ବ୍ଲାକ୍ ଡ୍ରେସ୍ରେ ଫାନ୍ଙ୍କୁ ବୋଲ୍ଡ କଲେ ଶେହନାଜ୍

କିଛି ଦିନ ପରଦାରୁ ଦୂରେଇ ଯାଇଥିବା ଅଭିନେତ୍ରୀ ଶେହନାଜ ଗିଲ୍ ପୁଣି ଥରେ ଫେରିଛନ୍ତି । ଏବେ ତାଙ୍କ ହଟ୍ ଅନ୍ଦାଜ ବେଶ୍ ହଟ୍କେ ହୋଇଛି । ଏକ ବ୍ଲାକ୍ ସର୍ଟ ଡ୍ରେସ୍ରେ ଫଟୋ ସୁଟ୍ କରି ସେ ଚର୍ଚ୍ଚାକୁ ଆସିଛନ୍ତି । ଆଗକୁ ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ ଦେଖିବାକୁ ମିଳିବ ।
କିନ୍ତୁ ଡେବ୍ୟୁ ଚଳଚ୍ଚିତ୍ର ପୂର୍ବରୁ ଶେହନାଜ ଗ୍ଲାମରସ ଫଟୋସୁଟ୍ କରିଛନ୍ତି । ସେଲିବ୍ରିଟି ଫଟୋଗ୍ରାଫର ଡବୁ ରତ୍ନାନୀଙ୍କ ଦ୍ୱାରା ଶେହନାଜ ଗିଲ ନିକଟରେ ଏକ ସିଜଲିଙ୍ଗ ଫଟୋସୁଟ କରିଥିଲେ । ଫଟୋସୁଟରେ ଗିଲ୍ ତାଙ୍କର ଡ୍ରିମ ଫଟୋ ସବୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ତାଙ୍କ ସୁପର ଷ୍ଟାଇଲିସ୍ ଅବତାର ସହିତ ପ୍ରଶଂସକ ତାଜୁବ ହୋଇଛନ୍ତି । ନୂଆ ଫଟୋସୁଟରେ ଶେହନାଜ ଗିଲ୍ ଏକ ବ୍ଲାକ ଲେଦର ସର୍ଟ ଡ୍ରେସରେ ଗ୍ଲାମରସ ଦେଖାଯାଉଛନ୍ତି ।
Powered by Froala Editor