Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ...

  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ...

  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌

  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

  • ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ...

  • ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା

  • ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ...

  • ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କେକେଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ

କେକେଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ

2022-06-07 05:23:06
14778
Share:
Facebook
Twitter
E-Mail
WhatsApp
Telegram
କେକେଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ


କୋଲକାତା: ପ୍ରିସଦ୍ଧ ବଲିଉଡ ଗାୟକ କେକେ ଓରଫ କିଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ଅସ୍ବାଭାବିକ ବୋଲି ଗ୍ରହଣ କରିବା ଶ୍ରୋତାଙ୍କ ପାଇଁ ସହଜ ହୋଇନାହିଁ । ଏହି ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଲାଣି । ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଏ ସଂକ୍ରାନ୍ତରେ ଆଗତ ଜନସ୍ବାର୍ଥ ମାମଲାକୁ କୋଲକାତା ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରଛନ୍ତି ।

ଆଇନଜୀବୀ ରବିଶଙ୍କର ଚଟ୍ଟୋପାଧ୍ୟାୟ ଏହି ପିଟିସନ ଫାଇଲ କରିବା ସହ କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଓ ବିଚାରପତି ରାଜର୍ଶି ଭରଦ୍ବାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ବିଚାର କରିବାକୁ ରାଜି ହୋଇଛନ୍ତି । ପିଟିସନରେ ଦର୍ଶାଯାଇଛି ଯେ କୋଲକାତାର ନଜରୁଲ ମଞ୍ଚରେ ଘଟିଥିବା ସେହି ଅଘଟଣ ଦିନ ପରିଚାଳନାଗତ ଅବ୍ୟବସ୍ଥା ଓ ସ୍ଥାନୀୟ ପ୍ରଶାସନର ଅବହେଳା ଦେଖିବାକୁ ମିଳିଛି । ତେଣୁ ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ କାରଣ ବାହାରକୁ ଆସିବ ।

ପ୍ରକାଶ ଥାଉ କି, ମଇ ୩୧ ତାରିଖରେ ସମଗ୍ର ସଙ୍ଗୀତ ପ୍ରେମୀଙ୍କ ପାଇଁ ଥିଲା ଦୁଃଖର ଦିନ । କେକେଙ୍କୁ ଭଲ ପାଉଥିବା ପ୍ରତିଟି ଲୋକ ଆବାକ ମର୍ମାହତ ହୋଇଥିଲେ । କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଉ ହଠାତ ଅସୁସ୍ଥ ହୋଇ ପଡିଥିଲେ କେକେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଥିଲେ କେକେ । ପୋଷ୍ଟମର୍ଟମ ରିପୋର୍ଟରେ ହୃତଘାତରୁ କେକେଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା ।

Powered by Froala Editor

Tags Kk murder case

Related articles Odisha News Lens 4.1

  • ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା
    ଦେଶ-ଦେଶାନ୍ତର

    ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା

    15009
    Nov 11, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି
    ବିଶେଷ

    ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    14639
    Nov 13, 2025
  •  ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି ପାକିସ୍ତାନୀ ସଂଗଠନ ...
    ଦେଶ-ଦେଶାନ୍ତର

    ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି ପାକିସ୍ତାନୀ ସଂଗଠନ ...

    15816
    Nov 11, 2025
  • ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ହେମାମାଳିନୀ
    ମନୋରଞ୍ଜନ

    ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ହେମାମାଳିନୀ

    14569
    Nov 12, 2025
  •  ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୩କୋଟି ୭୦ଲକ୍ଷ ଭୋଟର
    ଦେଶ-ଦେଶାନ୍ତର

    ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୩କୋଟି ୭୦ଲକ୍ଷ ଭୋଟର

    14394
    Nov 11, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ
    ବିଶେଷ

    ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    13763
    Nov 13, 2025
  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ
    ମନୋରଞ୍ଜନ

    ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ

    14014
    Nov 12, 2025
  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌
    ଦେଶ-ଦେଶାନ୍ତର

    ଜବତ ହେଲା ଲାଲ୍‌ ରଙ୍ଗର କାର୍‌

    14446
    Nov 12, 2025
  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ
    ମନୋରଞ୍ଜନ

    କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

    14314
    Nov 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ହେମାମାଳିନୀ

    14569
    Nov 12, 2025
  • ଦେଶ-ଦେଶାନ୍ତର

    ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୩କୋଟି ୭୦ଲକ୍ଷ ଭୋଟର

    14394
    Nov 11, 2025
  • ବିଶେଷ

    ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    13763
    Nov 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16847
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16945
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17290
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15761
    Apr 03, 2021

ବିଶେଷ

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    13763
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    14639
    Nov 13, 2025
  • ଭୃସଙ୍ଗ ପତ୍ରର ଚମତ୍କାରିତା

    13745
    Nov 11, 2025
  • ସକାଳ ଜଳଖିଆରେ ଖାଆନ୍ତୁ ଏହିସବୁ ଖାଦ୍ୟ

    14387
    Nov 11, 2025
  • ବ୍ଲାକ୍‌ ହେଡ୍ସ ଦୂର କରିବ ଲେମ୍ବୁ ଓ ଲୁଣ

    15683
    Nov 10, 2025

ବାଣିଜ୍ୟ

ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

-    ବ୍ୟାଙ୍କିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ ନିବେଶ କରୁଥିବା ଏକ ଖୋଲା-ସମ୍ପନ୍ନ ଇକ୍ୱିଟି ଯୋଜନା

-    ଏହି ପାଣ୍ଠି ବ୍ୟାଙ୍କିଂ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପ ...

  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14282
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13948
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15020
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15886
    Sep 26, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ

    14014
    Nov 12, 2025
  • ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ହେମାମାଳିନୀ

    14569
    Nov 12, 2025
  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

    14590
    Nov 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In