Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ ...

  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ...

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ...

  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ...

  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ...

  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ...

  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ...

  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆସ୍ଥା ଭୋଟ ଜିତିଲେ ବୋରିଶ ଜନସନ

ଆସ୍ଥା ଭୋଟ ଜିତିଲେ ବୋରିଶ ଜନସନ

2022-06-07 08:02:11
14591
Share:
Facebook
Twitter
E-Mail
WhatsApp
Telegram
ଆସ୍ଥା ଭୋଟ ଜିତିଲେ ବୋରିଶ ଜନସନ

ଲଣ୍ଡନ: ଅନାସ୍ଥା ଭୋଟ୍‌ର ସାମ୍ନା କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସଙ୍କଟ ଦୂର ହୋଇଛି । କାଟ ଖାଇଛି ଅନାସ୍ଥା ଭୋଟ୍‌ । ନିଜ ଦଳ କନଞ୍ଜଭେଟିଭ ପାର୍ଟିର କିଛି ନିର୍ବାଚିତ ସାଂସଦ ଜନସନଙ୍କ ବିରୋଧରେ ଅନାସ୍ଥା ଭୋଟ ଆଣିଥିଲେ । ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ପାଇଛି । ଦଳର ମୋଟ ୩୫୯ ସାଂସଦଙ୍କ ମଧ୍ୟରୁ ବୋରିଶଙ୍କ ସପକ୍ଷରେ ୨୧୧ ଏମପି ଭୋଟ ଦେଇଥିବାବେଳେ ବିରୋଧରେ ୧୪୮ ଖଣ୍ଡ ଭୋଟ ପଡିଥିଲା । ଫଳରେ ବୋରିଶଙ୍କୁ ବଡ ଆଶ୍ବସ୍ତି ମିଳିଛି । ପଦ ବଞ୍ଚିବା ସହ ଜନସନଙ୍କ ପ୍ରଧାନମନ୍ତ୍ରୀତ୍ବ ସ୍ଥାୟୀ ହୋଇଛି । ୧୯୨୨ କମିଟିର ଅଧ୍ୟକ୍ଷ ସାର ଗ୍ରାହମ ବାର୍ଡି ଫଳାଫଳ ଘୋଷଣା କରିଥିଲେ ।

କୋରୋନା ମହାମାରୀର ଲକଡାଉନ ସମୟରେ ବୋରିଶ ଜନସନ ଏକ ଡ୍ରିଙ୍କସ ପାର୍ଟରେ ସାମିଲ ହୋଇଥିଲେ । ପତ୍ନୀ କ୍ୟାରୀଙ୍କ ସହ ଜନସନ ଓ ଶତାଧିକ ଲୋକ ପାର୍ଟିରେ ସାମିଲ ହୋଇଥିଲେ । ଏ ନେଇ ବିବାଦ ସୃଷ୍ଟି ହୋଇଥିଲା । ଜନସନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସମଗ୍ର ଦେଶବାସୀ ଘରେ ବନ୍ଦୀ ହୋଇଥିବାବେଳେ ଖୋଦ ପ୍ରଧାନମନ୍ତ୍ରୀ କିପରି ପାର୍ଟି କରୁଥିଲେ ବୋଲି ଜନସନଙ୍କୁ ସମାଲୋଚନା କରାଯାଇଥିଲା । ବିରୋଧୀ ଦଳ ଏବଂ ତାଙ୍କ ଦଳର ସଦସ୍ୟମାନେ ବିବାଦ ସୃଷ୍ଟି କରି ଜନସନଙ୍କୁ ଦାୟୀ କରି 'ପାର୍ଟିଗେଟ' ଦୁର୍ନୀତିକୁ ନେଇ ତାଙ୍କ ଇସ୍ତଫା ଦାବି କରିଥିଲେ ।କିନ୍ତୁ ବୋରିଶ ଜନସନ ଇସ୍ତଫା ଦେବାକୁ ମନା କରିଦେଇଥିଲେ । ବ୍ରିଟେନ ପାର୍ଲାମେଣ୍ଟର ୬୫୦ ସଦସ୍ୟ ବିଷିଷ୍ଟ ସଦନରେ କଞ୍ଜରଭେଟିଭ ସୃଷ୍ଟି ହୋଇଥିଲା । ବ୍ୟବସ୍ଥା ଅନୁଯାୟୀ ଦଳର ୧୫% ଅର୍ଥାତ ୫୪ ଏମପି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆସ୍ଥା ନ ଥିବା ବିଷୟରେ କମିଟିଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହା ପରେ ଅନାସ୍ଥା ଭୋଟ ହୋଇଥିଲା । ସୋମବାର ରାତି ୯ଟାରେ କମିଟି ଫଳାଫଳ ଘୋଷଣା କରିଥିଲେ । ବୋରିଶଙ୍କ ଉପରେ ସଂସଦୀୟ ଦଳର ଆସ୍ଥା ରହିଥିବା କହିଥିଲେ ।
ବୋରିଶଙ୍କ ନେତୃତ୍ବକୁ ୫୮.୮% ସମର୍ଥନ ମିଳିଥିବା ବେଳେ ତାଙ୍କ ବିରୋଧରେ ୪୧.୨% ଭୋଟ ମିଳିଥିଲା । ୨୦୧୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଥେରେସାଙ୍କୁ ମିଳିଥିବା ୬୩% ସମର୍ଥନଠୁ କମ ଭୋଟ ପାଇଛନ୍ତି ବୋରିଶ । ପ୍ରକାଶ ଥାଉ କି, ୨୦୧୯ ଜୁଲାଇ ସଂସଦୀୟ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟି ବିଜୟୀ ହେବା ପରେ ବୋରିଶ ଜନସନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ।

Powered by Froala Editor

Tags Boris johnson

Related articles Odisha News Lens 4.1

  • ସ୍ନାନ ଜଳରେ ମିଶାନ୍ତୁ  ଏହି ସ୍ୱତନ୍ତ୍ର ଜିନିଷ,  ହୋଇଥାଏ ଶୁଭ
    ବିଶେଷ

    ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14192
    May 21, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ
    ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14605
    May 21, 2025
  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ
    ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14594
    May 20, 2025
  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍
    ଦେଶ-ଦେଶାନ୍ତର

    ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15386
    May 20, 2025
  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ

    14521
    May 20, 2025
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...
    ଦେଶ-ଦେଶାନ୍ତର

    କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...

    13576
    May 21, 2025
  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର
    ଦେଶ-ଦେଶାନ୍ତର

    ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

    14080
    May 21, 2025
  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ
    ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ

    13779
    May 21, 2025
  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା

    13522
    May 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ

    13779
    May 21, 2025
  • ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14594
    May 20, 2025
  • ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14605
    May 21, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16610
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16901
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15446
    Apr 03, 2021

ବିଶେଷ

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14605
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14192
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13968
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15650
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15641
    May 19, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16273
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13987
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14780
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15307
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14620
    May 20, 2025
  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

    14080
    May 21, 2025
  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ

    13779
    May 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In