Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, July 05, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ...

  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ...

  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ...

  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ...

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା ...

  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ...

  • ଲାଲୁ ଯାଦବ ଆଇସିୟୁରେ

  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ...

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ...

  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

ମନୋରଞ୍ଜନ
Home ›› ମନୋରଞ୍ଜନ ››ବିକ୍ରି ହୋଇଗଲା ବିଆର୍‌ ଚୋପ୍ରାଙ୍କ ୨୫ ହଜାର ବର୍ଗ ଫୁଟର ବଙ୍ଗଳା

ବିକ୍ରି ହୋଇଗଲା ବିଆର୍‌ ଚୋପ୍ରାଙ୍କ ୨୫ ହଜାର ବର୍ଗ ଫୁଟର ବଙ୍ଗଳା

2022-06-19 01:59:08
13965
Share:
Facebook
Twitter
E-Mail
WhatsApp
Telegram
ବିକ୍ରି ହୋଇଗଲା ବିଆର୍‌ ଚୋପ୍ରାଙ୍କ ୨୫ ହଜାର ବର୍ଗ ଫୁଟର ବଙ୍ଗଳା
ପ୍ରଖ୍ୟାତ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ବଳଦେବରାଜ ଚୋପ୍ରା ଓରଫ୍‌ ବି. ଆର୍‌. ଚୋପ୍ରାଙ୍କ ବଙ୍ଗଳା ୧୮୩ କୋଟି ଟଙ୍କାରେ ବିକ୍ରି କରାଯାଇଛି। ୨୫ ହଜାର ବର୍ଗ ଫୁଟର ଏହି ଘରଟି ମୁମ୍ବାଇର ଜୁହୁ ଅଞ୍ଚଳରେ ପ୍ରାୟ ଏକ ଏକର ଜମିରେ ରହିଛି। ପପୁଲାର ରିଅଲ୍‌ଇଷ୍ଟେଟ୍‌ ଡେଭଲପର୍‌ କେ. ରାହେଜା ଏହି ବଙ୍ଗଳାକୁ ଖରିଦ କରିଛନ୍ତି। ଏହି ବଙ୍ଗଳାଟିକୁ ବିଆର୍‌ ଚୋପ୍ରାଙ୍କ ବୋହୂ ତଥା ରବି ଚୋପ୍ରାଙ୍କ ପତ୍ନୀ ରେନୁ ରବି ଚୋପ୍ରାଙ୍କ ଠାରୁ କିଣିଛନ୍ତି।

ରିପୋର୍ଟ ମୁତାବକ, ରିଅଲ୍‌ଇଷ୍ଟେଟ୍‌ ଡେଭଲପର୍‌ ଏହି ସ୍ଥାନରେ ପ୍ରିମିୟମ ରେସିଡେନ୍‌ସିଆଲ୍‌ ପ୍ରୋଜେକ୍ଟ ତିଆରି କରିବାକୁ ପ୍ଲାନିଂ କରିଛନ୍ତି।

ସୂଚନାଯୋଗ୍ୟ, ବି. ଆର୍‌. ହାଉସ୍‌ରେ ହିଁ ଚୋପ୍ରାଙ୍କର ଅଧିକାଂଶ ବ୍ୟବସାୟ ଚାଲିଥିଲା। ୨୦୦୮ରେ ହିଁ ସେ ସେହି ଘରେ ଦେହ ତ୍ୟାଗ କରିଥିଲେ। ଶେଷ ପର୍ଯ୍ୟାୟରେ ହତାଶା ଏବଂ କେତେକ ସହ-ପ୍ରଯୋଜନା ବିଫଳ ହେବାରୁ ଚୋପ୍ରାଙ୍କର ପ୍ରଯୋଜନା ସଂସ୍ଥା ଦେବାଳିଆ ହୋଇଯାଇଥିଲା। ତେଣୁ, ବନ୍ଧା ପଡ଼ିଥିବା ବି.ଆର୍‌ ହାଉସ୍‌କୁ ମୁକୁଳାଇବା ପାଇଁ ୨୦୧୩ରେ ଅନେକ ଋଣଦାତାଙ୍କର କରଜ ପରିଶୋଧ କରିଥିଲେ ବୋଲି ତାଙ୍କ ପୁଅ କହିଥିଲେ। ବିଆର୍‌ ଚୋପ୍ରା ବକ୍ସ ଅଫିସକୁ  ‘ବକ୍ତ’, ‘ନୟା ଦୌର’, ‘ ଦ ବର୍ଣ୍ଣିଂ ଟ୍ରେନ୍‌’, ‘ ନିକାହା’ ବ୍ୟତୀତ ଆହୁରି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି।

Powered by Froala Editor

Tags chopra

Related articles Odisha News Lens 3.2

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
    ବିଶେଷ

    ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15163
    Jul 04, 2022
  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

    13591
    Jul 04, 2022
  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ
    ଦେଶ-ଦେଶାନ୍ତର

    ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14171
    Jul 05, 2022
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
    ଦେଶ-ଦେଶାନ୍ତର

    ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14370
    Jul 05, 2022
  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
    ମନୋରଞ୍ଜନ

    ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13487
    Jul 05, 2022
  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14899
    Jul 05, 2022
  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ

    14630
    Jul 05, 2022
  •  ଲାଲୁ ଯାଦବ ଆଇସିୟୁରେ
    ଦେଶ-ଦେଶାନ୍ତର

    ଲାଲୁ ଯାଦବ ଆଇସିୟୁରେ

    15126
    Jul 04, 2022
  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
    ଦେଶ-ଦେଶାନ୍ତର

    ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ

    14387
    Jul 05, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ

    14630
    Jul 05, 2022
  • ବିଶେଷ

    ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15163
    Jul 04, 2022
  • ମନୋରଞ୍ଜନ

    ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13487
    Jul 05, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15163
    Jul 04, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14266
    Jul 04, 2022
  • କରନ୍ତୁ ଏହି ଆସନ, ଦୂର କରେ ଅସ୍ଥିରତା ଓ ଦୁଃଶ୍ଚିନ୍ତା

    15197
    Jul 04, 2022
  • ମୁହଁରେ ଲଗାନ୍ତୁ ସାଗୁଦାନା ଫେସପ୍ୟାକ, ଦୂର କରେ କଳାପଣ

    15677
    Jul 03, 2022
  • ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ଏପରି କରନ୍ତୁ ଉପଚାର

    15461
    Jul 03, 2022

ବାଣିଜ୍ୟ

ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ

    14630
    Jul 05, 2022
  • ଲାଲୁ ଯାଦବ ଆଇସିୟୁରେ

    15126
    Jul 04, 2022
  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14171
    Jul 05, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In