Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ...

  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ...

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ...

  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ...

  • ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ...

  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ ...

  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ...

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

ବିଶେଷ
Home ›› ବିଶେଷ ››ଏହି ୩ ଅକ୍ଷର ନାମ ଥିବା ମହିଳା, ଦିଅନ୍ତି ନାହିଁ ଧୋକା

ଏହି ୩ ଅକ୍ଷର ନାମ ଥିବା ମହିଳା, ଦିଅନ୍ତି ନାହିଁ ଧୋକା

2021-05-07 09:01:59
14492
Share:
Facebook
Twitter
E-Mail
WhatsApp
Telegram
ଏହି ୩ ଅକ୍ଷର ନାମ ଥିବା ମହିଳା, ଦିଅନ୍ତି  ନାହିଁ ଧୋକା

ସବୁ ପୁରୁଷ ତାଙ୍କ ଜୀବନରେ ଏମିତି ସ୍ତ୍ରୀ ଖୋଜନ୍ତି ଯିଏ ତାଙ୍କୁ ବହୁତ ଭଲ ପାଉଥିବେ ଆଉ ତାଙ୍କର ଧ୍ୟାନ ରଖୁଥିବେ। ସେମାନେ ଚାହାନ୍ତି କି ପ୍ରେମ କ୍ଷେତ୍ରରେ ସ୍ତ୍ରୀ ତାଙ୍କୁ କେବେ ବି ଧୋକା ନ ଦେଉ। ଯେତେ ବାଧାବିଘ୍ନ ଆସୁ ପଛେ ସ୍ତ୍ରୀଟିଏ ବଞ୍ଚିଥିବା ପର୍ୟ୍ୟନ୍ତ ସ୍ବାମୀ ସାଙ୍ଗରେ ରହୁଟ୍ଟ ଏମିତି ଅନେକ କିଛି। ଏହା ହିଁ ପୁରୁଷମାନେ ଚାହିଁଥାନ୍ତି।ତେବେ ଆସନ୍ତୁ ଜାଣିବା ଏମିତି କିଛି ଖାସ୍ ମହିଳାଙ୍କ ବିଷୟରେ। ଏମାନେ କେବେ ବି କାହାକୁ ବି ପ୍ରେମରେ ଧୋକା ଦେଇପାରିବେ ନାହିଁ। ତେବେ ଜାଣନ୍ତୁ ସେହି ଅକ୍ଷର ଥିବା ମହିଳାଙ୍କ ସମ୍ପର୍କରେ ?

ଜାଣିବା ଦରକାର କି A ଅକ୍ଷର ଥିବା ଝିଅ କେବେ ବି କାହାକୁ ଧୋକା ଦିଅନ୍ତି ନାହିଁ। ଏହା ସହିତ  N  ଅକ୍ଷରରେ ଆରମ୍ଭ ହେଉଥିବା ଝିଅ, ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ପ୍ରେମରେ କେବେ କାହାକୁ ଧୋକା ଦିଅନ୍ତି ନାହିଁ। ଏମାନଙ୍କ ହୃଦୟ ବହୁତ ନିର୍ମଳ ହୋଇଥାଏ। ଏହି ଅକ୍ଷର ଥିବା ଝିଅଙ୍କ ଉପରେ ପୁରା ଆଖି ବୁଜି ବିଶ୍ବାସ କରିହେବ। ଏହି ଅକ୍ଷର ଥିବା ମହିଳାମାନେ ଜୀବନସାରା ପୁରୁଷଙ୍କ ସାଙ୍ଗରେ ହାତ ମିଳାଇ ଚାଲିବାକୁ ପ୍ରସ୍ତୁତ ଥାନ୍ତି।


ସେହିଭଳି P ଅକ୍ଷରରେ ଯେଉଁ ଝିଅମାନଙ୍କର ନାମ ଆରମ୍ଭ ହେଉଥିବ ସେମାନେ ବହୁତ ସୁନ୍ଦରୀ ହୋଇଥାନ୍ତି। ଏମାନେ କେବେ କାହାରିଙ୍କୁ ଧୋକା ଦିଅନ୍ତି ନାହିଁ। ସମସ୍ତଙ୍କର ବହୁତ ଧ୍ୟାନ ରଖିଥାନ୍ତି। ଏହି ଅକ୍ଷର ଥିବା ଝିଅମାନେ ନିଜ ପ୍ରେମକୁ ପାଇବା ପାଇଁ ସମସ୍ତଙ୍କ ସହ ଲଢ଼ି ପାରନ୍ତି। ନିଜ ଜୀବନସାଥୀକୁ କେବେ ବି ଧୋକା ଦିଅନ୍ତି ନାହିଁ। ସବୁବେଳେ ସେମାନଙ୍କୁ ଭଲ ପାଆନ୍ତି। ଭଲପାଇବାକୁ ନେଇ ଏମାନେ ବହୁତ ସଚ୍ଚୋଟ ମଧ୍ୟ ଥାନ୍ତି।

Powered by Froala Editor

Tags Girl never cheat

Related articles Odisha News Lens 4.1

  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା
    ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15558
    Aug 29, 2026
  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ
    ଦେଶ-ଦେଶାନ୍ତର

    ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

    14475
    Aug 29, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ
    ବିଶେଷ

    ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14368
    Aug 30, 2026
  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ
    ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ

    13577
    Aug 30, 2026
  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15737
    Aug 29, 2026
  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ
    ଦେଶ-ଦେଶାନ୍ତର

    ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    15132
    Aug 29, 2026
  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ
    ଦେଶ-ଦେଶାନ୍ତର

    ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

    14866
    Aug 30, 2026
  •  ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...
    ଦେଶ-ଦେଶାନ୍ତର

    ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...

    13509
    Aug 30, 2026
  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

    14553
    Aug 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15558
    Aug 29, 2026
  • ଦେଶ-ଦେଶାନ୍ତର

    ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    15132
    Aug 29, 2026
  • ଦେଶ-ଦେଶାନ୍ତର

    ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15737
    Aug 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17060
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17699
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18129
    Sep 06, 2023

ବିଶେଷ

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14368
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14618
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13957
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15341
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15694
    Aug 21, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14458
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15984
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14022
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14291
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

    14553
    Aug 29, 2026
  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    15132
    Aug 29, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14368
    Aug 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In