 03, 2026
  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14687
    Apr 02, 2026
  • NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା
    ଦେଶ-ଦେଶାନ୍ତର

    NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

    15005
    Apr 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

    13668
    Apr 03, 2026
  • ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼

    13920
    Apr 02, 2026
  • ଦେଶ-ଦେଶାନ୍ତର

    ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ଲାଭଦାୟକ

    14627
    Apr 03, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17398
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17458
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17808
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16285
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15187
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14571
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15971
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15460
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16190
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15310
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15039
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15543
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13840
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼

    13920
    Apr 02, 2026
  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ

    14515
    Apr 03, 2026
  • ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ଲାଭଦାୟକ

    14627
    Apr 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In